Categories: Video

Arun Jaitley passes away | ଆରପାରିରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ

Former Finance Minister and BJP stalwart Arun Jaitely breathed his last at 12:07pm Saturday following prolonged illness. He was under treatment at AIIMS New Delhi and had undergone dialysis Thursday. He was 66 years old. Jaitley’s last rites will be performed Sunday afternoon at the Nigambodh Ghat in New Delhi.

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଏମ୍ସରେ ୬୬ ବର୍ଷ ବୟସରେ ଶନିବାର ଦିନ ୧୨ଟା ୭ମିନିଟ୍‌ରେ ପରଲୋକ ହୋଇଛି। ଜେଟଲୀଙ୍କ ବିୟୋଗରେ ଭାରତୀୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେବା ସହ ବିଭିନ୍ନ ମହଲରୁ ଶୋକପ୍ରକାଶ କରାଯାଇଛି।