୪ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଚପଲ ଭାସିବା ପରେ….

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ବାଟେଣି ପୋଖରୀରେ ମୃତଦେହ ଭାସୁଥିବା ଦେଖାଯାଇଛି । ନିଖୋଜର ୪ଦିନ ପରେ ଗୁରୁବାର ମିଳିଲା ମୃତଦେହ । ମୃତକ ହେଲେ ବାଟେଣୀ ଗାଁର ରବୀନ୍ଦ୍ର ପ୍ରଧାନ ।

ଖବର ଅନୁସାରେ, ଦଶପଲ୍ଲା ଥାନା ବାଟେଣୀ ଗାଁର ରବୀନ୍ଦ୍ର ପ୍ରଧାନ ସୋମବାର ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ନିଖୋଜ ଦିବସରେ ପ୍ରଥମେ ପୋଖରୀରେ ଚପଲ ଭାସିଥିଲା। ଚତୁର୍ଥ ଦିବସରେ ଅର୍ଥାତ୍ ଆଜି ତାଙ୍କ ମୃତଦେହ ଭାସୁଥିବା ଦେଖାଯାଇଥିଲା । ଏହାପରେ ଅଗ୍ନିଶମ ବାହୀନି ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ଏହା ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଧିକାରୀ ଘୋଷଣା କଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ, କାହାକୁ ହସ୍ତାନ୍ତର କଲେ? ଜାଣନ୍ତୁ…

କୋଙ୍ଗୟାଙ୍ଗ,୧୨।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ଝିଅ କିମ ଜୁ ଏଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ବାଛିଛନ୍ତି। ଦକ୍ଷିଣ କୋରିଆର ନ୍ୟାସନାଲ…

ଡକାୟତି ଘଟଣାରେ ୧୦ ଗିରଫ: କାର୍‌, ବାଇକ ସହ ଜବତ ହେଲା…

ବଲାଙ୍ଗୀର, ୧୨।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୂଡାପାଲିସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍‌ ଏବଂ ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ୧୦…

ଭାରତ ଫେରିଆସନ୍ତୁ ନଚେତ ‘ପଳାତକ’ ଟ୍ୟାଗ ଉପରେ କୌଣସି ଶୁଣାଣି ହେବ ନାହିଁ, ବିଜୟ ମାଲ୍ୟାଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା!

ମୁମ୍ବାଇ,୧୨।୨: ଫେବୃଆରୀ ୧୨, ୨୦୨୬ରେ ଏକ ଶୁଣାଣି ସମୟରେ, ବମ୍ବେ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ କହିଥିଲେ ଯେ ଯଦି ସେ ତାଙ୍କ ଆବେଦନର ଶୁଣାଣି କରିବାକୁ ଚାହାଁନ୍ତି,…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ICCର ବଡ଼ ନିଷ୍ପତ୍ତି: ଗୋଟିଏ ଟେବୁଲରେ ବସିବେ BCCI PCB, ଜାଣନ୍ତୁ କ’ଣ ମାମଲା…

ନୂଆଦିଲ୍ଲୀ,୧୨।୨: ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି ହୋଇଛି। ଲାହୋରରେ ଆଇସିସି, ବିସିବି ଏବଂ ପିସିବି ମଧ୍ୟରେ ଏକ ବୈଠକ ପରେ ଏହା…

BCCI ଆଗରେ ଆଣ୍ଠେଇଲା ବାଂଲାଦେଶ! ICCକୁ ଆଖି ଦେଖାଇବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ,୧୨।୨: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମୁଖ୍ୟ ଅମିନୁଲ ଇସଲାମ କହିଛନ୍ତି ଯେ ସେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 ବିଶ୍ୱକପ ମ୍ୟାଚ ଦେଖିବା…

ପୋଲିସର ଭୁଲ ପାଇଁ ଚାଲିଗଲା ଭାରତୀୟ ଛାତ୍ରୀଙ୍କ ଜୀବନ ଏବେ ପରିବାରକୁ ମିଳିବ ୨୬୨ କୋଟି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୨।୨: ଆମେରିକାର ସିଆଟେଲ ସହର ୨୩ ବର୍ଷୀୟ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲାଙ୍କ ପରିବାର ସହିତ ୨୯ ନିୟୁତ ଡଲାର (ପ୍ରାୟ ୨୬୨ କୋଟି)ର ସମାଧାନ ପାଇଁ…

ହଠାତ୍ ଭୋକ ଲାଗିବା ବନ୍ଦ ହୋଇଯାଉଛି କି? ସାବଧାନ! ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

କିଛି ଲୋକଙ୍କର ହଠାତ୍ ସ୍ୱାଭାବିକ ଭୋକ କମିଯାଏ । ଏହାକୁ ପ୍ରାୟତଃ ଥକ୍କାପଣ, ପାଗ କିମ୍ବା ଦିନଚର୍ଯ୍ୟାରେ ପରିବର୍ତ୍ତନ ବୋଲି ଖାରଜ କରାଯାଏ । ଭୋକ ଆମ…

T20 World Cupରେ ଇତିହାସ ରଚିଲା ଶ୍ରୀଲଙ୍କା, ଓମାନକୁ…

ନୂଆଦିଲ୍ଲୀ,୧୨।୨: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଓମାନକୁ ୧୦୫ ରନରେ ପରାସ୍ତ କରିଛି। ଗୁରୁବାର ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri