Posted inଜାତୀୟ

ଯୁଦ୍ଧ ଭିତରେ ବଡ଼ ଖବର, ପୃଥିବୀଆଡକୁ ମାଡି ଆସୁଛି ପରମାଣୁ ଭଳି ବଡ଼ ଉପଗ୍ରହ, ଏଇଠି ପିଟି ହେବ…

ନୂଆଦିଲ୍ଲୀ,୬।୫: ଯୁଦ୍ଧ ସ୍ଥିତି ଭିତରେ ଆସିଲା ବଡ଼ ଖବର। ୫୩ ବର୍ଷ ତଳର ଗୋଟିଏ ଉପଗ୍ରହ, ଏବେ ପୃଥିବୀଆଡକୁ ମାଡି ଆସୁଛି । ମହାକାଶରେ ଘୂରି ବୁଲୁଥିବା ଏହି ଉପଗ୍ରହ, ଯେକୌଣସି ମୁହୂର୍ତ୍ତରେ ପୃଥିବୀରେ ମାଡ଼ ହେବା ସହିତ ବଡ଼ ଧରଣର ବିସ୍ଫୋରଣ କରିପାରେ । କୁହାଯାଉଛି ମେ ୧୦ ତାରିଖବେଳକୁ ଏହି ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିପାରେ । ଆଉ ପୃଥିବୀର ବାୟୁମଣ୍ଡଳରେ ଏହା ପଶିବା ମାତ୍ରେ ଏହା ଭୂଇଁ ଆଡ଼କୁ ଅତି ଜୋରରେ ଆସିବା ସହିତ ପୃଥିବୀ ପୃଷ୍ଠରେ ମାଡ଼ ହେଇପାରେ ।

୫ ଶହ କିଲୋର ଓଜନ ବିଶିଷ୍ଟ ଏହି ଉପଗ୍ରହକୁ ୧୯୭୨ ମସିହାରେ ସୋଭିଏଗତ ୟୁନିୟନ ଲଞ୍ଚ କରିଥିଲା । ଯାହାକି ଶୁକ୍ର ଗ୍ରହରେ ଲ୍ୟାଣ୍ଡ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଶୁକ୍ର ଗ୍ରହରେ ଅଧିକ ଗରମ ସହିତ ବର୍ଷା ହେଉଥିବା କାରଣରୁ ଏହି ଉପଗ୍ରହକୁ ସବୁ ପରିସ୍ଥିତିକୁ ସହିବାକୁ ଡିଜାଇନ କରାଯାଇଥିଲା । ହେଲେ ଟେକ୍ନିକାଲ ଭୁଲ ପାଇଁ ଏହି ଉପଗ୍ରହ ଶୁକ୍ର ଗ୍ରହରେ ଲ୍ୟାଣ୍ଡ ନ କରି ପୃଥିବୀର କକ୍ଷରେ ଫସିଯାଇଥିଲା ।
ଯାହାପରେ କେବଳ ଲ୍ୟାଣ୍ଡରଟି ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ପୃଥିବୀ ଚାରିପଟେ ବୁଲିଆସୁଥିଲା ହେଲେ ଏହି ସାମାନ୍ୟ ଉପଗ୍ରହଟି ପୃଥିବୀ ପାଇଁ ଏବେ ବଡ଼ ବିପଦ ସାଜିଛି । ନେଦରଲ୍ୟାଣ୍ଡର ଡିଫେଲ୍ଟ ଟେକ୍ନିକାଲ ୟୁନିଭର୍ସିଟିର ଜଣେ ଅଧ୍ୟାପକଙ୍କ କହିବା ଅନୁଯାୟୀ, ଏହି ଉପଗ୍ରହଟି କୌଣସି ବି ମୁହୂର୍ତ୍ତରେ ପୃଥିବୀ ଉପରେ ମାଡ଼ ହେଇପାରେ ।

କୁହାଯାଉଛି ଏହି ଉପଗ୍ରହଟି ପୃଥିବୀ ପୃଷ୍ଠରେ ମାଡ଼ ହେଲେ ଏସିଆ, ୟୁରୋପ କିମ୍ବା ଆମେରିକାର କୌଣସି ଅଞ୍ଚଳରେ ପଡିପାରେ । ଏହାସହ ପୃଥିବୀର ଅନେକ ଅଞ୍ଚଳରେ ମହାସାଗର ଥିବାରୁ ଏହି ମହାସାଗରରେ ମଧ୍ୟ ପଡିପାରେ । ହେଲେ ଯଦି ମହାସାଗର ବାଦ, ଏହା ପୃଥିବୀର ଭୂ-ପୃଷ୍ଠରେ ପଡ଼େ ତେବେ ବଡ଼ ଧରଣ ବିସ୍ଫୋରଣ ହେଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri