ଧର୍ମଶାଳା,୨୪।୨(ଶିବ ପ୍ରସାଦ ମହାନ୍ତି): ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ବୁଲଡୋଜର ବୁଳିଛି। ପ୍ରଶାସନ ପକ୍ଷରୁ ପ୍ରଣବଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଫାର୍ମ ହାଉସ ପାଚେରି ସହ କିଛି ଘରକୁ ଉଚ୍ଛେଦ କରିଛି ପ୍ରଶାସନ।
ସୂଚନାଯୋଗ୍ୟ, ପ୍ରଣବ ୧ ଏକର ୧୦ ଡିସିମିଲ ଜମି ଜବରଦଖଲ କରିଥିଲେ।
Dharitri – Odisha’s No.1 Odia Daily

