୪ ମାସର ଗର୍ଭବତୀ ଅଛନ୍ତି ରୁବିନା!

ମୁମ୍ବାଇ: ଅଭିନେତ୍ରୀ ରୁବିନା ଦଲେକ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଗତ କିଛି ଦିନ ହେବ ତାଙ୍କ ଗର୍ଭଧାରଣ ବିଷୟରେ ଖବର ଆସିଥିଲା।…

ସୋରଡ଼ା ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ

ସୋରଡ଼ା,୩୧ା୮(ଲମ୍ବୋଦର ପାଣିଗ୍ରାହୀ): ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ ଏନ୍‌ଏସି ତରଫରୁ ପାଳିତ ହୋଇଯାଇଛି। ସକାଳୁ କାର୍ଯ୍ୟାଳୟ ପରିସରରେ ଜାତୀୟ ପତ୍ତାକା ଉତ୍ତୋଳନ ପରେ ଗଣିଛକଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି,…

ଭାଜପାକୁ ଝଟକା, ଦଳ ଛାଡିଲେ ଏହି ନେତା

ନୂଆଦିଲ୍ଲୀ,୩୧।୮: ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ ଅସନ୍ତୁଷ୍ଟ ଥିବା କୋଲାରସ ବିଧାୟକ ବିରେନ୍ଦ୍ର ରଘୁବଂଶୀ ଶେଷରେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା…

ମେଟାର ସମସ୍ତ ପ୍ଲାଟଫର୍ମକୁ ଟକ୍କର ଦେବ ଏକାକି ଏକ୍ସ! ମସ୍କଙ୍କ ଘୋଷଣା କରିପାରିବେ ଅଡିଓ ଭିଡିଓ କଲ

ଓ୍ବାଶିଂଟନ,୩୧।୮: ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ ଗତ ବର୍ଷ ଟୁଇଟର ଗ୍ରହଣ କରିବା ଦିନଠାରୁ ସେ ଅନେକ ପରିବର୍ତ୍ତନ କରିଛନ୍ତି। ପ୍ରଥମେ ସୋସିଆଲ ମିଡିଆ ପ୍ଲାଟଫର୍ମର ନାମ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ମା’ ମୃତ, ୪ ମାସର ଶିଶୁପୁତ୍ର ସହ ବାପା ଗୁରୁତର

ପାଟଣା,୩୧ା୮(ବୀରକିଶୋର ଦାଶ): କେନ୍ଦୁଝର-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ନିକଟ ଚଢେଇଭୋଳଠାରେ ଏକ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି…

ଖଣି କର୍ମଚାରୀଙ୍କ ଘରେ ପଶି ଦୁର୍ବୃତ୍ତ ଲୁଟିନେଲେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା

ତାଳଚେର,୩୧ା୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଲିୟାରୀ ଥାନା ବଲଣ୍ଡା ଫାଣ୍ଡି ଅଞ୍ଚଳରେ ଦୁର୍ବୃତ୍ତମାନେ ବୁଧବାର ରାତିରେ ଜଣେ ଖଣି କର୍ମଚାରୀଙ୍କ ଘରେ ପଶି ୩୫ ଲକ୍ଷରୁ ଊଦ୍ଧର୍‌ବ…

ଇସ୍ରୋର ସୌର ମିଶନ: ୪ମାସ ପର୍ଯ୍ୟନ୍ତ ଯାତ୍ରା କରିବ ‘ଆଦିତ୍ୟ ଏଲ୍‌-୧’

ବେଙ୍ଗାଲୁରୁ,୩୧ା୮: ଇସ୍ରୋର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍‌-୧ ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଗତ ସପ୍ତାହରେ ଚନ୍ଦ୍ରପୃଷ୍ଠର ସାଉଥ୍‌ ପୋଲ୍‌ରେ…

ଭୟଙ୍କର ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୫୨ ଜଣ

ଜୋହାନ୍ସବର୍ଗ,୩୧ା୮: ଗୁରୁବାର ଦକ୍ଷିଣ ଆଫ୍ରିକାର କେନ୍ଦ୍ରୀୟ ଜୋହାନ୍ସବର୍ଗର ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୫୨ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଲିଭାଇବା ପାଇଁ ତୁରନ୍ତ…

ଗୁରୁତର ଅବସ୍ଥାରେ ବ୍ୟବସାୟୀ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ସେନେଇ ଚର୍ଚ୍ଚା

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବ୍ରାହ୍ମଣୀଗାଁ-ଦାରିଙ୍ଗବାଡ଼ି ରାସ୍ତାର ଏକ ଘାଟିରେ ଜଣେ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ସେ ହେଲେ ଦାରିଙ୍ଗବାଡ଼ିର…

‘ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହୋଇପାରେ ନିର୍ବାଚନ’

ନୂଆଦିଲ୍ଲୀ,୩୧।୧: ସୁପ୍ରିମକୋର୍ଟରେ ଧାରା ୩୭୦ ଉପରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ନିଜ ପକ୍ଷ ରଖାଯାଇଛି। ଖୁବ ଶୀଘ୍ର ଜମ୍ମୁ କଶ୍ମୀରରେ ନିର୍ବାଚନ ଘୋଷଣା ହୋଇପାରିବ…