Categories: Video

ଏନସିବି ଅଫିସରରେ ଡେରିରେ ପହଞ୍ଚିଲେ ଅନନ୍ୟା, ବର୍ଷିଲେ ୱାଙ୍ଖଡେ

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏବେ ଏନସିବି ରାଡାରରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏହି ଘଟଣାରେ ସମ୍ପୃକ୍ତ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ଚ୍ୟାଟିଙ୍ଗକୁ ନେଇ ଅନନ୍ୟାଙ୍କୁ ଜେରା କରୁଛି ଏନସିବି । ପ୍ରଥମେ ଅନନ୍ୟାଙ୍କ ଘରକୁ ଯାଇ ଜେରା କରିବା ପରେ ଏବେ ଅଫିସିକୁ ଡାକି ଜେରା କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।