ରାଜସ୍ଥାନରେ ଜଙ୍ଗଲ ରାଜ ଶେଷ କରି ରାମ ରାଜ୍ୟ ଆଣିବୁ: ଅନୁରାଗ ଠାକୁର

ଜୟପୁର,୧୫।୯: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ସମ୍ପୂର୍ଣ୍ଣ ଶକ୍ତି ସହିତ ମଇଦାନକୁ ପ୍ରବେଶ କରିଛି। ଗୁରୁବାର ପ୍ରଚାର କରିବାକୁ ସେଠାକୁ ଆସିଥିବା କେନ୍ଦ୍ର…

ମଣିପୁର ହିଂସାକୁ ୪ ମାସ: ୧୭୫ ମୃତ୍ୟୁ, ୧୧୦୦ରୁ ଅଧିକ ଆହତ, ପୋଡି ଦେଇଛନ୍ତି ୪,୭୮୬ ଘର

ଇମ୍ଫାଲ,୧୫।୯: ମଣିପୁରରେ ଗତ ୪ ମାସ ହେବ ହିଂସା ଜାରି ରହିଛି। ମେ’୩ରେ ଆରମ୍ଭ ହୋଇଥିବା ଜାତୀୟ ହିଂସାରେ ଅତିକମରେ ୧୭୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି।…

ଦୁଇ ସପ୍ତାହ ହେଲା ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଗାଏବ, ନଜରବନ୍ଦୀ ଆଶଙ୍କା କଲେ ଆମେରିକା ରାଷ୍ଟ୍ରଦୂତ

ଟୋକିଓ,୧୫ା୯: ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ ଇମାନୁଏଲ ଶୁକ୍ରବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ପଚାରିଛନ୍ତି ଯେ, ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନଜରବନ୍ଦୀ ରଖାଯାଇଛି କି? ରାଷ୍ଟ୍ରଦୂତ…

ନିମ୍ନମାନର ଛତୁଆକୁ ନେଇ ଅସନ୍ତୋଷ

ରାଉରକେଲା,୧୫।୯(ଦିନେଶ ମିଶ୍ର): କୋମଳମତି ଶିଶୁମାନଙ୍କ ମାନସିକ, ଶାରିରୀକ ଓ ବୌଦ୍ଧିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି…

ପୁଣି ଜଣେ ନିପା ଭାଇରସରେ ଆକ୍ରାନ୍ତ

ଥିରୁଭାନନ୍ତପୁରମ୍‌,୧୫।୯: କେରଳର କୋଝିକୋଡରେ ଶୁକ୍ରବାର ନିପା ଭାଇରସର ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ୩୯ ବର୍ଷ ବୟସ୍କା ବ୍ୟକ୍ତି ଏହି ବିପଜ୍ଜନକ ଜୀବାଣୁ ସଂକ୍ରମିତ…

ଧୀରେ ଧୀରେ କମିଲାଣି ସୁସ୍ବାଦୁ ଜମିମାଛ

ନନ୍ଦାହାଣ୍ଡି,୧୫।୯ (ପ୍ରତୀପ କୁମାର ଦାଶ): ନବରଙ୍ଗପୁର ଜିଲାରେ ପ୍ରତିବର୍ଷ ସାଧାରଣତଃ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ପ୍ରବଳ ବର୍ଷା ହୁଏ। ଏହି ବର୍ଷାଜଳରେ ଚାଷ କାମ କରାଯାଏ।…

ଦାଦନ ଯାଇ ବଳିପଡିଲା ଦୁଃଖ

ନନ୍ଦପୁର,୧୫ା୯ (ଶଙ୍କର ପୂଜାରୀ): ୧୩ବର୍ଷ ତଳେ ପରିବାରର ଆର୍ଥିକ ଦୁର୍ଗତି ଯୋଗୁ ରୋଜଗାର ଖୋଜିବାକୁ ଆନ୍ଧ୍ର ଅଞ୍ଚଳକୁ ଗ୍ରାମର କିଛି ମହିଳାଙ୍କ ସହ ଦାଦନ ଖଟିବାକୁ ଯାଇଥିଲେ…

ଡଙ୍ଗା ବୁଡି ଘଟଣା: ୪ ବର୍ଷ ଶିଶୁର ମୃତଦେହ ଉଦ୍ଧାର

ମୁଜାଫରପୁର,୧୫।୯: ବିହାରର ମୁଜାଫରପୁର ଜିଲାରେ ଗୁରୁବାର ଘଟିଥିବା ଡଙ୍ଗା ଦୁର୍ଘଟଣାରେ ଶୁକ୍ରବାର ଏକ ୪ ବର୍ଷର ଶିଶୁର ମୃତଦେହ ମିଳିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା…

ଲଗାଣ ବର୍ଷାରେ ଧୋଇଗଲା ପୋଲ, ୧୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋଟଗଡ଼,୧୫ା୯(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କୁର୍ତ୍ତମଗଡ଼ଠାରୁ କରକୁଡୁପା ଭାୟା ଡାଙ୍ଗେସିଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି। ଫଳରେ ୧୦…

ପାକିସ୍ତାନକୁ ପଛରେ ପକାଇଲା ଭାରତ

କଲମ୍ବୋ,୧୫।୯: ‘କର ବା ମର’ ମ୍ୟାଚ୍‌ରେ ଶ୍ରୀଲଙ୍କାଠାରୁ ୨ ଉଇକେଟରେ ପରାସ୍ତ ହୋଇ ଏସିଆ କପ ୨୦୨୩ରୁ ବାଦ୍‌ ପଡିଛି ପାକିସ୍ତାନ। ବିଜୟ ସହିତ ଶ୍ରୀଲଙ୍କା ଫାଇନାଲରେ…