Posted inVideo

Budget 2020 । ବଜେଟ ୨୦୨୦

Featured Video Play Icon

Finance Minister Nirmala Sitharaman presented the Union Budget 2020 in Parliament on 1st February. Amid a slowing economy, the Budget focused on income tax relief for individuals, enhancing the income of farmers and big-ticket infra spending to create demand. Let’s take a look at the Budget outlay.

ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଭିତ୍ତିଭୂମିର ବିକାଶ ସହିତ ଆୟକର ସରଳୀକରଣ ଉପରେ ସରକାର ବିଶେଷ ଭାବେ ଗୁରୁତ୍ୱ ଦେଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏଥର ବଜେଟରେ କେଉଁ କ୍ଷେତ୍ର ଲାଗି କେତେ ଅର୍ଥ ବ୍ୟୟବରାଦ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଏଣିକି ପିଲାଙ୍କ ଘରକୁ ଯିବେ ସ୍କୁଲ ଶିକ୍ଷକ | Education | School Students | Dharitri

ପିଲା ସ୍କୁଲ ନ ଆସିଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ । ଘରକୁ ଯାଇ ବୁଝିବେ ସ୍କୁଲ ନ ଆସିବାର କାରଣ, ଡିଇଓ-ବିଇଓଙ୍କୁ ସ୍କୁଲ୍ ଓ ଗଣଶିକ୍ଷା…

Featured Video Play Icon

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଏକ ସେମିନାରରେ ଯୋଗ ଦେବାକୁ ବିମାନରେ ମଧ୍ୟରାତ୍ରରେ ରାୟପୁର ଯାତ୍ରା କରୁଥିଲେ କଟକ ଏସସିବି ମେଡିକାଲ ସର୍ଜରୀ ବିଭାଗର ଡ଼ାକ୍ତର ଜ୍ୟୋତିର୍ମୟ ନାୟକ । ସେହି ବିମାନରେ…

Featured Video Play Icon

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଗତକାଲି ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଏଡିସିପି ସଞ୍ଜୟ…

Featured Video Play Icon

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ଆଜିଠାରୁ ଖୋଲା ପେଟ୍ରୋଲ ଦେଲେ ହେବ କାର୍ଯ୍ୟାନୁଷ୍ଠାନ । ଓଡ଼ିଶାରେ ପେଟ୍ରୋଲ ପମ୍ପରୁ ବୋତଲ କିମ୍ବା ଅନ୍ୟ କୌଣସି ଜାରରେ ଗ୍ରାହକ ପେଟ୍ରୋଲ ଆଣିପାରିବେ ନାହିଁ ।

Featured Video Play Icon

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ଏମିତି ମନ୍ଦିର, ଯେଉଁଠି ଭକ୍ତ ଲେଖିଥିବା ଚିଠି ପଢନ୍ତି ମା ହସନମ୍ବା । ଚିଠିରେ ମନସ୍କାମନା ଲେଖିଲେ ପୂରଣ ହୁଏ ଇଚ୍ଛା ।

Featured Video Play Icon

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ଶେଷ ହେଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଶୁଣନ୍ତୁ ଏନେଇ କ’ଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Featured Video Play Icon

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ | Suna Besha 2025

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri