ଚନ୍ଦ୍ରବାବୁ ନାଇଡୁଙ୍କ ଅଡୁଆ ବଢିଲା

ଅମରାବତୀ,୧୨।୧୦: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଏସିବି କୋର୍ଟରେ ସୋମବାର ଅର୍ଥାତ୍‌ ଅକ୍ଟୋବର ୧୬ରେ ଫାଇବରନେଟ ସ୍କାମ ମାମଲାରେ ହାଜର କରାଯିବ। ଫାଇବରନେଟ ସ୍କାମ ମାମଲାରେ…

ଅଷ୍ଟ୍ରେଲିଆକୁ ହରାଇ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ବିଜୟ

ଲକ୍ଷ୍ନୌ,୧୨।୧୦: ଲକ୍ଷ୍ନୌର ଇକାନା କ୍ରିକେଟ ଷ୍ଟାଡ଼ିୟମରେ ଖେଳାଯାଇଥିବା ୨୦୨୩ ବିଶ୍ୱକପ୍‌ର ଗୁରୁବାର ଦଶମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୩୪ ରନ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ…

ଦିଲ୍ଲୀ ପୋଲିସ ଟିମ୍‌ ଉପରକୁ ଗ୍ରେନେଡ୍‌ ମାଡ଼ ଉଦ୍ୟମ

ନୂଆଦିଲ୍ଲୀ,୧୨ା୧୦: ଦିଲ୍ଲୀ ପୋଲିସର ଏକ ଟିମ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ ଉଦ୍ୟମ କରି କାନାଡାର ଗ୍ୟାଙ୍ଗ୍‌ଷ୍ଟର ଆର୍ଶ ଡଲା ସଦସ୍ୟ ଗିରଫ ହୋଇଛନ୍ତି। ରାଜଧାନୀରେ ବୁଧବାର ରାତିରେ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୨, ୨୦୨୩ )

ବଲିଉଡ଼ ଅଭିନେତା କିରଣ କୁମାର ମହାପ୍ରଭୁ ଙ୍କୁ ଦର୍ଶନସାରୀ ଫେରୁଛନ୍ତି ଟଙ୍କପାଣି ରୋଡ ବ୍ରହ୍ମେଶ୍ୱର ପାଟଣା ରେ ବେଆଇନି ଘରକୁ ବିଡିଏ ଉଛେଦ କରୁଛି ବିଧାନସଭା ସମୁଖ…

ଗ୍ୟାରେଜ୍‌ ଉପରେ ଚଢ଼ିଗଲା ଟ୍ରକ୍‌

ନିରାକାରପୁର,୧୨।୧୦(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ୧୬ ନମ୍ବର ଜାତୀୟ ରାଜପଥ ମା’ ଉଗ୍ରତାରାଙ୍କ ଫାଟକ ନିକଟରେ ଗୁରୁବାର ଏକ ଟ୍ରକ୍‌ ଧକ୍କାରେ ୩ ବାଇକ୍‌…

ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ପ୍ରସ୍ତାବ, ମୁମ୍ବାଇରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବାକୁ ନେଇ ପ୍ରସ୍ତୁତି ଚାଲିଛି। ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଉଛି।…

ଚୋରି ଧରାପଡ଼ିଯିବା ଭୟରେ ହତ୍ୟା

ବ୍ରହ୍ମପୁର,୧୨ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଜିଲା ପୋଲିସ ଅଧୀନ ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠନଗରରେ ଶିଶୁ ମଙ୍ଗଳ କମିଟି(ସିଡବ୍ଲୁସି) ସଦସ୍ୟା ସୌଦାମିନୀ ରଥଙ୍କୁ ନିର୍ମମ…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଲୋକେ

ଦେବଗଡ଼, ୧୨ା୧୦ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ…

ନୀତୀଶଙ୍କ ହାତ ଛାଡ଼ିଲେ ଲଲନ ପାଶୱାନ

ପାଟନା,୧୨।୧୦: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳକୁ ଆଉ ଏକ ଝଟକା ଲାଗିଛି। କିଛି ଦିନ ପୂର୍ବରୁ ରଣବୀର ନନ୍ଦନ ଦଳରୁ ଇସ୍ତଫା ଦେଇଥିବାବେଳେ ବର୍ତ୍ତମାନ ଜେଡିୟୁ ପ୍ରଦେଶ…

ଅଧ୍ୟକ୍ଷ ପଦରୁ କାହିଁକି ଇସ୍ତଫା ଦେଇଥିଲେ ବାପା , ଖୁଲାସା କଲେ ଝିଅ

ମୁମ୍ବାଇ,୧୨।୧୦: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ଝିଅ ତଥା ଏମ୍‌ପି ସୁପ୍ରିୟା ସୁଲେ ଗୁରୁବାର ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି,…