ନୂଆଦିଲ୍ଲୀ,୨୩।୧୦: ଚଳିତ ପାର୍ବଣ ଋତୁରେ ପ୍ରତ୍ୟେକ ଅବସରକୁ ସ୍ବତନ୍ତ୍ର କରିବା ପାଇଁ ଗ୍ରାହକମାନେ ଆମାଜନ ଡଟ୍ ଇନ୍ର ଫେଷ୍ଟିଭ ଗିଫ୍ଟିଙ୍ଗ ଷ୍ଟୋରକୁ ଅନ୍ବେଷଣ କରିପାରିବେ। ଏପରିକି ପ୍ରତି କ୍ରୟ ଉପରେ ୨୦୦ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍ବ୍ୟାକ୍ ସହ ଫେଷ୍ଟିଭ ଗିଫ୍ଟିଙ୍ଗରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ସେହିଭଳି ଜଣେ ଗ୍ରାହକ ସିଜନର ସମସ୍ତ ଟପ୍ ଫେଷ୍ଟିଭ ଗିଫ୍ଟିଂ ଉପରେ କୁପନ ସବ୍ସ୍କ୍ରିପଶନ ସହ ଅତିରିକ୍ତ ୧୦%ର ରିହାତି ପାଇବେ। ବିଶେଷକରି ଫୁଲ୍, ୪୭୦୦ବିସି, ଇଟ୍ ବେଟର କୋ, ଗେଣ୍ଡା ଫୁଲ୍, ଗୋ ଦେଶୀ ଭଳି ପ୍ରିମିୟମ ବ୍ରାଣ୍ଡ୍ଗୁଡିକର ବିସ୍ତୃତ ଚୟନ ଉପରେ ଏହି ଅଫରଗୁଡିକ ଉପଲବ୍ଧ ରହିଛି, ଫେଷ୍ଟିଭ ଗିଫ୍ଟିଂ ଷ୍ଟୋର ସହ ଗ୍ରାହକମାନେ ଦ୍ରୁତ ଓ ନିର୍ଭରଯୋଗ୍ୟ ଡେଲିଭରି ମଧ୍ୟ ଉପଭୋଗ କରିପାରିବେ। ସେହିପରି ପାର୍ବଣ ସମୟରେ ଆମାଜନର ଫେଷ୍ଟିଭ ଗିଫ୍ଟିଂ ଷ୍ଟୋରରେ ଆନନ୍ଦ ରୟାଲ ଆସର୍ଟେଡ ସ୍ବିଟ୍ସ ଫେଷ୍ଟିଭ ଗିଫ୍ଟ ପ୍ୟାକ୍, କ୍ୟାଡ୍ବରି ସେଲିବ୍ରେଶନ୍ସ ପ୍ରିମିୟମ ସିଲେକ୍ସନ ଚକୋଲେଟ୍ସ ଗିଫ୍ଟ ପ୍ୟାକ୍, ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଫେଷ୍ଟିଭ ବକ୍ସ ଅଫ୍ ଜୟ ଗିଫ୍ଟ ହାମ୍ପର, ନଟ୍ରାଜ ଦିୱାଲି ଡ୍ରାଏଫ୍ରୁଟ୍ସ ଗିଫ୍ଟ ବକ୍ସ ଭଳି ଉପହାର ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି।
ଉଲ୍ଲେଖଯୋଗ୍ୟ, ପର୍ସନାଲ ଓ ବେବି କେୟାର ଏସେନ୍ସିଆଲ୍ସ ବର୍ଗରେ ହିମାଳୟା ବେବି ବାସ୍କେଟ ଗିଫ୍ଟ ପ୍ୟାକ୍, ଜିଲେଟ ଫ୍ଲେକ୍ସବଲ ପ୍ରୋ ଗ୍ଲାଇଡ ଗିଫ୍ଟ ପ୍ୟାକ୍, ବମ୍ବେ ସେଭିଙ୍ଗ କମ୍ପାନୀ ଆଣ୍ଡ ଗ୍ରୁମିଂ କିଟ୍ ଫର୍ ମେନ୍, ସେଟାଫିଲ ବେବି ଗିଫ୍ଟ ପ୍ୟାକ୍ସ ୱିଥ ସଫ୍ଟ ଟୟ ଭଳି ଗିଫ୍ଟ ଆକର୍ଷଣୀୟ ରିହାତି ସହ ଉପଲବ୍ଧ ରହିଛି।
ଘରେ ଆଶ୍ରୟ ଦେଲେନି ପୁଅ
ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…
ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…
ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…
ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…
ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?
ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…
ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ
ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…
ଝଡତୋଫାନ, ବଜ୍ରପାତରେ ନେଲା ଜୀବନ
ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…
ରାଜ୍ୟରେ ଝଡ଼ବର୍ଷା ଆଲର୍ଟ
ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…
Archives

