ବାଲ୍ୟ ବିବାହକୁ ନେଇ ଆକ୍ସନ ମୋଡରେ ସରକାର, ୮୦୦ରୁ ଅଧିକ ଗିରଫ

ଗୁଆହାଟୀ,୩।୧୦: ଆସାମରେ ବାଲ୍ୟ ବିବାହ ବିରୋଧରେ ସରକାର ଆକ୍ସନ ମୋଡରେ ଅଛନ୍ତି। ଟୁଇଟ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହା ବିରୋଧରେ…

ପାକିସ୍ତାନରେ ଆର୍ଥିକ ସଙ୍କଟ: ଏକ କୋଟିରେ ବିକ୍ରି ହେଉଛି କିଡନୀ…

ଇସଲାମାବାଦ,୩।୧୦ : ପାକିସ୍ତାନ ଅର୍ଥନୈତିକ ସଙ୍କଟ ସହ ସଂଘର୍ଷ କରୁଛି, ଯେଉଁ କାରଣରୁ ସେଠାରେ ଲୋକମାନେ ଅନାହାରର ସମ୍ମୁଖୀନ ହେଉଛନ୍ତି। ପରିସ୍ଥିତି ଏତେ ଖରାପ ଲୋକମାନେ କିଡନୀ…

ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ନିୟମରେ କରାଯାଉ ପରିବର୍ତ୍ତିନ: ରାମସ୍ବାମୀ…

ଓ୍ବାଶିଂଟନ,୩।୧୦: ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ଥିବା ବିବେକ ରାମସ୍ବାମୀଙ୍କ ନିର୍ବାଚନ ପ୍ରଚାରର ମୁଖ୍ୟ ରିପବ୍ଲିକାନ ଜାତୀୟ କମିଟିକୁ ଏକ ଚିଠି ଲେଖିଛନ୍ତି। ଆସନ୍ତା ମାସରେ ହେବାକୁ ଥିବା…

କିପରି ଦେଖାଯିବେ ଷ୍ଟାଇଲିଶ୍‌, ଟ୍ରେଣ୍ଡି

ଆଲମାରୀରେ ବହୁ ଡ୍ରେସ୍‌ ରହିଥାଏ। କିନ୍ତୁ ଯେତେବେଳେ ଏହାକୁ ପିନ୍ଧିବାକୁ ପାଳି ପଡ଼େ ଏହିସବୁ କପଡ଼ା ଦେଖି ମନ ହୁଏନି ପିନ୍ଧିବାକୁ। ଯଦି ଆପଣ ଏହି ସମସ୍ୟାରୁ…

ମେନୋପଜ୍‌ ସମସ୍ୟା ଓ ସମାଧାନ

”ମେନୋପଜ୍‌ ସମୟରେ କେତେଜଣ ମହିଳାଙ୍କର ମାନସିକ ଚିନ୍ତା ବଢ଼ିଯାଇଥାଏ ଏବଂ ସେମାନେ ଏହାକୁ ସ୍ବାଭାବିକ ଅବସ୍ଥା ବୋଲି ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥାନ୍ତି । କେତେକେ…

୨୩ ଦିନରେ ପହଞ୍ଚିଲା ଆମରଣ ଅନଶନ

ଛତ୍ରପୁର,୩।୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମବାସୀ ଜମି ପଟ୍ଟା ପ୍ରଦାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଳିଥିବା ଆମରଣ ଅନଶନ…

ପ୍ରଶ୍ନକାଳ ଆରମ୍ଭରୁ ଗୃହ ମୁଲତବୀ

ଭୁବନେଶ୍ୱର,୩।୧୦: ବିଧାନସଭା ମୌସୁମୀ ଅଧିବେଶନରେ ବାରମ୍ବାର ଗୃହ ମୁଲତବୀ ହୋଇ ଚାଲିଛି। ବିରୋଧୀ ହେହୋହଲ୍ଲା ହଟ୍ଟଗୋଳରେ ଗୃହ କମ୍ପୁଛି । ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ…

ଧୋନୀଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ,୩।୧୦:ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଧୋନୀ କ୍ରିକେଟ୍‌ କ୍ୟାରିୟର୍‌ ଆରମ୍ଭରୁ…

ଏକାଧିକ ହତ୍ୟା ମାମଲାରେ ଦୋଷୀଙ୍କୁ ୨୫ ବର୍ଷ ପରେ ଭୟଙ୍କର ଦଣ୍ଡ, ଇଞ୍ଜେକ୍ସନ ଦ୍ୱାରା ମୃତ୍ୟୁଦଣ୍ଡ…

ଓ୍ବାଶିଂଟନ, ୩।୧୦: ଫ୍ଲୋରିଡାରେ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିବାର ୨୫ ବର୍ଷରୁ ଅଧିକ ବର୍ଷ ପରେ ଦଣ୍ଡିତ କରାଯାଇଛି। ବାର୍‌ କର୍ମଚାରୀ ରାଇଭନ…

ପ୍ରିତିଙ୍କୁ ବ୍ରୋଞ୍ଜ: ଫାଇନାଲ୍‌ରେ ଲଭଲିନା

ହାଙ୍ଗଝୋ,୩।୧୦: ୨୦୨୩ ଏସିଆନ୍‌ ଗେମ୍ସରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ଏସୀୟ ଗେମ୍ସର ଦଶମ ଦିନରେ ବକ୍ସର ପ୍ରୀତି ପାନୱାର ବ୍ରୋଞ୍ଜ ପଦକ ଜିତି ଦେଶକୁ…