ଶରଦ ପାୱାରଙ୍କୁ ଭେଟିବା ପରେ ଦିଲ୍ଲୀରେ ପହଞ୍ଚିଲେ ଅଜିତ ପାୱାର, ଜାଣନ୍ତୁ କ’ଣ ରହିଛି କାରଣ ?

ନୂଆଦିଲ୍ଲୀ,୧୦।୧୧: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ରାଷ୍ଟ୍ରବାଦୀ କଂଗ୍ରେସ ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଏହା ପରେ ଅଜିତ ତୁରନ୍ତ ଦିଲ୍ଲୀରେ ଯାଇ ପହଞ୍ଚିଛନ୍ତି। ଏଠାରେ…

ଦକ୍ଷିଣ ଆଫ୍ରିକା ଆଗରେ ୨୪୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଲା ଆଫଗାନିସ୍ତାନ

ଅହମ୍ମଦାବାଦ,୧୦।୧୧: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ୨୦୨୩ ବିଶ୍ୱକପର ୪୨ତମ ମ୍ୟାଚ୍‌ରେ ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର…

ବାଜିଲା ମୋହର: ଇଲାୟାରାଜାଙ୍କ ବାୟୋପିକ୍‌ରେ ନଜର ଆସିବେ ଧନୁଷ

ବମ୍ବେ: ଖ୍ୟାତନାମା ସଂଗୀତଜ୍ଞ ଇଲାୟାରାଜାଙ୍କ ବାୟୋପିକ୍‌ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର ଧନୁଷ। ଏନେଇ ଆଧିକାରୀକ ଭାବେ ଘୋଷଣା ହୋଇଛି। ଆସନ୍ତା ବର୍ଷ ଏହାର ଶୁଟିଂ ଆରମ୍ଭ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦୀପାବଳି ନୁହେଁ ହୋଲିରେ ବି ଦେବେ ମାଗଣା ଗ୍ୟାସ ସିଲିଣ୍ଡର

ଲକ୍ଷ୍ନୌ,୧୦।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର କହିଛନ୍ତି ଯେ ହୋଲି ଅବସରରେ ତାଙ୍କ ସରକାର ମାର୍ଚ୍ଚରେ ପୁଣି ଥରେ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇବେ। ଏକ…

ଡେବ୍ୟୁ ବିଶ୍ୱକପ୍‌ରେ ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ରାଚିନ, ହୃଦୟ ଜିତିଲା…

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍‌ ୨୦୨୩ରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ ରାଚିନ ରବିନ୍ଦ୍ର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୫ରୁ କମ୍‌ ବୟସରେ ସଚିନ ୧୯୯୬ ବିଶ୍ୱକପ୍‌ରେ ୫୨୩…

ବ୍ୟକ୍ତିଙ୍କ ଜୀବନ ନେଇଗଲା ରୋବଟ୍‌

ସିଓଲ,୧୦।୧୧:ଆଧୁନିକତାର ଛାପରେ ବିଜ୍ଞାନ ସହାୟତାରେ ରୋବଟ ଦ୍ୱାରା ମଧ୍ୟ ଯେକୌଣସି କାମ ହୋଇ ପାରୁଛି। ମଣିଷର ବିନା ସହାୟତାରେ ରୋବଟ ମେସିନ୍‌ ବିଭିନ୍ନ କାମ ଅତି ସହଜରେ…

ଆଇସିସିର ନିମନ୍ତ୍ରଣ ପରେ ବି ଓ୍ବାର୍ଲଡ କପ ଦେଖିପାରିବେନି କି ଇମ୍ରାନ

ଇସଲାମାବାଦ,୧୦।୧୧: ଭାରତ ଦ୍ୱାରା ଆୟୋଜିତ ଏକ ଦିବସୀୟ ବିଶ୍ୱକପ ୨୦୨୩ଏହାର ଶେଷ ଆଡକୁ ଗତି କରୁଛି। ଏହି ଟୁର୍ନାମେଣ୍ଟରେ ୩ ଟି ସେମିଫାଇନାଲିଷ୍ଟ ଅଛନ୍ତି ଏବଂ ଚତୁର୍ଥଟି…

ମାସେ ହେଲା ବନ୍ଦ ରହିଛି ସିସି କ୍ୟାମେରା: କାହାରି ନଜର ନାହିଁ

ଲାଠୋର,୧୦।୧୧(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଗ୍ରାମରେ ଲାଗିଥିବା ସିସି କ୍ୟାମେରା ଏକ ମାସ ହେଲା ବନ୍ଦ ହୋଇ ରହିଛି। ହେଲେ ଏଥିପ୍ରତି କେହି…

ସ୍ବିଡେନରୁ ହଜାରେ ଭଲଭୋ କାର କିଣି ୪୯ ବର୍ଷ ହେଲାଣି ଉତ୍ତର କୋରିଆ ପଇଠ କରିନି ଅର୍ଥ, ଏବେ ଏହି ଋଣର ପରିମାଣ…

ପୋଙ୍ଗୟାଙ୍ଗ,୧୦।୧୧: ଉତ୍ତର କୋରିଆ, ଯାହା ବିଶ୍ୱର ଅଧିକାଂଶ ଦେଶଠାରୁ ବିଚ୍ଛିନ୍ନ, ଏହାର ଏକଛତ୍ରବାଦୀ ଶାସକଙ୍କ ବିଚିତ୍ର କାର୍ଯ୍ୟ ପାଇଁ ଏହା ବେଶ ଜଣାଶୁଣା । କିନ୍ତୁ ଏହି…

ପଞ୍ଜାବ ରାଜ୍ୟପାଳଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ, କହିଲେ ଅଟକି ରହିଥିବା ବିଲ୍‌କୁ ତୁରନ୍ତ ମଞ୍ଜୁରୀ ଦିଅନ୍ତୁ

ନୂଆଦିଲ୍ଲୀ,୧୦।୧୧: ପଞ୍ଜାବ ସରକାରଙ୍କର ଦ୍ୱାରା ଜୁନ୍‌ରେ ଡକାଯାଇଥିବା ବିଧାନସଭା ଅଧିବେଶନ ଅଧିବେଶନକୁ ସୁପ୍ରିମକୋର୍ଟ ବୈଧ ବିବେଚିତ କରିଛନ୍ତି। ସେହିପରି ବିଧାନସଭା ଦ୍ବାରା ପାରିତ ହୋଇଥିବା ବିଲକୁ ପଞ୍ଜାବ…