Categories: Video

ସତରେ କ’ଣ ଆମେ ସ୍ୱାଧୀନ ?

ଆଜି ସାରା ଦେଶ ପାଳନ କରୁଛି ୭୫ତମ ସ୍ୱାଧୀନତା ଦିବସ । ଆମ ସ୍ୱାଧୀନତାର ସ୍ୱର୍ଣ୍ଣିମ ଇତିହାସର ସ୍ମୃତି ଚାରଣ କରୁଛନ୍ତି ଦେଶ ବାସୀ। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ବନ୍ଦେମାତରଂମ । ସ୍ୱାଧୀନତାର ୭୪ ବର୍ଷ ପରେ ବି ଆଜି ଗୋଟେ କଥା ଆମ ମନକୁ ବାରମ୍ବାର ଆନ୍ଦୋଳିତ କରେ ସତରେ କଣ ଆମେ ସ୍ୱାଧୀନ ।