ଦେଶର ଆବାସ ରିୟଲ ଇଷ୍ଟେଟ କରୋନା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଲକ୍ଡାଉନ ଯୋଗୁ ଏହି ଶିଳ୍ପର କାର୍ଯ୍ୟ ଏବେ ବନ୍ଦ ରହିଛି। ଏଥିଯୋଗୁ ୨୦୨୦ କ୍ୟାଲେଣ୍ଡର ବର୍ଷରେ…
କରୋନା ପ୍ରଭାବରେ ଯାତ୍ରୀବାହୀ ଯାନ ବିକ୍ରି ବୃହିତ ପରିମାଣର ହ୍ରାସ ଘଟିଛି। ଏହାବାଦ ୨ ଚକିଆ ବିକ୍ରି ଉପରେ ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଛି। ରିପୋର୍ଟ…
ବଜାରରୁ ଲକ୍ଡାଉନ ଉଠାଇ ଦେବାକୁ ଏଭଳି ସ୍ଥିତିରେ କେତେଜଣ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଆର୍ଥତ୍କ ସ୍ଥିତିକୁ ବିଚାର କରି ଲକ୍ଡାଉନ ଉଠାଇବା ନେଇ ସରକାର ବିଚାର…
ଭୁବନେଶ୍ୱର, ୩।୪: କୋଭିଡ୍-୧୯ ମୁକାବିଲା ଅଂଶସ୍ବରୂପ ଶୁକ୍ରବାରଠାରୁ ଜନଧନ ଖାତାରେ ମହିଳାଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରାଯିବା ନେଇ ସରକାର ପଦକ୍ଷେପ ନେଇଛନ୍ତି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ…
ଲଣ୍ଡନ,୨ା୪(ପି.ଟି.): ପ୍ରବାସୀ ଭାରତୀୟ କୋଟିପତି ଲକ୍ଷ୍ମୀ ଏନ୍. ମିତ୍ତଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ପିଏମ୍-କେୟାର୍ସ ପାଣ୍ଠିକୁ ୧୦୦ କୋଟି ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି।…
ନୂଆଦିଲ୍ଲୀ, ୨।୪: ୨୦୨୦-୨୧ ଆର୍ଥତ୍କ ବର୍ଷର ପ୍ରଥମ ଦିନରେ ଦେଶର ପୁଞ୍ଜି ବଜାର କାରବାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର ନିମ୍ନରେ…
ନୂଆଦିଲ୍ଲୀ, ୨।୪: ବୁଧବାର ଦେଶ ମଧ୍ୟରେ ଅଣ ସବସିଡି ଏଲ୍ପିଜି ଦର ସିଲିଣ୍ଡର ପିଛା ୬୧.୫ ଟଙ୍କା ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ଦର କମିବା ଯୋଗୁ…
ନୂଆଦିଲ୍ଲୀ, ୨।୪: ସରକାର ମାର୍ଚ୍ଚ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ବାବଦ ୯୭,୫୯୭ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ଏହା ଫେବୃୟାରିରେ ୧.୦୫…
ଭୁବନେଶ୍ୱର,୨-୪: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜାନୁୟାରୀରେ ୩୩୦ ପଏଣ୍ଟ ଥିଲା। ଫେବୃୟାରୀ ଏଥିରେ ୨ ପଏଣ୍ଟ ହ୍ରାସ ଘଟି…
ନୂଆଦିଲ୍ଲୀ, ୨-୪: କୋଭିଡ୍ ମୁକାବିଲା ଲାଗି ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେଶନ ଏବଂ ଓ୍ବିପ୍ରୋ ମିଳିତ ଭାବେ ୧୧୨୫ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି। ଏହି…