ମାନ୍‌ଝୀଙ୍କ ଚାଞ୍ଚଲ୍ୟକର ବୟାନ: ନୀତୀଶ କୁମାରଙ୍କ ଭୋଜନରେ ମିଶାଯାଉଛି ପାଗଳ କରିଦେଉଥିବା ‘ବିଷାକ୍ତ ପଦାର୍ଥ’, ଯାଞ୍ଚ କରାଯାଉ

ପାଟନା,୧୦।୧୧: ହିନ୍ଦୁସ୍ତାନୀ ଆବାମ୍‌ ମୋର୍ଚ୍ଚା ପ୍ରମୁଖ ଜିତନ ରାମ ମାନ୍‌ଝୀ ଶୁକ୍ରବାର ବଡ଼ ବୟାନ ଦେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପରସା ଯାଉଥିବା ଭୋଜନରେ ବିଷାକ୍ତ…

କୋଲକାତାରୁ ପାରାଦୀପ ଆସୁଥିବା ବସ୍‌ ଜଳିଗଲା, ୩୬ ଆହତ

ପାରାଦୀପ, ୧୦ା୧୧(ଶରତ ରାଉତ)କୋଲକାତାର ବାବୁଘାଟ ବସ୍‌ ଟର୍ମିନାଲରୁ ପାରାଦୀପ ଆସୁଥିବା ଏକ ଶତୀତାପ ନିୟନ୍ତ୍ରିତ ଯାତ୍ରୀବାହୀ ବସ୍‌ ‘ଶିବମ୍‌ ଟ୍ରାଭେଲ୍ସ’ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ…

ଇସ୍ରୋ ବୈଜ୍ଞାନିକଙ୍କ ବଦାନ୍ୟତା: ଦାନ କରିଦେଲେ ୨୫ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୦।୧୧: ଚନ୍ଦ୍ରାୟାନ-୩ର ସଫଳ ଲ୍ୟାଣ୍ଡିଂ ପରେ ସାରା ବିଶ୍ୱରେ ଭାରତର ଚର୍ଚ୍ଚା ଲାଗି ରହିଥିଲା। ଏନେଇ ISRO ବୈଜ୍ଞାନିକଙ୍କୁ ପ୍ରଶଂସା କରାଯାଇଥିଲା। ଚନ୍ଦ୍ରାୟାନ ୩ର ସପ୍ଟ ଲ୍ୟାଣ୍ଡିଂ…

ବାଜିବ ଶାହାନାଇ, ଆସନ୍ତା ବର୍ଷ ଫେବୃୟାରୀରେ ହାତକୁ ଦୁଇ ହାତ ହେବେ ଦିବ୍ୟା

ବମ୍ବେ: ହାତକୁ ଦୁଇ ହାତ ହେବେ ଟେଲି ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ। ପ୍ରେମିକ ଅପୂର୍ବ ପଡଗାଓଁକରଙ୍କ ସହ ବାକିତକ ଜୀବନ ବିତାଇବାଲାଗି ସେ ବେଶ ଏକ୍ସଟାଇଟେଡ୍‌। ଆସନ୍ତା…

ଶିଳରେ ବାଟୁଥିଲେ ମା’; କଷ୍ଟ ଦେଖି କୁମ୍ପି ଭାଙ୍ଗି ଧନତେରସରେ ଗ୍ରାଇଣ୍ଡର ଉପହାର ଦେଲେ କୁନି ଝିଅ

ପ୍ରେମଚନ୍ଦଙ୍କ କାହାଣୀ ‘ଇଦ୍‌ଗାହ’ ନିଜର ସାରକଥାକୁ ନେଇ ଆଜିବି ଜନମାନସରେ ଲୋକପ୍ରିୟ ହୋଇ ରହିଛି। ଯେବେ ବି କେହି ଏହି କାହାଣୀ ପଢ଼େ, ହୃଦୟକୁ ଛୁଇଁଯାଏ। ଏହି…

କୋଟିପତିି ଆୟୁର୍ବେଦ କଲେଜ ଅଧ୍ୟକ୍ଷ ଗିରଫ: ଆୟଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୦।୧୧ (ସତ୍ୟଜିତ୍‌ ରାଉତ): ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ହସ୍ପିଟାଲ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କୁ ଶୁକ୍ରବାର ଭିଜିଲାନ୍ସ…

ପାକିସ୍ତାନରେ ପାର୍ସପୋର୍ଟ ସଙ୍କଟ: ପେପର୍‌ ଅଭାବରୁ ବନ୍ଦ ହୋଇଗଲା ପାର୍ସପୋର୍ଟ ଛାପିବା

ଇସଲାମବାଦ,୧୦।୧୧: ଆର୍ଥିକ ଅଚଳାବସ୍ଥା ଦେଇ ଗତି କରୁଛି ପାକିସ୍ତାନ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ ହୁ ହୁ ହୋଇ ବଢିବା ସହ ଦେଶରେ ମୁଦ୍ରାସ୍ପୀତି ଦେଖାଦେଇଛି। ସେହିପରି…

ଆଳୁ-ପିଆଜ ବୋଝେଇ ଗାଡିରେ ଆଣୁଥିଲେ ବ୍ରାଉନସୁଗାର

ଭୁବନେଶ୍ୱର,୧୦।୧୧(ସୂର୍ଯ୍ୟକାନ୍ତ ବେହେରା) : ଭୁବନେଶ୍ୱରରେ ଦୀର୍ଘଦିନ ଧରି ବେଆଇନ ଭାବେ ନିଶାଦ୍ରବ୍ୟ କାରବାର କରୁଥିବା ୨ ନିଶା ବେପାରୀଙ୍କୁ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ ଗ୍ରାହକ…

ଗାଡି ଭଡ଼ା ନେଇ ଡ୍ରାଇଭରଙ୍କୁ ହତ୍ୟା ମାମଲା ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଦିଗପହଣ୍ଡି ଥାନା ଅନଙ୍ଗପୁରର ଗାଡି ଡ୍ରାଇଭର ତଥା ମାଲିକ ଆର. ସୁନୀଲ ରେଡ୍ଡୀ ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର…

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୦, ୨୦୨୩ )

ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଦ୍ଵିତୀୟ ଦିନ   ଭୁବନେଶ୍ୱର ଜନତା ମୈଦାନରେ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ମଞ୍ଚରେ ଅନ୍ୟ ଅତିଥିମାନଙ୍କ ସହ…