ସନାତନ ଧର୍ମ ଉପରେ ଆକ୍ରମଣ ହେଲେ ହେବ ବିନାଶ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩।୧୦: ସନାତନ ଧର୍ମ ଉପରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ବର୍ତ୍ତମାନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ନାଇଜରରେ ସନ୍ଦିଗ୍ଧ ଜିହାଦୀଙ୍କ ଆକ୍ରମଣରେ ୨୯ ସେନାଙ୍କ ମୃତ୍ୟୁ, ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ଅବୁଜା,୩।୧୦: ନାଇଜରରେ ସନ୍ଦିଗ୍ଧ ଜିହାଦୀମାନଙ୍କ ଆକ୍ରମଣରେ ନାଇଜେରିଆର ସେନାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ଦିନିଆ ରାଷ୍ଟ୍ରୀୟ…

ବିମାନ ଦୁର୍ଘଟଣା, ସିନେଟର, ପତ୍ନୀଙ୍କ ସହ ଦୁଇ ଶିଶୁ ମୃତ

ଓ୍ବାଶିଂଟନ,୩।୧୦: ଆମେରିକାର ପୂର୍ବ ୟୁଟାରେ ରବିବାର ସାରେ (ସ୍ଥାନୀୟ ସମୟ) ଏକ ବିମାନ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ମୋୟାବ ଉପକଣ୍ଠରେ ଘଟିଛି। ମିଡିଆ…

‘ଟ୍ରାନ୍ସଜେଣ୍ଡରଙ୍କ ଯୋଗୁ ପଦକରୁ ବଞ୍ଚିତ ହେଲି’

ହାଙ୍ଗ୍‌ଝୋ, ୩ା୧୦ ଭାରତର ସ୍ବପ୍ନା ବର୍ମନ ସୋମବାର ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଚଳିତ ଏସିଆନ ଗେମ୍ସରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ଯୋଗୁ ବ୍ରୋଞ୍ଜ ପଦକ ହାସଲରୁ ସେ…

ପୋଖରୀରେ ବୁଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

ଛତ୍ରପୁର,୩।୧୦(ଦିଲିପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଘଡଘଡ଼ାପଲ୍ଲୀ ଗ୍ରାମ ନିକଟରେ ଥିବା ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ…

ଓପନର, ସ୍ପିନରଙ୍କୁ ନେଇ ଚିନ୍ତାରେ ପାକିସ୍ତାନ

ହାଇଦ୍ରାବାଦ,୩ା୧୦:ପାକିସ୍ତାନକୁ ବିଶ୍ୱ କ୍ରିକେଟର ଏକ ମହାଶକ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ନିକଟ ଅତୀତରେ ଆଇସିସି ଟୁର୍ନାମେଣ୍ଟ ଗୁଡିକରେ ଦଳର ପ୍ରଦର୍ଶନ ବେଶ୍‌ ଭଲ ମଧ୍ୟ ରହିଛି। ତେବେ…

ଚାଇନା ସାହାରାରେ ଚନ୍ଦ୍ରକୁ ଛୁଇଁବାକୁ ଇଚ୍ଛା କରୁଛି ପାକିସ୍ତାନ

ବେଜିଂ/ଇସଲାମାବାଦ,୩।୧୦: ଚାଇନାର ସ୍ପେସ ଏଜେନ୍ସି କହିଛି ଯେ ଆସନ୍ତା ବର୍ଷ ଦେଶର ପ୍ରସ୍ତାବିତ ଚନ୍ଦ୍ର ମିଶନରେ ପାକିସ୍ତାନ ମଧ୍ୟ ଏକ ଭାର ବହନ କରିବ। ଦୁଇ ବନ୍ଧୁ…

ଯଶସ୍ବୀ ଜୟସ୍ବାଲଙ୍କ ବିସ୍ଫୋରକ ଶତକ: ନେପାଳକୁ ୨୦୩ ରନ୍‌ର ଟାର୍ଗେଟ୍‌

ହାଙ୍ଗଝୋ,୩।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ଏବଂ ନେପାଳ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ…

ଆମେରିକା-ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନ୍‌ସର ରୋଗୀ

ନୂଆଦିଲ୍ଲୀ,୩।୧୦: ଆମେରିକା ଏବଂ ଚାଇନା ପରେ ଭାରତରେ ବିଶ୍ୱର ସର୍ବାଧିକ କ୍ୟାନସର୍‌ ରୋଗୀ ଅଛନ୍ତି। ୨୦୨୦ରେ ୧.୯୩ କୋଟି ନୂତନ କ୍ୟାନସର୍‌ ରୋଗୀ ଚିହ୍ନଟ ହୋଇଥିଲେ, ସେମାନଙ୍କ…

୧୧୪ ବର୍ଷ ପରେ ଖୋଲିଲା ମେଡିକାଲ ଷ୍ଟୋର

ଲଣ୍ଡନ: ନିକଟରେ ଏକ ଇତିହାସ ସହ ଜଡ଼ିତ ସ୍ଥାନ ମିଳିଛି, ଯାହା ୧୧୪ ବର୍ଷର ପୁରୁଣା। ୧୮୮୦ ମସିହାରେ ଖୋଲାଯାଇଥିବା ଏକ ମେଡିକାଲ ଷ୍ଟୋର ୧୯୦୯ ମସିହା…