ନୂଆଦିଲ୍ଲୀ,୭।୫: ଦେଶର ସର୍ବବୃହତ୍ ଲର୍ନି ପ୍ଲାଟ୍ଫର୍ମ ଅନ୍ଏକାଡେମିରେ ବରିଷ୍ଠ ଏବଂ ଅଭିଜ୍ଞ ୟୁପିଏସ୍ସି ଶିକ୍ଷାବିତ୍ ଅଭାଦ୍ ଓଝା ନିକଟରେ ଉପସଭାପତି ୟୁପିଏସ୍ସି ପରୀକ୍ଷା ଭାବେ ପ୍ଲାଟ୍ଫର୍ମରେ ଯୋଗଦେଇଛନ୍ତି। ଏପରିକି ନୂଆଦିଲ୍ଲୀର ଅନ୍ଏକାଡେମି ସେଣ୍ଟରଠାରେ ଅଭାଦ୍ ୟୁପିଏସ୍ସି ପାଇଁ ଶିକ୍ଷାଦାନ କରିବେ। ବିଶେଷକରି ଅନ୍ଲାଇନ କ୍ଲାସ୍ରେ ତାଙ୍କର କ୍ଲାସ୍ ମଧ୍ୟ ଲାଇଭ୍ ହେବ ବୋଲି ପ୍ଲାଟ୍ଫର୍ମ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ସେ ଅନ୍ଏକାଡେମି କେନ୍ଦ୍ର ଏବଂ ଅନ୍ଲାଇନ ଅନ୍ଏକାଡେମି ପ୍ଲାଟ୍ଫର୍ମରେ ୟୁପିଏସ୍ସି ଶିକ୍ଷାର୍ଥୀମାନଙ୍କୁ ଇତିହାସ ବିଷୟର ଶିକ୍ଷାଦାନ କରିବେ।
ଏ ସମ୍ପର୍କରେ ଅନ୍ଏକାଡେମିିର ସିଓଓ ବିବେକ ସିହ୍ନା କହିଛନ୍ତି, ପ୍ରାୟ ୨ ଦଶନ୍ଧି ଧରି ଚାଲିଥିବା ଏକ ଏକାଡେମିକ୍ ଅଭିଜ୍ଞତା ସହ ଅଭାଦ୍ ୟୁପିଏସ୍ସି ଶିକ୍ଷାର୍ଥୀମାନଙ୍କୁ ତାଙ୍କର ଅଭିଜ୍ଞତା ଓ ପ୍ରତିଷ୍ଠିତ ପଦ୍ଧତି ଦ୍ୱାରା ଶିକ୍ଷା ପ୍ରଦାନ କରିବେ। ସେହିଭଳି ଅଭାଦ୍ କହିଥିଲେ, ଯେତେବେଳେ ପ୍ରତିଯୋଗିତା ଏହାର ସାମର୍ଥ୍ୟକୁ ପରୀକ୍ଷା କରିବା ପାଇଁ ଚେଷ୍ଟା କରିଥାଏ ସେତେବେଳେ ଶିକ୍ଷା ମନକୁ ମନ ଜାଗ୍ରତ ହୋଇଥାଏ। ମୁଁ ଆଶାକରେ ଉଭୟ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସେହି ଆଶା ବୃଦ୍ଧି କରିବାକୁ ମୁଁ ସମର୍ଥ ହେବି। ସୂଚନାଯୋଗ୍ୟ, ଅଭାଦ୍ ଓଝା ୫,୦୦,୦୦୦ ରୁ ଅଧିକ ୟୁପିଏସ୍ସି ଆଶାୟୀଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ଶହ ଶହ ଆଶାୟୀଙ୍କୁ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ କରିଛନ୍ତି। ଇତିହାସ ପ୍ରତି ତାଙ୍କର ଗଭୀର ଆଗ୍ରହ ତାଙ୍କୁ ସମସ୍ତ ସ୍ତରର ଶିକ୍ଷାର୍ଥୀମାନଙ୍କ ସହିତ ନିଜର ଜ୍ଞାନ ବାଣ୍ଟିବାକୁ ଉତ୍ସାହିତ କରିଛି। ଉଲ୍ଲେଖଯୋଗ୍ୟ, ଅଭାଦ୍ଙ୍କ ଦ୍ୱାରା ପରିଚାଳିତ ବ୍ୟାଚ୍ ମେ’ ୧୫ରୁ ଅନ୍ଏକାଡେମି କେନ୍ଦ୍ର ଏବଂ ଅନ୍ଲାଇନ ପ୍ଲାଟ୍ଫର୍ମ (ଅନ୍ଏକାଡେମି ଆପ୍ ଏବଂ ୱେବ୍ସାଇଟ୍) ରେ ଆରମ୍ଭ ହେବ।
ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ
ନୂଆଦିଲ୍ଲୀ,୩୧।୩: ଆଇପିଏଲ୍ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…
ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ
ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…
ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…
ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…
ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…
ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…
ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ
ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…
ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍କୁ ନିଜେ ଦଖଲ କର’
ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…
ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ
ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…
୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା
ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…
Archives

