ଅଯୋଧ୍ୟା ରାୟ

ହିନ୍ଦୁ ମୁସଲମାନ ମିଳିମିଶି ନିର୍ମାଣ କରନ୍ତୁ ମନ୍ଦିର-ମସଜିଦ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ଐତିହାସିକ ରାୟ ଦେଇଛନ୍ତି ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ରାୟକୁ ସବୁ ମହଲରୁ ସ୍ବାଗତ କରାଯାଇଛି।…

ଆସନ୍ତା ବର୍ଷ ନିର୍ମାଣ ହେବ ରାମ ମନ୍ଦିର: ସମ୍ପୂର୍ଣ୍ଣ ହେବାକୁ ଲାଗିପାରେ ୫ ବର୍ଷ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏବେ ସମସ୍ତଙ୍କ ନଜର କେବେ ଓ କେମିତି ନିର୍ମାଣ ହେବ ଅଯୋଧ୍ୟାରେ ରାମ ମନ୍ଦିର। ତେବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ରେ ଏହାର…

ଅଯୋଧ୍ୟା ବିବାଦର ଇତିହାସ

ନୂଆଦିଲ୍ଲୀ,୧୦ା୧୧: ଅଯୋଧ୍ୟାରେ ୨.୭୭ ଏକର ଜମିକୁ ନେଇ ବହୁ ଦଶନ୍ଧି ଧରି ବିବାଦ ଲାଗିରହିଛି। ଏହି ମାମଲା ଅନେକ ବର୍ଷ ଧରି ଏକ ରାଜନୈତିକ, ଐତିହାସିକ ତଥା ସାମାଜିକ-ଧର୍ମୀୟ ବିତର୍କ ହୋଇ ରହିଆସିଛି। ବାବ୍ରୀ ମସ୍‌ଜିଦ ନିର୍ମାଣ ହୋଇଥିବା ଉକ୍ତ ସ୍ଥାନ…

ଅନୁଚ୍ଛେଦ ୧୪୨ କ’ଣ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁଯାୟୀ କେତେକ ରାୟ ଶୁଣାଇବା ସହ ୨.୭୭ ଏକର ବିବାଦୀୟ ଜମି ହସ୍ତାନ୍ତର ଲାଗି ଗଠନ ହେବାକୁ ଥିବା ଟ୍ରଷ୍ଟରେ ନିର୍ମୋହୀ ଆଖଡ଼ା ସଦସ୍ୟଙ୍କୁ ସାମିଲ କରିବା ଲାଗି ପରାମର୍ଶ…

ମଧ୍ୟସ୍ଥଙ୍କ ଚୁକ୍ତିରେ ନାହିଁ ସବୁ ପକ୍ଷଙ୍କ ସ୍ବାକ୍ଷର

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦର ସମାଧାନ ପାଇଁ କେତେକ ପକ୍ଷ ମଧ୍ୟସ୍ଥତା ଲାଗି ରାଜି ହୋଇଥିଲେ ହେଁ ଏହା ସର୍ତ୍ତମୂଳକ ଥିଲା। ଏହାକୁ ମାନିବା କୌଣସି ପକ୍ଷ ପାଇଁ ବାଧ୍ୟତାମୂଳକ ନୁହେଁ ବୋଲି ଅଯୋଧ୍ୟା ରାୟ ପ୍ରକାଶ ବେଳେ…

୪୦ ଦିନିଆ ଶୁଣାଣି ସୁପ୍ରିମକୋର୍ଟ ଇତିହାସରେ ଦ୍ୱିତୀୟ ଦୀର୍ଘତମ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଦୀର୍ଘ ଦଶନ୍ଧିର ମନ୍ଦିର-ମସ୍‌ଜିଦ ଜମି ବିବାଦ ମାମଲା ଉଭୟ ରାଜନୈତିକ ଓ ଧର୍ମୀୟ ଦୃଷ୍ଟିରୁ ସମ୍ବେଦନଶୀଳ ହୋଇଥିଲାବେଳେ ସୁପ୍ରିମକୋର୍ଟରେ କ୍ରମାଗତ ୪୦ ଦିନ ଧରି ଏହାର ଶୁଣାଣି ହୋଇଥିଲା। ସର୍ବୋଚ୍ଚ ଅଦାଲତ ଇତିହାସରେ ଏହା ଦ୍ୱିତୀୟ ଦୀର୍ଘତମ ଶୁଣାଣି। ୨.୭୭…

ବାବ୍ରୀ ମସ୍‌ଜିଦ ଭଙ୍ଗ ଆଇନର ଉଲ୍ଲଂଘନ

ନୂଆଦିଲ୍ଲୀ,୧୦ା୧୧: ଦୀର୍ଘବର୍ଷର ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ଐତିହାସିକ ରାୟ ପ୍ରଦାନ କରିଛନ୍ତି। ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ ପାଇଁ ଅଦାଲତ ଅନୁମତି ଦେବା ସହ ମୁସଲମାନ ପକ୍ଷଙ୍କୁ ମସ୍‌ଜିଦ ନିର୍ମାଣ ଲାଗି ଅନ୍ୟତ୍ର ୫…

ରିଭ୍ୟୁ ପିଟିଶନ ଦାଏର କରିପାରେ ଏଆଇଏମ୍‌ପିଏଲ୍‌ବି

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଅଯୋଧ୍ୟା ରାୟକୁ ନେଇ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଅସନ୍ତୋଷ ବ୍ୟକ୍ତ କରିଛି। ଏହା ଉପରେ ରିଭ୍ୟୁ ପିଟିଶନ ଦାଏର ଲାଗି ଏହା ବିଚାର କରିବ ବୋଲି କହିଛି। ତେବେ ଉକ୍ତ ସଂଗଠନର କେତେଜଣ ନେତା…

ରାମମନ୍ଦିର ସପକ୍ଷରେ ରାୟ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଦୀର୍ଘ ୧୩୪ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇ ଓ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ୱର ଅନ୍ୟତମ ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଐତିହାସିକ ରାୟ ଶନିବାର ପ୍ରକାଶ ପାଇବା ସହ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦର ସମାଧାନ ହୋଇଛି। ବିବାଦୀୟ…

ଅଯୋଧ୍ୟା ଯିବେ ଶିବସେନା ମୁଖ୍ୟ

ମୁମ୍ବାଇ,୯।୧୧: ଗୋଟିଏ ପଟେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚାରେ ଅଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଅନ୍ୟପଟେ ଶନିବାର ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦକୁ ନେଇ ଦେଇଥିବା ରାୟ ଉପରେ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ନେଇ ଉଦ୍ଧବ କହିଛନ୍ତି…

ଶନିବାର ପୂର୍ବାହ୍ନ ୧୦.୩୦ରେ ଆସିବ ଅଯୋଧ୍ୟା ରାୟ

ଅଯୋଧ୍ୟା/ନୂଆଦିଲ୍ଲୀ,୮।୧୧(ପି.ଟି.): ବହୁଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲା ରାୟ ଶନିବାର ପୂର୍ବାହ୍ନ ୧୦.୩୦ରେ ପ୍ରକାଶ ପାଇପାରେ। ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ପୂର୍ବରୁ ମନ୍ଦିର ସହର ଅଯୋଧ୍ୟାରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ରାଜ୍ୟରେ ହାଇହାଲର୍ଟ…

ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଉତ୍ତର ପ୍ରଦେଶରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଗିରଫ

ଲକ୍ଷ୍ନୌ,୮।୧୧: ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାର ରାୟ ଶୁଣାଣି ପରବର୍ତ୍ତୀ ଯେ କୌଣସି ଅପ୍ରୀତିକର ପରିସ୍ଥିତି ସହ ମୁକାବିଲା କରିବାକୁ ଉତ୍ତର ପ୍ରଦେଶ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି। ରାୟ ପୂର୍ବରୁ ଯେମିତି କୌଣସି ଅଘଟଣ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?