ଶେୟାର ବଜାର କାରବାରରେ ଉତ୍ସାହ

ଭୁବନେଶ୍ୱର,୨୨।୮: ଗତ କିଛି ସପ୍ତାହ ହେବ ଭାରତୀୟ ଶେୟାର ବଜାର କାରବାରରେ ଅସ୍ଥିରତା ଲାଗି ରହିଛି। ଏପରି କି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)…

‘ଆଇରନମ୍ୟାନ୍‌ଙ୍କ ସାହସ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣା’

ଭୁବନେଶ୍ୱର, ୨୨।୮(ତପନ ସ୍ବାଇଁ):କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଓଡ଼ିଶାର ୩ ଆଇରନମ୍ୟାନ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୁଃସାହସିକ ପ୍ରଦର୍ଶନ କରି ଟ୍ରାଇଥଲନ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିବା ଏହି ୩…

ସଙ୍କଟରେ ବୈଶ୍ୱିକ ଖାଦ୍ୟ ସୁରକ୍ଷା

ଓ୍ବାଶିଂଟନ,୨୨ା୮: ୟୁକ୍ରେନ୍‌କୁ ଗହମ ରପ୍ତାନି ଲାଗି ଅନୁମତି ଦେବା ନିମନ୍ତେ ଚୁକ୍ତିନାମାକୁ ରୁଷିଆ ବନ୍ଦ କରିବା ଏବଂ ଏଲ୍‌ ନିନୋ ପ୍ରଭାବରୁ ଚାଉଳ ଉତ୍ପାଦନ ହ୍ରାସ ପାଇବା…

ଜୟଶଙ୍କରଙ୍କ ସମେତ ୯ ରାଜ୍ୟ ସଭା ସଦସ୍ୟ ଶପଥ ନେଲେ

ନୂଆଦିଲ୍ଲୀ,୨୨ା୮: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସମେତ ୯ ନବନିର୍ବାଚିତ ରାଜ୍ୟ ସଭା ସଦସ୍ୟ ସୋମବାର ଶପଥ ଗ୍ରହଣ କରିଛନ୍ତି। ପାର୍ଲାମେଣ୍ଟ ଭବନ ରାଜ୍ୟ ସଭା ଚାମ୍ବରରେ ଅଧ୍ୟକ୍ଷ…

ଦକ୍ଷିଣ ଆଫ୍ରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ବ୍ରିକ୍ସ ସମ୍ମିଳନୀ ଯୋଗଦେବେ

ନୂଆଦିଲ୍ଲୀ,୨୨।୮: ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ସକାଳେ ଜୋହାନ୍ସବର୍ଗ ଅଭିମୁଖେ…

ସରକାରୀ ବାବୁଙ୍କୁ କୋର୍ଟ ସମନ ଲାଗି ଗାଇଡ୍‌ଲାଇନ ଆସିବ

ନୂଆଦିଲ୍ଲୀ,୨୨ା୮: ସରକାରୀ ବାବୁମାନଙ୍କୁ କୋର୍ଟ ସମନ ଜାରି ଲାଗି ସୁପ୍ରିମକୋର୍ଟ ଗାଇଡ୍‌ଲାଇନ ଜାରି କରିବେ। ଅଦାଲତଗୁଡ଼ିକ ସମନ କଲାବେଳେ ଉକ୍ତ ଗାଇଡ୍‌ଲାଇନକୁ ଅନୁସରଣ କରିବାକୁ ହେବ। ପ୍ରଧାନ ବିଚାରପତି…

୬୦ ପ୍ରତିଶତ କରୋନା ରୋଗୀଙ୍କ ଜୀବନ ବଞ୍ଚାଇଛି ଟିକା

ନୂଆଦିଲ୍ଲୀ,୨୨।୮: ପ୍ରାୟ ୬.୫ ପ୍ରତିଶତ କରୋନା ରୋଗୀ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମୃତ୍ୟୁବରଣ କରିଛନ୍ତି। କରୋନା ସଂକ୍ରମଣ ହେବା ପରେ ଯେଉଁମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

ରାଣୀ, ସର୍ଦ୍ଦାର ପ୍ରଶିକ୍ଷକ

ଭୁବନେଶ୍ୱର,୨୨ା୮(ସରୋଜ ଜେନା): ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସୋମବାର ଠାରୁ ଆରମ୍ଭ ହୋଇଛି ଜାତୀୟ ସବ୍‌ଜୁନିୟର ଜାତୀୟ ହକି କ୍ୟାମ୍ପ। ପୂର୍ବତନ ଭାରତୀୟ…

ଅନ୍ତିମ ସଂସ୍କାର ସରିଥିବା ଝିଅଙ୍କ ଆସିଲା ଫୋନ୍‌ କଲ୍‌

ପାଟନା,୨୨।୮: ଝିଅର ମୃତଦେହ ଅନ୍ତିମ ସଂସ୍କାର କରି ଦୁଃଖରେ ମ୍ରିୟମାଣ ହୋଇଥିବା ଏକ ପରିବାର ଲାଗି ଫୋନ୍‌ କଲ୍‌ ଖୁସି ଆଣିଦେଇଛି। ଫୋନରେ ଯେତେବେଳେ ଝିଅ କହିଛି ବାପା…

୭ ଶିଶୁଙ୍କୁ ମାରିଥିବା ନର୍ସଙ୍କୁ ଆଜୀବନ ଜେଲ

ଲଣ୍ଡନ,୨୨ା୮: ଉତ୍ତର ଇଂଲଣ୍ଡର ଏକ ହସ୍ପିଟାଲରେ ୭ ନବଜାତ ଶିଶୁଙ୍କୁ ହତ୍ୟା କରିବା ସହ ଅନ୍ୟ ୬ ଜଣଙ୍କୁ ମାରିଦେବା ପାଇଁ ଉଦ୍ୟମ କରିଥିବା ନର୍ସ ଲୁସି ଲେଟ୍‌ବିଙ୍କୁ…