ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୨% ବୃଦ୍ଧି, ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ଟ୍ରେଜେରୀକୁ ଆସିଲାଣି ୧୦.୬୦ ଲକ୍ଷ କୋଟି

ନୂଆଦିଲ୍ଲୀ,୧୦/୧୧: ଚଳିତ ଆର୍ଥିକ ବର୍ଷରେ ୨୦୨୩-୨୪ ରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୨ ପ୍ରତିଶତ ବୃଦ୍ଧି ଘଟିଛି। ଏପ୍ରିଲ ୧ ରୁ ନଭେମ୍ବର ୯, ୨୦୨୩ ମଧ୍ୟରେ…

ଶରଦ ପାୱାରଙ୍କୁ ଭେଟିବା ପରେ ଦିଲ୍ଲୀରେ ପହଞ୍ଚିଲେ ଅଜିତ ପାଓ୍ବାର, ଅମିତ ଶାହାଙ୍କୁ ଭେଟିବା ନେଇ ସୂଚନା

ନୂଆଦିଲ୍ଲୀ,୧୦।୧୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଏହାର କିଛି ସମୟ ପରେ ଅଜିତ ପାୱାର ଦିଲ୍ଲୀରେ…

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଏଭଳି ମାଛ, ଯାହାର ଦାମ୍‌ ଜାଣିଲେ…

ଇସଲାମାବାଦ,୧୦।୧୧: ରାତାରାତି କୋଟିପତି ହେବାର କାହାଣୀ ଆମେ ପ୍ରାୟତଃ ଶୁଣିଛୁ। ହେଲେ ବାସ୍ତବ ଜୀବନରେ ଏଭଳି ଘଟଣା ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବର୍ତ୍ତମାନ ପାକିସ୍ତାନୀ…

ଓଟିଟିରେ ରିଲିଜ ହେବ ପଙ୍କଜ ତ୍ରିପାଠିଙ୍କ ମିଷ୍ଟ୍ରି ଥ୍ରୀଲର ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ କ୍ୟାରିୟର କଥା ଆଲୋଚନା କଲେ, ଅଭିନେତା କେତେଦୂର ପହଞ୍ଚିଛନ୍ତି ତାହା ଦେଖି ଦର୍ଶକେ ପ୍ରଭାବିତ ହେବେ। ଛୋଟ ଭୂମିକା ଗ୍ରହଣ…

ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଲା ବର୍ଷା

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଦିଲ୍ଲୀ ଏନ୍‌ସିଆର୍‌ ନୋଏଡା, ଗୁରୁଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ଏବଂ ଶୁକ୍ରବାର…

ଲୁଟି ନେଲେ ଟଙ୍କା ଭର୍ତ୍ତି ଭ୍ୟାନ, ସଫା କରିଦେଲେ ଦେଢ଼ କୋଟି

ଆଠଗଡ଼,୧୦।୧୧: ଦିନ ଦ୍ୱିପ୍ରହରରେ ଲୁଟି ନେଲେ ଟଙ୍କା ଭର୍ତ୍ତି ଭ୍ୟାନ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆ ଅଞ୍ଚଳରେ। ପ୍ରାରମ୍ଭିକ…

୪୦୦ଟଙ୍କା ଲଗାଇ ହୋଇଗଲେ ଲକ୍ଷପତି!

ଫ୍ଲେମିଂଟନ: ଏହି ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି ଏବଂ ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ମଧ୍ୟ କୁହାଯାଏ। କିନ୍ତୁ ଟଙ୍କା କେବଳ…

ଶନିବାର ପତ୍ନୀଙ୍କୁ ଭେଟିପାରିବେ ସିସୋଡିଆ, କୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଶୁକ୍ରବାର ରୌଜ୍‌ ଏଭିନ୍ୟୁ କୋର୍ଟ…

ବିଶ୍ୱ ବଜାରରେ ୧୨ ବର୍ଷ ସର୍ବୋଚ୍ଚ ସ୍ତରରେ ଚିନି ଦାମ୍, ଜାଣନ୍ତୁ ଭାରତରେ ବଢିବ କି ଦାମ୍?

ନୂଆଦିଲ୍ଲୀ,୧୦।୧୧: ଆନ୍ତର୍ଜାତୀୟ ବଜାରରେ ଚିନିର ଦାମ୍ ୨୮ ପ୍ରତିଶତ ପ୍ରତି ପାଉଣ୍ଡ ବୃଦ୍ଧି ପାଇଁ ୧୨ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଭାରତ ଚିନି ରପ୍ତାନୀରେ ପ୍ରତିବନ୍ଧକ…

ଏଏପି ନେତା ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କୋର୍ଟ ଶୁକ୍ରବାର ଆମ ଆଦମୀ ପାର୍ଟି (ଏଏପି)ଏମ୍‌ପି ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ନଭେମ୍ବର ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।…