ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ ରହିଛି।
ସେହିପରି ସମ୍ବଲପୁରରେ ୧୧.୮ ଡିଗ୍ରୀ, ହୀରାକୁଦରେ ୧୩ ଡିଗ୍ରୀ, ଭୁବନେଶ୍ୱରରେ ୧୩.୨ ଡିଗ୍ରୀ
ଥିବାବେଳେ ବାଲେଶ୍ୱରରେ ୧୪.୧ ଡିଗ୍ରୀ, ଚାନ୍ଦବାଲିରେ ୧୫ ଡିଗ୍ରୀ, ପାରାଦୀପରେ ୧୫.୫ ଡିଗ୍ରୀ, ଗୋପାଳପୁର ୧୬ ଡିଗ୍ରୀ ଓ ପୁରୀରେ ସର୍ବନିମ୍ନ ତାପମାତ୍ରା ୧୭.୧ ଡିଗ୍ରୀ ରହିଛି।
Dharitri – Odisha’s No.1 Odia Daily


