ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ ଆରମ୍ଭ ହେଉଛି। ଏହି ସମୟରେ ଆମାଜନ ପ୍ରାଇମ ମେମ୍ବରମାନେ ୨୪ଘଣ୍ଟାର ୟର୍ଲି ଆକ୍‌ସେସ୍‌ ପାଇପାରିବେ। ଏପରିକି ଆମାଜନ ଡଟ୍‌ ଇନ୍‌ରେ ୨୫,୦୦୦ ରୁ ଅଧିକ ନୂଆ ଲଞ୍ଚ, ଉତ୍ସାହଜନକ ଅଫର, ଡିଲ୍‌, ବୃହତ୍‌ ସଞ୍ଚୟ ଓ ମନୋରଞ୍ଜନ ସହ ଅନେକ ସୁବିଧା ସାମିଲ ରହିଛି। ଗ୍ରାହକମାନେ ସାମ୍‌ସଙ୍ଗ୍‌, ରିଅଲ୍‌ମି ନାର୍‌ଜୋ, ୱାନ୍‌ପ୍ଲସ୍‌, ଆଇକ୍ୟୁଓଓ, ଇଣ୍ଟେଲ, ସୋନି ପ୍ଲେଷ୍ଟେସନ, ହିନ୍ଦୁସ୍ଥାନ ୟୁନିଲିଭର,ପି ଆଣ୍ଡ ଜି, ଲୋରିୟଲ, ଟିସିଏଲ୍‌, ଆସର୍‌, ସାସମି, ଆଇଏଫ୍‌ବି ଆପ୍ଲାଏନ୍ସ, ଫେରେରୋ, ଏରିଏଲ୍‌, କୁବେର ଇଣ୍ଡଷ୍ଟ୍ରିଜ ଓ ୟୁରେକା ଫୋର୍ସବ ଭଳି ବ୍ରାଣ୍ଡ୍‌ଗୁଡିକ ଉପରେ ଆକର୍ଷଣୀୟ ଅଫର ପାଇପାରିବେ। ଆମାଜନ ଏକ ସ୍ବତନ୍ତ୍ର କ୍ୟୁରେଟେଡ୍‌ ସିଲେକ୍ସନ ଉପରେ ୭୦% ପର୍ଯ୍ୟନ୍ତ ରିହାତି ଓ ସ୍ବତନ୍ତ୍ର ଡିଲ୍‌ ସହ ଗ୍ରାହକଙ୍କ ପାଇଁ ଭାରତର କ୍ଷୁଦ୍ର ବ୍ୟବସାୟଗୁଡିକୁ ସମର୍ଥନ କରିବାକୁ ସହଜ କରୁଛି। ଏହି ସମୟରେ ଗ୍ରାହକମାନେ ଏସ୍‌ବିଆଇ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଏବଂ କ୍ରେଡିଟ୍‌ ଇଏମ୍‌ଆଇ ସହ ୧୦%ର ତତ୍କାଳ ରିହାତି ପାଇପାରିବେ। ପ୍ରାଇମ ମେମ୍ବରମାନେ ନିଜର ଆମାଜନ ପେ’ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ସହ ଶପିଙ୍ଗ୍‌ ଉପରେ ୫%ର ଅନ୍‌ଲିମିଟେଡ୍‌ କ୍ୟାଶ୍‌ବ୍ୟାକ୍‌ ଓ ୨୫୦୦ଟଙ୍କା ପର୍ଯ୍ୟନ୍ତ ୱେଲ୍‌କମ୍‌ ରିୱାର୍ଡ ଉପଭୋଗ କରିପାରିବେ। ଆମାଜନ ପେ ଲ୍ୟାଟର ସହ ଯୋଗ୍ୟ ଗ୍ରାହକମାନେ ୬୦,୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ଓ ୬୦୦ଟଙ୍କା ପର୍ଯ୍ୟନ୍ତ ରିୱାର୍ଡ ପାଇପାରିବେ। ନିର୍ଦ୍ଦିଷ୍ଟ ବ୍ରାଣ୍ଡ ଗିଫ୍ଟ କାର୍ଡ କ୍ରୟ କରିବା ସମୟରେ ଗ୍ରାହକମାନେ ତତ୍କାଳ ରିହାତି ଓ ୧୫% ପର୍ଯ୍ୟନ୍ତ ସଞ୍ଚୟ ଏବଂ ଆମାଜନ ପେ ଗିଫ୍ଟ କାର୍ଡ ଉପରେ ୫% ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ପାଇପାରିବେ।

ସେହିଭଳି ଏହି ସମୟରେ ମୋବାଇଲ ଓ ଆକ୍‌ସେସରି ଉପରେ ୪୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ ଏବଂ ମୋବାଇଲ ଆକ୍‌ସେସରିଗୁଡିକର ପ୍ରାରମ୍ଭିକ ମୂଲ୍ୟ ୮୯ଟଙ୍କା ରହିଛି। ସେହିପରି ଏକାଧିକ ବିକଳ୍ପରେ ସ୍ମାର୍ଟଫୋନ୍‌ ଉପରେ ୨୪ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ଉପଲବ୍ଧ ହେବ। ଇଲେକ୍‌ଟ୍ରୋନିକ୍ସ ଓ ଆକ୍‌ସେସରି ଉପରେ ୭୫% ପର୍ଯ୍ୟନ୍ତ ରିହାତି ମିଳିବ। ଆସ୍‌ର, ଆମେଜଫିଟ୍‌, ସାମ୍‌ସଙ୍ଗ୍‌, ଆପଲ, ସୋନି, ଜେବିଏଲ୍‌, ନଏଜ ଆଦି ବ୍ରାଣ୍ଡ ପକ୍ଷରୁ ନୂଆ ଉପତ୍ାଦ ଲଞ୍ଚ୍‌ କରାଯିବ। ଗ୍ରାହକମାନେ ଏହି ଅବଧିରେ ୨୪ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ,ଏକ୍ସଚେଞ୍ଜ ଉପରେ ୨୫୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ୧୧୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ରିହାତି,ଲାପ୍‌ଟପ୍‌ ଉପରେ ୪୦% ପର୍ଯ୍ୟନ୍ତ ରିହାତି, ଟାବ୍‌ଲେଟ୍‌ ଉପରେ ୬୦% ପର୍ଯ୍ୟନ୍ତ ରିହାତି, ହେଡ୍‌ଫୋନ ଉପରେ ୭୫%ପର୍ଯ୍ୟନ୍ତ ରିହାତି, ସ୍ପିକର ଓ ସାଉଣ୍ଡବାର ଉପରେ ୬୦%ପର୍ଯ୍ୟନ୍ତ ରିହାତି, ପ୍ରିମିୟମ ସ୍ମାର୍ଟୱାଚ୍‌ ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇବେ। ଏହାବ୍ୟତୀତ ଗ୍ରାହକମାନେ ୱାଶିଂମେଶିନ, ରେଫ୍ରିଜରେଟର, ଏୟାର କଣ୍ଡିସ୍‌ନର ଭଳି ଆପ୍ଲାଏନ୍ସଗୁଡିକ ଉପରେ ୭୫% ପର୍ଯ୍ୟନ୍ତ ରିହାତି, ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ କ୍ୟାଶ୍‌ବ୍ୟାକ୍‌, ୨୦,୦୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ରିହାତି ଓ ୫୦୦୦ଟଙ୍କା ପର୍ଯ୍ୟନ୍ତ କୁପନ ରିହାତି ପାଇପାରିବେ। ସ୍ମାର୍ଟ ଟିଭି ଉପରେ ୬୫% ପର୍ଯ୍ୟନ୍ତ ରିହାତି, ୫୫୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ଓ ୩ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ୱାରେଣ୍ଟିି ଉପଲବ୍ଧ ରହିଛି।
ସେହିପରି ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ ୪.୫ଲକ୍ଷରୁ ଅଧିକ ଷ୍ଟାଇଲ ଓ ୧୫୦୦ ରୁ ଅଧିକ ଟପ୍‌ ବ୍ରାଣ୍ଡରେ ଫ୍ୟାଶନ ଆଣ୍ଡ ବିୟୁଟି ବର୍ଗରେ ୫୦ରୁ ୮୦% ରିହାତି ଉପଲବ୍ଧ ହେବ। ଗ୍ରାହକମାନେ ଗ୍ରୋସେରି ଓ ଦୈନନ୍ଦିନ ସାମଗ୍ରୀ ଉପରେ ୭% ପର୍ଯ୍ୟନ୍ତ ରିହାତି ଓ ୪୦୦ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ। ଆମାଜନ ଫ୍ରେଶ୍‌ରେ ଗ୍ରାହକମାନେ ୧ଟଙ୍କାରୁ ଆରମ୍ଭ ହେଉଥିବା କ୍ରେଜି ଡିଲ୍‌ ଓ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ବର୍ଗରେ ଚଳିତ ପାର୍ବଣଋତୁରେ ୩୦୦ରୁ ଅଧିକ ନୂଆ ଉପତ୍ାଦ ଲଞ୍ଚ ହେବ। କ୍ଷୁଦ୍ର ବ୍ୟବସାୟଗୁଡିକରୁ ୨ଲକ୍ଷରୁ ଅଧିକ ନୂଆ ଉପତ୍ାଦ ଉପରେ ସ୍ବତନ୍ତ୍ର ଡିଲ୍‌, କୁପନ ଓ ୭୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ। ଏହାଛଡା ଆମାଜନ ବିଜ୍‌ନେସ୍‌ରେ ବ୍ୟବସାୟିକ ଗ୍ରାହକମାନେ ଜିଏସ୍‌ଟି ବିଲ୍‌ ସହ ୨୮% ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ଓ ୯୯୯୯ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ଓ ବଡ ଅର୍ଡର ଉପରେ ୪୦% ପର୍ଯ୍ୟନ୍ତ ରିହାତି ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri