ଘରେ ଥିଲେ ଗନ୍ଧ କର୍ପୂର …

ଗନ୍ଧ କର୍ପୂର ଏକ ସୁଗନ୍ଧିତ କୀଟନାଶକ। ଏହା ଗନ୍ଧ ଦୂରକରିବା ପାଇଁ ବ୍ୟବହାର ହୋଇଥାଏ । ବଜାରରେ ମିଳୁଥିବା ଛୋଟ ଛୋଟ ବଲ୍‌ ଆକାରର ଗନ୍ଧ କର୍ପୂରର ଘରୋଇ ବ୍ୟବହାର ବିଷୟରେ ଜାଣନ୍ତୁ ନିମ୍ନରେ-
ପୋଷାକ ଗୁଡିକୁ ଶୀତଦିନ ପରେ ଗନ୍ଧ କର୍ପୂର ସହିତ ସଂରକ୍ଷିତ ରଖନ୍ତୁ । ଏହା ଦ୍ୱାରା ଦୀର୍ଘ ଦିନ ପର୍ଯ୍ୟନ୍ତ ଉଇ ଓ ଅନ୍ୟ କୀଟପତଙ୍ଗ ଦୂରେଇ ରହିଥାନ୍ତି। ଯଦ୍ଦ୍ବାରା କୀଟପତଙ୍ଗଙ୍କ ଦ୍ୱାରା ଶୀତ ପୋଷାକ ନଷ୍ଟ ହେବାର ଭୟ ନଥାଏ ।
ପାଖାପାଖି ବା ବଗିଚାରେ ବୁଲା ବିଲେଇ, କୁକୁର ଆସି ମଳମୂତ୍ର ତ୍ୟାଗ କରିଥାନ୍ତି। ସେଥିପାଇଁ ନିଜ ବଗିଚା ଚାରି ପାଖରେ ଗନ୍ଧ କର୍ପୂର ପକାଇ ଦିଅନ୍ତୁ । ଏହାର ଗନ୍ଧକୁ ବିଲେଇ, କୁକୁର ମାନେ ଘୃଣା କରନ୍ତି ଓ ଏହା ସେମାନଙ୍କୁ ଦୂରେଇ ରଖିବ ।
ଗଛ ରଖୁଥିବା ଛୋଟ ଛୋଟ କୁଣ୍ଡ ମାନଙ୍କରେ ପ୍ଲାଷ୍ଟିକ୍‌ ପାତ୍ରରେ କିଛି ଗନ୍ଧ କର୍ପୂର ରଖନ୍ତୁ ।
କାରଣ ଏହା ଆପଣଙ୍କ ଗଛକୁ ନଷ୍ଟ କରୁଥିବା ଛାରପୋକ ଓ ଅନ୍ୟାନ୍ୟ କୀଟ ପତଙ୍ଗ ଠାରୁ ଦୂରେଇ ରଖେ ।
ଧୂଆ ବେସିନ୍‌ , ଆଲମିରା, କାଗଜପତ୍ର ରଖୁଥିବା ବକ୍ସ ଆଦିରେ ଗନ୍ଧ କର୍ପୂର ରଖିପାରିବେ।
ଏହାର ଗନ୍ଧ ଅନ୍ୟ ଗନ୍ଧକୁ ଦୂର କରିଥାଏ ଓ କୀଟପତଙ୍ଗଙ୍କୁ ଦୂରେଇ ରଖେ ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri