ରିଲିଜ୍‌ ପୂର୍ବରୁ ‘ଇଣ୍ଡିଆସ୍‌ ମୋଷ୍ଟ ଓ୍ବାଣ୍ଟେଡ’କୁ ଲାଗିଲା ଝଟ୍‌କା

ମୁମ୍ବାଇ: ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ଇଣ୍ଡିଆସ୍‌ ମୋଷ୍ଟ ଓ୍ବାଣ୍ଟେଡ’କୁ ଲାଗିଛି ଝଟ୍‌କା। ରିଲିଜ୍‌ ପୂର୍ବରୁ ସେନ୍‌ସର ବୋର୍ଡ ଏଥିରେ ଥିବା କିଛି ବିବାଦୀୟ ସିନ୍‌ ହଟାଇବାକୁ କହିଛି। ନିକଟରେ ଏହାର ଟ୍ରେଲର୍‌ ରିଲଜ୍‌ ହୋଇଥିବା ବେଳେ ଆସନ୍ତା ୨୪ରେ ଏହା ପରଦା ଉପରକୁ ଆସି ଥାଆନ୍ତା। ହେଲେ ଏଥିରେ ଥିବା କିଛି ସିନ୍‌ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଦର୍ଶାଇ ସେନ୍‌ସର ବୋର୍ଡ ସେଗୁଡିକୁ ହଟାଇ ଦେଇଥିବା ଜଣାପଡିଛି। ଫିଲ୍ମ ମେକରଙ୍କ କହିବା କଥା ହେଲା ଭଗପାନ କୃଷ୍ଣ ଓ କୋରାନ ଉପରେ ଯେଉଁ କେତୋଟି ସିନ୍‌ ଥିଲା ତାକୁ ହଟାଇ ଦିଆଯାଇଛି।

Share