କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟି ୩ ବଡ଼ ଦାବି କଲେ ଅପରାଜିତା: ମିଳିଲା ଅନୁମୋଦନ, ୧୧୧ କୋଟିରେ ହେବ…

ଭୁବନେଶ୍ୱର,୭।୧: କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ  ଅପରାଜିତା ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ୩ଟି ମୁଖ୍ୟ ଦାବି ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେଗୁଡିକ ହେଲା ବେଗୁନିଆ, ସୁନାଖେଳା ଓ ପୁବୁଶାହୀରେ ୩ଟି ବାଇପାସ ନିର୍ମାଣ, ଖୋର୍ଦ୍ଧା-ନୟାଗଡ଼ ରାସ୍ତା ପ୍ରାୟ ୬୫ କି.ମି.କୁ ୪ ଲେନ କରିବା, ଏନଏଚ ୫୭ର ଅତ୍ରି ଓ ବାଘମାରି ନିକଟରେ ଅଣ୍ଡରପାସ ନିର୍ମାଣ ପାଇଁ ଦାବି କରିଛନ୍ତି। ୩ଟି ବାଇପାସ ଓ ଅଣ୍ଡରପାସ ନିର୍ମାଣକୁ ଅନୁମୋଦନ ମିଳିଛି ବୋଲି ଅପରାଜିତା କହିଛନ୍ତି। ପ୍ରାୟ ୧୧୧ କୋଟି ଟଙ୍କାରେ ତିଆରି ହେବ ବାଇପାସ ଓ ଅଣ୍ଡରପାସ। ଖୋର୍ଦ୍ଧା-ନୟାଗଡ଼ ରାସ୍ତା ୪ ଲେନ ଯଥାବିଧି ପ୍ରକ୍ରିୟା ଅନୁସାରେ କରାଯିବ ସାଂସଦ କହିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ-ନରସିଂହ ମିଶ୍ରଙ୍କ ଭେଟ୍‌ଘାଟ୍‌କୁ ନେଇ ରାଜନୈତିକ ମହଲରେ ହଲ୍‌ଚଲ୍‌

ବଲାଙ୍ଗୀର,୮ା୧(ବୀରେନ୍ଦ୍ର କୁମାର ଝାଙ୍କର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ତାଙ୍କ ଆବାସିକ କାର୍ଯ୍ୟାଳୟରେ ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର...

ହୋଟେଲକୁ ମାଡ଼ିଗଲା ଟ୍ରାକ୍ଟର, ୨ ମୃତ

ସମ୍ବଲପୁର,୮ା୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଭାଲୁପାଲି ଛକରେ ବୁଧବାର ସନ୍ଧ୍ୟାରେ ଇଟା ବୋଝେଇ ଟ୍ରାକ୍ଟର ବିଜୁ ଏକ୍ସପ୍ରେସ୍‌ ୱେ(ରାଜ୍ୟ ରାଜପଥ-୧୦) ପାର୍ଶ୍ୱରେ ଥିବା...

‘ଦେଶର ସମ୍ମାନଠାରୁ ବିଶ୍ୱକପ ଊର୍ଦ୍ଧ୍ୱରେ ନୁହେଁ… ICCକୁ ଆଖି ଦେଖାଇଲା ବାଂଲାଦେଶ, କହିଲା…

ନୂଆଦିଲ୍ଲୀ,୮।୧: ୨୦୨୬ରେ ହେବାକୁ ଥିବା ICC ଟି-୨୦ ବିଶ୍ୱକପ ଖେଳିବା ପାଇଁ ବାଂଲାଦେଶ ଭାରତ ଯାତ୍ରା କରିବାକୁ ମନା କରିବା ନେଇ ବିବାଦ ବଢ଼ିବାରେ ଲାଗିଛି।...

ଟି-୨୦ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା: ଅସୁସ୍ଥ ହେଲେ ଏହି ଖେଳାଳି, ଦଳରୁ ପଡିବେ ବାଦ୍‌!

ନୂଆଦିଲ୍ଲୀ,୮।୧: ଭାରତୀୟ କ୍ରିକେଟ ଦଳ ପାଇଁ ଆନନ୍ଦର ଉତ୍ସବ ମଧ୍ୟରେ, ଚିନ୍ତାଜନକ ଖବର ଆସିଛି। ଟିମ ଇଣ୍ଡିଆର ଉଦୀୟମାନ ତାରକା ଏବଂ ଆକ୍ରମଣାତ୍ମକ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ...

ଦ୍ୱିତୀୟ ଦିନରେ ବରଫର ଧଳା ଚାଦର ତଳେ କୋଇଡ଼ା: ପଡିଲା ତୁଷାରପାତ

ବଣାଇଁ, ୮।୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡରେ ଚଳିତ ବର୍ଷ ଗତକାଲି ଠାରୁ ପ୍ରଥମଥର ପାଇଁ ସମଗ୍ର ଅଞ୍ଚଳ ୫ ଡିଗ୍ରୀ ତଳେ ରହିଛି...

ସବୁ ସୀମା ପାର୍‌ କଲେ ଟ୍ରମ୍ପ: ଭାରତ ଉପରେ ୫୦୦% ଟାରିଫ୍‌ ଲାଗୁ କରିବାକୁ…

ଓ୍ବାଶିଂଟନ୍‌,୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ ମଞ୍ଜୁର କରିଛନ୍ତି ଯାହା ରୁଷିଆରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ କଠୋର କଟକଣା ଲଗାଇବ। ଏହା...

ଭାରତକୁ ବଡ଼ ଝଟକା ଦେଲା ବାଂଲାଦେଶ: ଭାରତୀୟଙ୍କ ପାଇଁ ବନ୍ଦ କଲା…

ନୂଆଦିଲ୍ଲୀ,୮।୧: ଆଇପିଏଲରୁ ଖେଳାଳିମାନଙ୍କୁ ବାଦ୍‌ ଦେବାର ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ଼ ଝଟକା ଦେଇଛି। ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିଜା...

ଜି ଉଦୟଗିରିରେ ହାଡ଼ଭଙ୍ଗା ଶୀତ: ସର୍ବନିମ୍ନ ତାପମାତ୍ରା ରହିଛି…

ଜି ଉଦୟଗିରି ୮।୧(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ) : ଜି ଉଦୟଗିରି ସହରରେ କ୍ରମାଗତ ୪ ଦିନ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri