ରୋବୋ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ବ୍ରିଟେନବାସୀ, ୨୧ ପ୍ରତିଶତ ମହିଳା ସାମିଲ…

ଲଣ୍ଡନ,୧୮।୧୧ : ଆଜିର ଆଧୁନିକ ଯୁଗରେ ଟେକ୍ନୋଲୋଜି ଶିଖରରେ ଅଛି। ଏବେି ଅଧିକାଂଶ କାର୍ଯ୍ୟ କେବଳ ଟେକ୍ନୋଲୋଜି ମାଧ୍ୟମରେ କରାଯାଉଛି। ଆମେ କୌଣସି ସ୍ଥାନକୁ ଯିବାକୁ କିମ୍ବା ଖାଦ୍ୟ ଅର୍ଡର କରିବାକୁ ଟିକେଟ ବୁକ କରିବା ସମ୍ଭବ ହୋଇ ପାରୁଛି। ଏହା ସହିତ ଆଧୁନିକ ଯୁଗରେ ରୋବୋଗୁଡିକ ମଧ୍ୟ ପ୍ରଚଳିତ ହେଉଛି। ଅନେକ ଦେଶ ଅଛି ଯେଉଁଠାରେ ରୋବୋ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ କରାଯାଇଛି। ତେବେ ବ୍ରିଟେନରୁ ଏକ ଅଦ୍ଭୁତ ସର୍ଭେ ବାହାରିଛି। ଯେଉଁଥିରେ ଏହା ସାମ୍ନାକୁ ଆସିଛି ବ୍ରିଟେନର ପ୍ରତ୍ୟେକ ତୃତୀୟ ବ୍ୟକ୍ତି ରୋବୋ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି।

ଏଲଇଏଲଓ ପକ୍ଷରୁ ହଜାର ହଜାର ବ୍ରିଟିଶବାସୀଙ୍କୁ ସେମାନଙ୍କରଯୌନ ଅଭ୍ୟାସ ଏବଂ ଇଚ୍ଛା ବିଷୟରେ ପ୍ରଶ୍ନ କରାଯାଇଥିଲା। ଜଣାପଡ଼ିଥିଲା ପ୍ରତ୍ୟେକ ତୃତୀୟ ବ୍ରିଟିଶଙ୍କର ଏକ ରୋବୋ ସହିତ ଶାରୀରିକ କସମ୍ପର୍କ ଅଛି। ଭବିଷ୍ୟତରେ ମଧ୍ୟ ସମ୍ପର୍କ ପାଇଁ ସେମାନେ ରୋବୋ ବ୍ୟବହାର କରିବେ ବୋଲି କହିଛନ୍ତି। ଏଲଇଏଲଓ ସେକ୍ସ ଡଲ ବିଷୟରେ କଥାବାର୍ତ୍ତା କରିବା ସହିତ ଏକ ସେକ୍ସ ରୋବୋ ସହିତ ସମ୍ପର୍କ ରଖିବା ବିଷୟରେ ସର୍ଭେ ମଧ୍ୟ କରିଥିଳା। ଏଭଳି ରୋବୋ ପ୍ରକୃତ ଲୋକମାନଙ୍କ ପରି ଚାଲିବା ଏବଂ କଥାବାର୍ତ୍ତା କରିବାକୁ ସକ୍ଷମ।

ଏଲଇଏଲଓ ୨୦୨୩ରେ ଲୋକଙ୍କର ଯୌନ ଅନୁଭୂତି ଏବଂ ଇଚ୍ଛା ବିଷୟରେ ୪,୦୦୦ ବ୍ରିଟିଶଙ୍କ ଉପରେ ସର୍ଭେ କରାଯାଇଥିଲା। ଯେଉଁଥିରେ ପ୍ରତ୍ୟେକ ତୃତୀୟ ବ୍ୟକ୍ତି ରୋବଟ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ସର୍ବେକ୍ଷଣର ଫଳାଫଳ ଲିଙ୍ଗଭିତ୍ତିରେ ପାର୍ଥକ୍ୟ ପ୍ରକାଶ କରିଛି। ସର୍ବେକ୍ଷଣ କରାଯାଇଥିବା ପୁରୁଷମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଆର୍ଥାତ ୪୩.୯ ପ୍ରତିଶତ କହିଥିଲେ ସେମାନେ ଏକ ରୋବୋ ସହିତ ରୋମାନ୍ସ କରିବାକୁ ଚାହୁଁଛନ୍ତି। ଅପରପକ୍ଷରେ ୨୧ ପ୍ରତିଶତ ମହିଳା ଏକ ରୋବଟ ସହିତ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri