Posted inଫୁରସତ

ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ, ଝିଅ ଈଶାଙ୍କ ସମକକ୍ଷ ହେଲେ କେରଳର ଏହି ଶିକ୍ଷକ, ଛିଡ଼ା କଲେ ୭୩୦୦୦ କୋଟିର କମ୍ପାନୀ

୪୦ ବର୍ଷରୁ କମ୍‌ ଆୟୁ ବିଶିଷ୍ଟ ବିଶ୍ୱର ପ୍ରଭାବଶାଳୀ ଲୋକଙ୍କ ତାଲିକାରେ ସାମିଲ ହୋଇ ଚର୍ଚ୍ଚାରେ ଜଣେ ଶିକ୍ଷକ। ସେ ହେଲେ ଅନ୍‌ଲାଇନ୍‌ ଶିକ୍ଷା ଆପ୍‌ ‘ବାୟଜୁ’ ର ସଂସ୍ଥାପକ ବାୟଜୁ ରବିନ୍ଦ୍ରନ। ଓ୍ବେଲ୍ଥ ମାଗାଜିନ୍‌ ଫର୍ଚୁନ ପକ୍ଷରୁ ପ୍ରକାଶିତ ୪୦ଜଣ ପ୍ରଭାବଶାଳୀ ଲୋକଙ୍କ ତାଲିକାରେ ରବିନ୍ଦ୍ରନ ସାମିଲ ହୋଇଛନ୍ତି। ଅନ୍‌ଲାଇନ୍‌ ଶିକ୍ଷାଦାନ କିଭଳି ଏକ କମ୍ପାନୀ ଛିଡ଼ା କରାଯାଇପାରିବ ସେ ତାହା ବିଶ୍ୱକୁ ଦେଖାଇଥିବା ମାଗାଜିନ୍‌ରେ କୁହାଯାଇଛି। ତେବେ ୨୦୧୧ରେ ସ୍ଥାପନ କରାଯାଇଥିବା ଏହି ଷ୍ଟାଟ୍‌ଅପ୍‌ ଏବଂ ୭୩୩୦୦ କୋଟି ଟଙ୍କାର କମ୍ପାନୀ ପାଲଟିଛି।

କେରଳର କନ୍ନୁର ଜିଲାର ଅଝିକୋଡ଼ ଗ୍ରାମରେ ଜନ୍ମିତ ରବିନ୍ଦ୍ରନ ସ୍କୁଲରେ ଶିକ୍ଷକତା କରୁଥିଲେ। ତାଙ୍କ ବାପାମା’ ମଧ୍ୟ ଶିକ୍ଷକତା କରୁଥିଲେ। ପରେ ଅନ୍‌ଲାଇନ୍‌ରେ ପିଲାଙ୍କୁ ପାଠ ପଢ଼ାଇବା ଉଦ୍ଦେଶ୍ୟରେ ବାୟଜୁ ଆପ୍‌ ପ୍ରସ୍ତୁତ କରିଥିଲେ। କରୋନା କାଳରେ ଗୋଟିଏ ପଟେ ଅନ୍ୟ ବ୍ୟବସାୟ ଠପ୍‌ ହୋଇପଡ଼ିଥିବା ବେଳେ ରବିନ୍ଦ୍ରନ ସଫଳତାର ସୋପାନ ପରେ ସୋପାନ ଚଢ଼ି ସାରିଛନ୍ତି। ସ୍କୁଲ ବନ୍ଦ ଥିଲେ ହେଁ ତାଙ୍କ ଆପ୍‌ ଜରିଆରେ ପିଲାମାନେ ପାଠ ପଢ଼ିପାରୁଛନ୍ତି। ତାଲିକାରେ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଏବଂ ଝିଅ ଈଶା ମଧ୍ୟ ସାମିଲ ଥିବା ବେଳେ ରବିନ୍ଦ୍ରନଙ୍କ ସଫଳତାକୁ ନେଇ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri