ଦିବ୍ୟାଙ୍ଗ ପିଲାମାନେ ଅସମ୍ଭବକୁ ସମ୍ଭବ କରି ଦେଖାନ୍ତି : ଧର୍ମେନ୍ଦ୍ର

ଭୁବନେଶ୍ୱର,୩ା୧୦(ଅନିଲ ଦାସ): ଦିବ୍ୟାଙ୍ଗ ପିଲାମାନଙ୍କ ପ୍ରତିଭା କାହା ଠାରୁ କୌଣସି ଗୁଣରେ କମ୍‌ ନୁହେଁ । ସେମାନେ ଯାଦୁଗର ଭଳି ଅସମ୍ଭବ କଥାକୁ ସମ୍ଭବ କରି ଦେଖାଇଥାନ୍ତି…

ପୋଲିସ ସହ ସଚେତନ କରୁଛି ‘ସାଇରା’

ଭୁବନେଶ୍ୱର,୩।୯(ସତ୍ୟଜିତ୍‌ ରାଉତ):ସଚେତନତା ମାଧ୍ୟମରେ ସାଇବର ଅପରାଧରେ ରୋକ୍‌ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ‘ସାଇବର ସୁରକ୍ଷା ଅଭିଯାନ’ ଆରମ୍ଭ ହୋଇଛି। ଗତ ଶନିବାର ରାଜ୍ୟର ସବୁ…

ଡିଏନ୍‌ଏ ଟେଷ୍ଟ ପାଇଁ ନିଆଗଲା ନମୁନା

ଭୁବନେଶ୍ୱର,୩।୧୦(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ହସ୍ପିଟାଲ ପକ୍ଷରୁ ପୂର୍ବରୁ ତଦନ୍ତ କରାଯାଇଥିବାବେଳେ ସୋମବାର ଡିଏନ୍‌ଏ ଟେଷ୍ଟ ପାଇଁ ନମୁନା ନିଆଯାଇଛି। କ୍ୟାପିଟାଲ…

ବଦଳିଲେ ‘ସମ୍ବାଦ’ ସମ୍ପାଦକ

ଭୁବନେଶ୍ୱର,୩।୧୦(ଅନିଲ ଦାସ): ଦୈନିକ ଖବରକାଗଜ ‘ସମ୍ବାଦ’ର ଦୀର୍ଘ ବର୍ଷଧରି ସମ୍ପାଦକ ରହିଆସିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ପଦବୀରୁ ରବିବାର ଅବ୍ୟାହତି ନେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏଭଳି…

ସ୍ବାମୀ ଆଣିଲେ ହତ୍ୟା ଅଭିଯୋଗ

ରାଉରକେଲା,୩।୧୦(ସଙ୍ଗୀତା ଜେନା):ରାଉରକେଲା ଉଦିତନଗର ଥାନା ଅଧୀନ ବିରଜାପାଲି ନିକଟରେ ରବିବାର ଅପରାହ୍ନରେ ହୋଇଥିବା ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇଥିବା ମହିଳା ଏଏସ୍‌ଆଇ ଆଲିସ ନାରମି ଲୁଗୁନ(୩୭)ଙ୍କ ସନ୍ଦେହଜନକ…

ଆଜିଠୁ ପିଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର,୩ା୧୦(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ମଙ୍ଗଳବାର ୩ ତାରିଖରୁ ଆରମ୍ଭ ହେବ। ସକାଳ ୧୦ଟାରୁ ୫ ତାରିଖ…

ନଅ ଦିନର ଉତ୍ସବ ସହ ନ୍ୟୁ ଜର୍ସିରେ ହେବ ଅକ୍ଷରଧାମ ମନ୍ଦିରର ଉଦଘାଟନ. ମୋଦି-ସୁନକ ଜଣାଇଲେ ଅଭିନନ୍ଦନ

ଓ୍ବାଶିଂଟନ,୩।୧୦: ନ୍ୟୁ ଜର୍ସିର ରୋବିନ୍ସଭିଲେ ସହରରେ ଖୁବ ଶୀଘ୍ର ଅକ୍ଷରଧାମ ମନ୍ଦିର ଖୋଲିବାକୁ ଯାଉଛି। ଏହାର ନିର୍ମାଣ ଶେଷ ହୋଇଛି। ଅକ୍ଟୋବର ୮ରେ ଏହି ମନ୍ଦିର ଉଦଘାଟନ…

ପାରୁଲ, ଆନ୍‌ସିଙ୍କୁ ରୌପ୍ୟ

ହାଙ୍ଗଝୋ,୩।୧୦: ଭାରତର ପାରୁଲ ଚୌଧାରୀ ଓ ଆନ୍‌ସି ସୋଜାନ ଏସିଆନ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରୁ ସୋମବାର ରୌପ୍ୟ ପଦକ ହାସଲ କରିଛନ୍ତି। ୪x୪୦୦ ମିଟର ମିକ୍ସଡ ରିଲେ…

ବିଶ୍ୱର ଦ୍ୱିତୀୟ ମ୍ୟାଲେରିଆ ବିରୋଧୀ ଟିକାକୁ ମଞ୍ଜୁରୀ ଦେଲା ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ/ଜେନେଭା,୩।୧୦: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ବିଶ୍ୱର ଦ୍ୱିତୀୟ ମ୍ୟାଲେରିଆ ବିରୋଧୀ ଟିକାକୁ ମଞ୍ଜୁରୀ ଦେଇଛି। ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଟିକାକରଣର…

ଦେଶ ବାହାରେ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମା

ଓ୍ବାଶିଂଟନ,୩।୧୦: ଭାରତ ବାହାରେ ଭାରତୀୟ ସମ୍ବିଧାନର ସ୍ଥପତି ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବାକୁ ପ୍ରସ୍ତୁତ। ଅକ୍ଟୋବର ୧୪ରେ ଆମେରିକାର ମେରିଲ୍ୟାଣ୍ଡରେ…