Posted inଖେଳ

ଶେୟାର ବଜାରରେ ଉତ୍ସାହ ଜାରି, ପୁଣି ନୂଆ ରେକର୍ଡ କଲା ସେନସେକ୍ସ-ନିଫ୍ଟି

ମୁମ୍ବାଇ,୨୭।୫: ଗଲା ସପ୍ତାହରେ ଶେୟାର ବଜାର ଉତ୍ସାହ ଚଳିତ ସପ୍ତାହରେ ମଧ୍ୟ ଜାରି ରହିଛି। ସୋମବାର ଅର୍ଥାତ୍‌ ମେ ୨୭ ତାରିଖରେ ଶେୟାର ବଜାରର ଦୁଇ ବେଞମାର୍କ ଜବରଦସ୍ତ ଉତ୍ସାହ ସହିତ ଖୋଲିଥିଲା।

ସେନ୍‌ସେକ୍ସ ୨୦୦ ପଏଣ୍ଟ ବୃଦ୍ଧି ସହିତ ୭୫,୬୫୫.୪୬ ସ୍ତର ଅତିକ୍ରମ କରିଥିଲା ବେଳା ନିଫ୍ଟି ପ୍ରାୟ ୮୦ ପଏଣ୍ଟ ବୃଦ୍ଦି ସହିତ ୨୩,୦୩୮.୯୫ ରେ ଖୋଲିଥିଲା।

ଗତ ସପ୍ତାହରେ, ସେନସେକ୍ସ ୧,୪୦୪ ପଏଣ୍ଟ ବା ୧.୯୦ ପ୍ରତିଶତ ବୃଦ୍ଧି ସହିତ ୭୫,୪୧୦ ପଏଣ୍ଟରେ ବନ୍ଦ ହୋଇଯାଇଥିଲା। ଏହି ଅବଧି ମଧ୍ୟରେ, ବିଏସଇ ସେନସେକ୍ସ ୭୫,୬୩୬ ପଏଣ୍ଟ ଛୁଇଁ ସର୍ବକାଳୀନ ଉଚ୍ଚତା ଉଚ୍ଚତିରେ ପହଞ୍ଚିଥିଲା। ଏହି ସମୟରେ, ନିଫ୍ଟି ୪୫୫ ପଏଣ୍ଟ କିମ୍ବା ୨ ପ୍ରତିଶତ ବୃଦ୍ଧି ପାଇ ୨୨,୯୫୭ ପଏଣ୍ଟରେ ବନ୍ଦ ହୋଇଥିଲା।

ଏହା ବ୍ୟତୀତ ଗତ ସପ୍ତାହରେ ଏଫଆଇଆଇ ବଜାରରେ ୧,୧୬୫.୫୪ କୋଟି ଟଙ୍କା ବିକ୍ରି କରିଛି, ଯାହା ଗତ କିଛି ସପ୍ତାହ ମଧ୍ୟରେ ସର୍ବନିମ୍ନ ଅଟେ। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ବିଦେଶୀ ନିବେଶକମାନେ ପୁନର୍ବାର ଭାରତୀୟ ବଜାରରେ ଆତ୍ମବିଶ୍ୱାସ ପ୍ରଦର୍ଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri