ହାଡ଼, କଙ୍କାଳ, ଖପୁରି ମଝିଲେ ହେଲା ବାହାଘର

ପ୍ୟାରିସ୍‌: ଲୋକେ ତାଙ୍କ ବିବାହକୁ ସ୍ମରଣୀୟ କରିବାକୁ ଅନେକ ଯୋଜନା କରିଥାନ୍ତି। ଆଗରୁ ଘରେ, ମନ୍ଦିରରେ ବିବାହ କରୁଥିବାବେଳେ ଏବେ ସେମାନେ କିଛି ନୂଆ ସ୍ଥାନକୁ ବାଛୁଛନ୍ତି।…

ସରକାରଙ୍କ ବଡ଼ ନିଷ୍ପତ୍ତି; ସରଳ ହେବ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀମାନଙ୍କର ପେନସନ୍ ପ୍ରାପ୍ତି

ଭୁବନେଶ୍ୱର,୧୩ା୧୧: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଓଡ଼ିଶାର ସମସ୍ତ ୩୦ ଗୋଟି ଜିଲ୍ଲାରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କର ପେନସନ୍…

ଭାଜପାର ନିର୍ବାଚନୀ ପ୍ରଚାର ଦେଖିବାକୁ ମଧ୍ୟପ୍ରଦେଶ ଯିବେ ବିଦେଶୀ କୂଟନୀତିଜ୍ଞ

ନୂଆଦିଲ୍ଲୀ,୧୩ା୧୧: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶିଖରରେ ପହଞ୍ଚିଛି। ପ୍ରତ୍ୟେକ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାରକୁ ଶାଣିତ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ…

ଓଡ଼ିଶା: ଆଜିର ଫଟୋ (୧୩ ନଭେମ୍ବର , ୨୦୨୩ )

ସୋମବାର ସୁନୟନା ଚାରିଟେଵଲ ଟ୍ରଷ୍ଟ ତରଫରୁ ଦ୍ୱିତୀୟ ପଦ୍ମାବତୀ ଉତ୍ସବ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି କାର୍ତ୍ତିକ ମାସର ତୃତୀୟ ସୋମବାର ରେ ବିଭିନ୍ନ ଶୈବପୀଠ…

ସେମି ଫାଇନାଲ ମ୍ୟାଚକୁ ନେଇ ଏଭଳି କହିଲେ ଡ୍ରାବିଡ

ବେଙ୍ଗାଲୁରୁ,୧୩ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଉପରେ ଚାପ ରହିବ ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌। ବୁଧବାର ମ୍ୟାଚ୍‌ ଉଭୟ…

ପାର୍ବଣ ଋତୁରେ ମହଙ୍ଗା ମାଡ଼ରୁ ମିଳିଲା ଆଶ୍ବସ୍ତି, ଅକ୍ଟୋବରରେ ୪ ମାସ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ପିତି

ନୂଆଦିଲ୍ଲୀ,୧୩ା୧୧: ଅକ୍ଟୋବର ୨୦୨୩ ରେ ଚାରି ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଖୁଚୁରା ମୁଦ୍ରାସ୍ଫୀତି। ଜୁଲାଇ ୨୦୨୩ ପରେ କ୍ରମାଗତ ତୃତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି…

ଟେଣ୍ଟ ହାଉସ୍‌ ଉପରେ ପଡ଼ିଲା ଆକାଶ ଦୀପ: ଜଳିଗଲା…

ବାରିପଦା,୧୩ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାରେ ଆକାଶ ଦୀପରୁ ନିଆଁଲାଗି ଏକ ଟେଣ୍ଟ ହାଉସ୍‌ ଜଳିଯାଇଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଲିଭାଇବା…

ଦୀପାବଳିରେ ୩.୭୫ ଲକ୍ଷ କୋଟି ଟଙ୍କାର କାରବାର କଲେ ବ୍ୟବସାୟୀ, ଚାଇନାକୁ ୧ ଲକ୍ଷ କୋଟି କ୍ଷତି

ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷର ଦୀପାବଳି ଋତୁ ବଜାରରେ ୩.୭୫ ଲକ୍ଷ କୋଟିରୁ ଅଧିକ ଟଙ୍କାର କାରବାର ଅନେକ ପୂର୍ବ ରେକର୍ଡ ଭାଙ୍ଗିଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ…

ଚୋରି କରି ବନ୍ଧା ହେଲେ ସ୍ତ୍ରୀ, ସ୍ବାମୀ

ପଡିଆବାହାଲ,୧୩ା୧୧(ରାଧାମୋହନ ଷଡ଼ଙ୍ଗୀ): ବିଭିନ୍ନ ଦୋକାନରୁ ଚୋରି ଅଭିଯୋଗରେ ସଦର ଥାନା ପୋଲିସ ସ୍ତ୍ରୀ, ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶ ରାଜ୍ୟ…

ଟନେଲରେ ଫସିଥିବା ଶ୍ରମିକଙ୍କ ସହ ହେଲା ସମ୍ପର୍କ

ଡେରାଡୁନ,୧୩।୧୧: ଉତ୍ତରକାଶୀର ଯମୁନୋତ୍ରି ରାଜପଥରେ ନିର୍ମାଣାଧୀନ ସିଲକ୍ୟାରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଆବର୍ଜନା ହଟାଇବା କାର୍ଯ୍ୟ ଚାଲିଛି। ଅଳିଆ ଆବର୍ଜନା ହଟାଇବା…