Categories: Video

ବାବୁ ମହଲ: ରଜ ମଉଜ

ଆମ ରାଜ୍ୟ ଓଡ଼ିଶାରେ ରଜ ପର୍ବର ରହିଛି ଏକ ସ୍ୱତନ୍ତ୍ର ବିଶେଷତ୍ୱ। ଗାଁ ଠାରୁ ସହର, ପିଲା ଠାରୁ ବୟସ୍କ ସଭିଏଁ ଏହାକୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି। ଦୋଳି ଖେଳ, ପିଠା ପଣା, ରଜ ପାନ ଆଦି ଏହି ପର୍ବର ପ୍ରମୁଖ ଆକର୍ଷଣ। ଏଥର ‘ବାବୁ ମହଲ’ର ପ୍ରସଙ୍ଗ ହେଉଛି ‘ରଜ ମଉଜ’।
https://youtu.be/QNMJ29_RweQ