Categories: Video

ବାବୁ ମହଲ: ଦୀପାବଳି

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ସାରା ଭାରତରେ ଦୀପାବଳି ମହାଆଡମ୍ବର ରେ ପାଳନ କରାଯାଏ । ଏହିଦିନ ଆମେ ବାଣ ଫୁଟେଇବା ଯୋଗୁ ଅନେକ ଦୁର୍ଘଟଣା ମଧ୍ୟ ଘଟିଥାଏ । ଏଥର ‘ବାବୁମହଲ’ ର ପ୍ରସଙ୍ଗ ହେଉଛି ‘ଦୀପାବଳି’ ।

This video is not allowed for reuse/ redistribution in any form and manner on any source. Copyright owner : Dharitri Live