Categories: Video

ଶ୍ରୀମନ୍ଦିର ଅଭିମୁଖେ ନନ୍ଦିଘୋଷ ରଥ

ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡୁଛନ୍ତି ମହାବାହୁ। ଭକ୍ତଶୂନ୍ୟ ରଥଯାତ୍ରା ହେଉଥିବାରୁ ନନ୍ଦିଘୋଷ ରଥକୁ ସେବାୟତ ଓ ପୋଲିସ ଟାଣିଥିଲେ। ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଆଜି ରଥଟଣା ଆରମ୍ଭ ହୋଇଛି।