ମୟୂରକୁ ଧରି ବିମାନରେ ଚଢ଼ିଲେ ମହିଳା, କୋଳରେ ବସାଇ କଲେ ଯାତ୍ରା, ଭିଡିଓ ଦେଖିଲେ…

ଲୋକମାନେ ନିଜ କୋଳରେ କୁକୁର ଛୁଆକୁ ସାଥୀରେ ଧରି ବିମାନ ଯାତ୍ରା କରିଥିବାର ଆପଣ ନିଶ୍ଚୟ ଦେଖିଥିବେ ମାତ୍ର ଜଣେ ମହିଳା ମୟୂରକୁ ଧରି ବିମାନରେ ଯାତ୍ରା କରିବା…

ପିକ୍‌ଅପ୍‌ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ

ଝାରବନ୍ଧ,୨୧ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଜୁନିୟର କଲେଜର ଜଣେ ଛାତ୍ର ସୋମବାର ୟୁନିଟ୍‌ ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ…

ବର୍ନାଡୋ ଆରେଭାଲୋ ହେବେ ଗୁଏଟମାଲାର ପରବର୍ତ୍ତି ରାଷ୍ଟ୍ରପତି

ଗୁଏଟମାଲା,୨୧।୮: ବର୍ନାଡୋ ଆରେଭାଲୋ ଗୁଏଟମାଲାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ରବିବାର ପର୍ଯ୍ୟନ୍ତ ଗୁଏଟମାଲାରେ ରାଷ୍ଟ୍ରପତି ନିର୍ବାଚନର ୯୫ ପ୍ରତିଶତ ଭୋଟ ଗଣତି ହୋଇ ସାରିଥିଲା, ଯେଉଁଥିରେ…

ବିମାନବନ୍ଦରରେ ଏମ୍‌ପିଙ୍କୁ ସୁବିଧା ସୁଯୋଗ ନ ମିଳିବା ଅଭିଯୋଗ, ଇଣ୍ଡିଗୋକୁ ସମନ

ନୂଆଦିଲ୍ଲୀ,୨୧।୮: ଲୋକ ସଭାର ପ୍ରିଭିଲେଜ୍‌ କମିଟି ଇଣ୍ଡିଗୋ ଏୟାରଲାଇନ୍ସର ଏମଡି ରାହୁଲ ଭାଟିଆଙ୍କୁ ସମନ ପଠାଇ ଅଗଷ୍ଟ ୩୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଏମ୍‌ପିମାନେ…

ଏସିଆ କପ ଦଳରୁ ବାଦ୍‌ ପଡିଲେ ଚହଲ

ନୂଆଦିଲ୍ଲୀ,୨୧।୮: ଏସିଆ କପ ୨୦୨୩ ପାଇଁ ସୋମାବାର ଭାରତୀୟ ଦଳ ଘୋଷଣା ହୋଇଛି, କିନ୍ତୁ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର…

ୟୁକ୍ରେନର ଦୁଇ ଡ୍ରୋନ୍‌ ନଷ୍ଟ କଲା ରୁଷିଆ, ୫୦ ବିମାନ ଉଡ଼ାଣରେ ବାଧା

ମସ୍କୋ,୨୧ା୮: ସୋମବାର ମସ୍କୋ ଆଡ଼କୁ ଆକ୍ରମଣ ପାଇଁ ଆସୁଥିବା ଦୁଇଟି ୟୁକ୍ରେନ ଡ୍ରୋନକୁ ରୁଷିଆ ନଷ୍ଟ କରିଦେଇଛି। ଏହି ସମୟରେ ମସ୍କୋରେ ୫୦ଟି ବିମାନ ଚଳାଚଳ ବ୍ୟାହତ…

ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ସାପ

ବିଲାସପୁର,୨୧।୮: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୋମବାର ସାପ ଦଂଶନରୁ ଅଳ୍ପକେ ବର୍ତ୍ତିଛନ୍ତି। ବିଲାସପୁରରେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବାବେଳେ ତାଙ୍କ ପାଦ ତଳେ ସାପ ଆସିଯାଇଥିଲା। ସାପ…

ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ ବୈଠକରେ ସାମିଲ ହେବ ଏଏପି

ନୂଆଦିଲ୍ଲୀ,୨୧।୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ର ବୈଠକରେ ଆମ ଆଦମୀ ପାର୍ଟି (ଏଏପି) ସାମିଲ ହେବ। ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିଶ୍ଚିତ…

ଗଜେନ୍ଦ୍ର ସିଂ ଶେଖାୱାତଙ୍କ ମାନହାନି ମାମଲାରେ କୋର୍ଟରେ ହାଜର ହେଲେ ଗେହଲଟ

ଜୟପୁର,୨୧।୮: ରାଜସ୍ଥାନ ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କ ଅଭିଯୋଗ କ୍ରମେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମସ୍ୟା ବଢିପାରେ। ଏହି…

ଚେରିମୂଲି ଭରସାରେ କିଡ୍‌ନୀ ରୋଗୀ

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଡୁମେରବାହାଲ ଗାଁର ବସ୍ତିପଡ଼ାରେ କଲବଲ କରୁଛି କିଡ୍‌ନୀ ରୋଗ। ଏହି ଗାଁରେ ଚଳିତବର୍ଷ କିଡ୍‌ନୀ ରୋଗର ୩ଜଣଙ୍କ…