ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୨%

ଭୁବନେଶ୍ୱର,୧୩।୧୦ (ଅଭୟ ଦାଶ):ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୫.୦୨%ରେ ରହିଛି, ଯାହା ୨୦୨୩ ଅଗଷ୍ଟରେ ୬.୮୩% ରେ ଥିଲା।…

ଲମ୍ପି ଭାଇରସ୍‌, ବହୁ ଗୋରୁ ଆକ୍ରାନ୍ତ

ନିଶ୍ଚିନ୍ତକୋଇଲି,୧୩ା୧୦(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଗତବର୍ଷ ଲମ୍ପି ଭାଇରସ ଯୋଗୁ ବହୁ ଗୋରୁ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିଥିଲେ। ଏହା…

ଜଣେ ଶିଶୁକୁ ହତ୍ୟା କରିପାରିବୁନି

ନୂଆଦିଲ୍ଲୀ,୧୩ା୧୦:ଆମେ ଜଣେ ଶିଶୁକୁ ହତ୍ୟା କରିପାରିବୁ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଅଜନ୍ମିତ ପିଲା ତଥା ଜୀବନ୍ତ ଭ୍ରୂଣ ଏବଂ ନିଜ ଶରୀର…

‘ଡଟ୍‌ ପେନ୍‌’: ସାଇକୋ କିଲରର ସତ କାହାଣୀ

ଭୁବନେଶ୍ୱର,୧୩।୧୦(ଶର୍ମିଷ୍ଠା ପାଣିଗ୍ରାହୀ: ଏଥର ଫିଲ୍ମ ଫ୍ରାଇଡେ’ରେ ଓଡ଼ିଆରେ ‘ଡଟ୍‌ ପେନ୍‌’ ଓ ହିନ୍ଦୀରେ ‘ଧକ୍‌ ଧକ୍‌’ ସିନେମା ମୁକ୍ତିଲାଭ କରୁଛି। ଫିଲ୍ମ ‘ଡଟ୍‌ ପେନ୍‌’ ଭଉଣୀ, ଭାଇ…

ଅମ୍ବାନୀ ସବୁଠୁ ଧନୀ ଭାରତୀୟ

ନୂଆଦିଲ୍ଲୀ,୧୩ା୧୦:ଫୋର୍ବସ୍‌ ପକ୍ଷରୁ ପ୍ରକାଶିତ ଚଳିତ ବର୍ଷର ଶ୍ରେଷ୍ଠ ୧୦୦ ଭାରତୀୟଙ୍କ ତାଲିକାର ଶୀର୍ଷ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି। ତାଙ୍କ ସମ୍ପତ୍ତି…

ମଧ୍ୟପ୍ରାଚ୍ୟରେ ତେଜିଲା ଯୁଦ୍ଧ

ଜେରୁଜେଲମ୍‌/ଗାଜା ସିଟି/ଡାମାସ୍କସ୍‌,୧୩ା୧୦:ଇସ୍ରାଏଲ୍‌ ଓ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ମଧ୍ୟରେ ୬ ଦିନ ଧରି ଚାଲିଥିବା ଯୁଦ୍ଧର ନିଅଁା ଏବେ ମଧ୍ୟପ୍ରାଚ୍ୟର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପିବା ଆରମ୍ଭ…

କାମ କରିବାକୁ ଯାଇ ଥାଇଲାଣ୍ଡରେ ଫସିଛନ୍ତି ୩୫ ଶ୍ରମିକ

ରାଜକନିକା,୧୩ା୧୦(ସଞ୍ଜୟ କୁମାର ଦାଶ):କେନ୍ଦ୍ରାପଡ଼ା ଜିଲାରେ ବେକାର ହୋଇ ଗାଁରେ ବୁଲି ଗଣ୍ଡେ ଖାଇ ଢୋକେ ପିଇବା ଅପେକ୍ଷା ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯୁବପିଢ଼ି ବାହାର…

ସରକାରୀ ଛୁଟିରେ କାମ କଲେ ଡାକ୍ତରଙ୍କୁ ମିଳିବ ବିକଳ୍ପ ଛୁଟି

ଭୁବନେଶ୍ୱର, ୧୩ା୧୦ (ବନ୍ଦନା ସେଠୀ):ଡାକ୍ତରମାନଙ୍କୁ ମିଳିବ ସି-ଅଫ୍‌। ସରକାରୀ ଛୁଟି ଦିନରେ କାମ କଲେ ବିକଳ୍ପ ଭାବେ ଛୁଟି ମିଳିବ। ସେହି ମାସର ଯେ କୌଣସି ଦିନ…

ମାଛ ଉତ୍ପାଦନରେ ଓଡ଼ିଶା ୪ର୍ଥ ବୃହତ୍ତମ ରାଜ୍ୟ:ଅସିତ୍‌

ଭୁବନେଶ୍ୱର, ୧୩ା୧୦(ସୁନିତ୍‌ ମିଶ୍ର):ଦେଶରେ ମାଛ ଉତ୍ପାଦନରେ ଓଡ଼ିଶା ହେଉଛି ୪ର୍ଥ ବୃହତ୍ତମ ରାଜ୍ୟ। ମାଛ ଯାଆଁଳ ଉତ୍ପାଦନରେ ବର୍ତ୍ତମାନ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇପାରିଛି। ବାର୍ଷିକ ୩୧.୫୦% ହାରରେ…

ବିଶ୍ୱ କ୍ଷୁଧା ସୂଚକାଙ୍କ:୪ ସ୍ଥାନ ଖସିଲା ଭାରତ

ନୂଆଦିଲ୍ଲୀ,୧୩ା୧୦:ଚଳିତ ବର୍ଷର ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୪ ସ୍ଥାନ ତଳକୁ ଖସିଛି। ୧୨୫ ଦେଶକୁ ନେଇ କରାଯାଇଥିବା ଆକଳନରୁ ଭାରତ ୨୮.୭ ସ୍କୋର ସହ ୧୧୧ତମ…