Categories: Video

ଟନଲ୍ ଭିତରେ କାହାର ଶବ୍ଦ?

କାଲକାରୁ ଶିମଲା ଟ୍ରେନରେ ଯାତ୍ରା କରିବା ସମୟରେ ବାଟରେ ପଡିଥାଏ ଅନେକ ଗୁଡିଏ ଟନଲ୍ ବା ସୁଡଙ୍ଗ। ଯେଉଁ ଟନଲ୍ ବାଟ ଦେଇ କାଲକାରୁ ଶିମଲା ଟ୍ରେନ ଯାତ୍ରା କରିଥାଏ। ତେବେ ଏହି ଭିତରେ ପଡିଥାଏ ହିମାଚଳ ପ୍ରଦେଶ ଶୋଲାନ ଜିଲ୍ଲାର ଟନେଲ ନଂ ୩୩। ଏହି ସୁଡଙ୍ଗ ଦେଇ ଯେତେବେଳେ ଟ୍ରେନ ଯାଇଥାଏ ସେହି ସମୟରେ ଟ୍ରେନରେ ଥିବା ଯାତ୍ରୀ ମାନଙ୍କ ମନରେ ଅଧିକ ଭୟ ଆସେ।