ଥମୁନି ଦାଦନ ଦୁଃଖ: ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ

ଗୋପାଳପୁର,୨୮।୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଈଲୁଣ୍ଡା ବ୍ଲକ ଅଧୀନ ପାନାପଲ୍ଲୀ ଗ୍ରାମର ଜଣେ ଯୁବକ ଦାଦାନ ଖଟିବାକୁ ଯାଇ ଶବ ହୋଇ ଘରକୁ ଫେରିଛନ୍ତି। ମୃତକ ହେଲେ ଏଲ୍‌. ଘନଶ୍ୟାମ ରେଡ୍ଡୀ।

ମିଳିଥିବା ସୂଚନା ମୁତାବକ, ୯ ମାସ ହେଲା ତାମିଲନାଡୁରେ ଥିବା ବେଷ୍ଟ ଟେକ୍‌ ମେକାନିକ ଏବଂ ଇନ୍‌ଫ୍ରା ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଘନଶ୍ୟାମ ଓ୍ବେଲଡର ଭାବେ କାର୍ଯ୍ୟ କରୁଥିଲେ। ୩ ଦିନ ତଳେ ଘନଶ୍ୟାମ ହଟାତ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ତାଙ୍କୁ ରୁମ୍‌କୁ ଅଣାଯାଇଥିଲା। ହେଲେ ଘନଶ୍ୟାମଙ୍କ ପୁଣି ଅସୁସ୍ଥ ହୋଇପଡିଥିଲେ। ପୁଣି ତାଙ୍କୁ ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି କରାଯଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଘନଶ୍ୟାମଙ୍କ ସ୍ତ୍ରୀ ପୁନାମା ଘଟଣା ସମ୍ପର୍କରେ ଜାଣି କମ୍ପାନୀ ସହ ଯୋଗାଯୋଗ କରି ମୃତଶରୀରକୁ ଗ୍ରାମ ପଠାଇବା ପାଇଁ ନିବେଦନ କରିଥିଲେ। କମ୍ପାନୀ କର୍ମଚାରୀ ଦୁର୍ଯୋଧନ ସେଠୀଙ୍କ ସମେତ ପି.ଲୋକନାଥ ରେଡ୍ଡୀ, କେ.ଚକ୍ରପାଣି ରେଡ୍ଡୀ ଓ ଦଣ୍ଡପାଣି ରେଡ୍ଡୀ ପ୍ରମୁଖ ଆମ୍ବୁଲାନ୍ସରେ ଯୋଗେ ମୃତଦେହ ଗାଁକୁ ଆଣିଥିଲେ। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ହୃଦ୍‌ରୋଗଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ…

ଆଜିର ସମୟରେ ଅନ୍ୟତମ ସ୍ବାସ୍ଥ୍ୟଜନିତ ସମସ୍ୟା ହେଉଛି ହୃଦ୍‌ରୋଗ। ଶାରୀରିକ ପରିଶ୍ରମର ଅଭାବ, ନିଶାଦ୍ରବ୍ୟ ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା ଆଦି ହୃଦ୍‌ରୋଗର…

ରାୟଗଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜିଲାର ଯୁବତୀ-ଯୁବକଙ୍କୁ ୮୦% ନିଯୁକ୍ତି..

ରାୟଗଡ଼ା,୨ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ଦିନିକିଆ ଗସ୍ତରେ ଆସି ସୁଭଦ୍ରା ଶକ୍ତି ମେଳା ଉଦଘାଟନ…

ରାସ୍ତାରେ ବସିଲେ ଶହଶହ କିନ୍ନର: ଭାଇରାଲ ହେଉଛି ମୀରାଙ୍କ…

ଭୁବନେଶ୍ୱର,୨।୨:  ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ମଧୁର ମତ୍ସ୍ୟ ଗବେଷଣା ଅନୁସନ୍ଧାନ କେନ୍ଦ୍ର (ସିଫା) ନିକଟରେ ରବିବାର ଜଣେ କିନ୍ନରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।…

ନରମ ଶେଯ ବଦଳରେ ଦ୍ୱାର ମୁହଁରେ କାହିଁକି ଶୁଏ କୁକୁର? କାରଣ ଜାଣିଲେ ତାଜୁବ ହେବେ

ଯଦି ଆପଣଙ୍କର କୁକୁର ଅଛି, ତେବେ ଆପଣ ହୁଏତ ଏକ ଅଜବ ଅଭ୍ୟାସ ଲକ୍ଷ୍ୟ କରିଥିବେ। ଅନେକ ସମୟରେ, ଆରାମଦାୟକ ବିଛଣା, ସୋଫା କିମ୍ୱା ଘରର ଶାନ୍ତ…

EV କିଣୁଥିବା ଗ୍ରାହକ ଖୁବ ଖୁସି! ବଜେଟରେ ଶସ୍ତା ହେବା ପରେ ମଧ୍ୟବିତ୍ତଙ୍କୁ ମିଳିଲା କେତେ ଲାଭ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଫେବୃଆରୀ ୧, ୨୦୨୬ ରେ କେନ୍ଦ୍ର ବଜେଟ ୨୦୨୬-୨୭ ଉପସ୍ଥାପନ କରିଥିଲେ, ଯେଉଁଥିରେ ବୈଦ୍ୟୁତିକ ଯାନବାହନ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ…

ଆସନ୍ତାକାଲି ଏହି ଜିଲାରେ ସବୁ ସ୍କୁଲ୍‌ ଛୁଟି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ…

ଯାଜପୁର,୨ା୨: ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ଆଜି ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ରାତ୍ରିଯାପନ କରିବେ । ରାଷ୍ଟ୍ରପତି ଆସୁଥିବାରୁ କମିଶନରେଟ ପୋଲିସ…

ମୋଗଲ ବଜେଟ କିପରି ପ୍ରସ୍ତୁତ କରୁଥିଲେ, କେଉଁମାନଙ୍କଠୁ ନେଉଥିଲେ ଟ୍ୟାକ୍ସ?

ନୂଆଦିଲ୍ଲୀ,୨।୨: ଗତକାଲି ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ, ଏହା ଏକ ସମ୍ପୂର୍ଣ୍ଣ ଆଧୁନିକ ପରମ୍ପରା ପରି ମନେ ହେଉଥିଲା। କିନ୍ତୁ ଆପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri