Categories: Video

ବାବୁ ମହଲ: ମିଛ କହିଲେ ମାଝିବାବୁ | Babu Mahal #42 ‘Micha Kahile MajhiBabu’

ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ବ୍ୟକ୍ତି ଭାବିନେଇଛନ୍ତି ଯେ ଘରକାମ  ବହୁତ ସହଜ, ବାସ୍ତବିକ ଘର କାମ ସହଜ କି କଷ୍ଟ ତାହା ଆମର ଏଇ ଭିଡ଼ିଓ ମାଧ୍ୟମରେ ଦର୍ଶାଯାଇଛି । ଏଥର “ବାବୁମହଲ” ର ପ୍ରସଙ୍ଗ “ମିଛ କହିଲେ ମାଝିବାବୁ” ।