ତଥ୍ୟପ୍ରମାଣ ସମାନ ଥିଲେ ଜଣଙ୍କୁ ଦୋଷୀ, ଅନ୍ୟଙ୍କୁ ଦୋଷମୁକ୍ତ କରାଯାଇପାରିବନି

ନୂଆଦିଲ୍ଲୀ,୧୫ା୯(ପି.ଟି.):ଏକ ଆପରାଧିକ ମାମଲାରେ ଅଭିଯୁକ୍ତମାନଙ୍କ ଭୂମିକା ନେଇ ସମାନ ତଥ୍ୟ ପ୍ରମାଣ ଥିଲେ, କୋର୍ଟ ଜଣକୁ ଦୋଷୀସାବ୍ୟସ୍ତ କରି ଅନ୍ୟ ଜଣକୁ ଦୋଷମୁକ୍ତ କରିପାରିବେ ନାହିଁ ବୋଲି…

ଭାରତର ଧାର୍ମିକ ସ୍ବାଧୀନତା ଉପରେ ଶୁଣାଣି କରିବ ଆମେରିକା ଆୟୋଗ

ଓ୍ବାଶିଂଟନ୍‌,୧୫।୯: ଆସନ୍ତା ସପ୍ତାହରେ ଭାରତରେ ଧାର୍ମିକ ସ୍ବାଧୀନତା ଉପରେ ଆମେରିକାର ସଂଘୀୟ ଆୟୋଗ ଏକ ଶୁଣାଣି କରିବେ। ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଆୟୋଗ (ୟୁଏସ୍‌ସିଆଇଆରଏଫ୍‌) ଏହି ଘୋଷଣା…

ଏଲିଏନ୍‌ଙ୍କ ପ୍ରମାଣ ନାହିଁ

ଓ୍ବାଶିଂଟନ,୧୫।୯:ଅଜଣା ଉଡ଼ନ୍ତା ବସ୍ତୁ(ଏଲିଏନ୍‌) ସମ୍ପର୍କିତ ଅଧ୍ୟୟନ ପାଇଁ ନୂଆ ବୈଜ୍ଞାନିକ କୌଶଳର ଆବଶ୍ୟକତା ରହିଛି। ଅତ୍ୟାଧୁନିକ ସାଟେଲାଇଟ୍‌ ବ୍ୟବହାର କରି ୟୁଏଫ୍‌ଓ ସମ୍ପର୍କରେ ଅଧିକ ଗବେଷଣା କରାଯିବା…

ପାଇପ୍‌ ବିଛାଇବା ନାଁରେ କଂକ୍ରିଟ ରାସ୍ତା ନଷ୍ଟ

ଖଇରା,୧୫ା୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ପଥୁରିଆ ଅଞ୍ଚଳରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବେଳେ ପାଇପ୍‌ ବିଛା କାମ ପାଇଁ…

୧୪ ଟିଭି ଉପସ୍ଥାପକଙ୍କୁ ‘ଇଣ୍ଡିଆ’ର ବର୍ଜନ

ନୂଆଦିଲ୍ଲୀ,୧୫ା୯:ବିରୋଧୀ ବ୍ଲକ୍‌ ଇଣ୍ଡିଆ ପକ୍ଷରୁ ଗୁରୁବାର ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ, ଭାରତ୨୪ ଭାଇସ୍‌ ପ୍ରେସିଡେଣ୍ଟ ଲୁବିକା ଲିଆକତ୍‌, ଇଣ୍ଡିଆ ଟୁଡେ-ଆଜତକ୍‌ର ସୁଧୀର ଚୌଧରୀ…

ଡିସ୍‌ଚାର୍ଜ ପିଟିଶନ ଖାରଜ, ଚାର୍ଜଫ୍ରେମ ଦାଖଲ

ସମ୍ବଲପୁର,୧୫ା୯(ଶୁଭାଶିଷ ପାଢ଼ୀ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଗୁରୁବାର ଝାରସୁଗୁଡ଼ା ଅତିରିକ୍ତ ଜିଲା ଜଜ୍‌କୋର୍ଟରେ ଅଭିଯୁକ୍ତ ବହିଷ୍କୃତ ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କୁ ହାଜର…

କାର୍ଯ୍ୟ ଦିବସ ନଷ୍ଟକଲେ ଭରଣା କରିବ

ଭୁବନେଶ୍ୱର,୧୫ା୯(ଅନିଲ ଦାସ):ରାଜ୍ୟର ବିଭିନ୍ନ ଜିଲାରେ ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ୩ ଦଫା ଦାବି ନେଇ ସେପ୍ଟେମ୍ବର ୮ରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ…

୧୪୬ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ନିଜସ୍ବ ଗୃହ

ଧାମନଗର,୧୫।୯(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକରେ ୧୪୬ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଘର ନ ଥିବାରୁ ପିଲାମାନେ କେଉଁଠି ବାରଣ୍ଡାରେ ତ…

ଓଡ଼ିଶାର ଏମ୍‌ପି, ବିଧାୟକଙ୍କ ନାମରେ ୩୨୩ ମାମଲା ବିଚାରାଧୀନ

ନୂଆଦିଲ୍ଲୀ,୧୫ା୯:ଏମ୍‌ପି ଏବଂ ବିଧାୟକମାନଙ୍କ ବିରୋଧରେ ମାମଲା ୫ ବର୍ଷରୁ ଊର୍ଦ୍ଧ୍ୱ ବିଚାରାଧୀନ ରହିବାରେ ଦେଶର ଶୀର୍ଷ ୩ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଏହି ରାଜ୍ୟରେ ଆଇନ…

ଆମେରିକାର ୨ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ରୁଷିଆ, ୭ ଦିନ ଭିତରେ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ

ମସ୍କୋ,୧୫।୯: ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଆମେରିକାର ଦୁଇ କୂଟନୀତିଜ୍ଞଙ୍କୁ ସାତ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହି କୂଟନୀତିଜ୍ଞମାନେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ…