ଧମକ ଦେଲେ ସୌଦି ଆରବ କ୍ରାଉନ ପ୍ରିନ୍ସ

ରିୟାଦ,୨୧।୯: ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବୁଧବାର ଫକ୍ସ ନ୍ୟୁଜକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଯଦି ତାଙ୍କ ପ୍ରତିଦ୍ୱନ୍ଦି ଇରାନ ନ୍ୟୁକ୍ଲିୟର…

ଟ୍ରୁଡୋଙ୍କ ବୟାନ ପରେ ହିନ୍ଦୁଙ୍କ ଉପରେ ବିପଦ, ସୁରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି କଲା ସଂଗଠନ

ଓଟାଓ୍ବା,୨୧।୯: କାନାଡାର ସୁରକ୍ଷା ମନ୍ତ୍ରୀ ଡୋମିନିକ ଲିବ୍ଲେଙ୍କ୍‌ଙ୍କୁ ହିନ୍ଦୁ ଫୋରମ କାନାଡା ଏକ ଚିଠି ଲେଖିଛି। ଯେଉଁଥିରେ ଖାଲିସ୍ତାନୀଙ୍କ ବିପଦକୁ ଦୃଷ୍ଟିରେ ରଖି ସେ ହିନ୍ଦୁ ସମ୍ପ୍ରଦାୟର…

ଭାରତ-କାନାଡା ବିବାଦ: ୬୭ହଜାର କୋଟି ଟଙ୍କାର କ୍ଷତି, ହୋଇପାରେ ଦରବୃଦ୍ଧି

ନୂଆଦିଲ୍ଲୀ,୨୧।୯: ଭାରତ ଏବଂ କାନାଡା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି। କେବଳ ଏତିକି ନୁହେଁ,…

ସେପ୍ଟେମ୍ବର ୨୩ରେ ପୁଣି ଆକ୍ଟିଭ ହୋଇପାରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍‌, ରୋଭର

ନୂଆଦିଲ୍ଲୀ,୨୧।୯: ଇସ୍ରୋର ଚନ୍ଦ୍ରୟାନ-୩ ମିଶନ ସଫଳତାର ସହିତ ଶେଷହୋଇଛି, କିନ୍ତୁ ଖବର ଆସୁଛି ଯେ ଏହି ମିଶନ ବର୍ତ୍ତମାନ ପୁଣି ଆରମ୍ଭ ହୋଇପାରେ। ଇସ୍ରୋର ସ୍ପେସ ବୈଜ୍ଞାନିକମାନେ…

ଏୟାରଲାଇନର ବିମାନ ସୁରକ୍ଷା ମୁଖ୍ୟଙ୍କୁ ୧ ମାସ ପାଇଁ ନିଲମ୍ବିତ କଲା ଡିଜିସିଏ

ନୂଆଦିଲ୍ଲୀ,୨୧।୯: ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆର ବିମାନ ସୁରକ୍ଷା…

ଗ୍ଲୋବାଲ ଓ୍ବାର୍ମିଂକୁ ନେଇ ୩୨ଟି ଦେଶ ବିରୋଧରେ କୋର୍ଟରେ ମାମଲା ଦାୟର କଲେ ୬ପର୍ତ୍ତୁଗୀଜ

ଲିସବନ,୨୧।୯: ବିଶ୍ୱତାପନ ବା ଗ୍ଲୋବାଲ ଓ୍ବାର୍ମିଂ ପ୍ରସଙ୍ଗରେ ସଠିକ୍‌ ପଦକ୍ଷେପ ନ ନେବାରୁ ୩୨ଟି ଦେଶ ବିରୋଧରେ କୋର୍ଟରେ ମକଦ୍ଦମା ଦାଖଲ କରାଯାଇଛି। ୬ଜଣ ପର୍ତ୍ତୁଗୀଜ ଯୁବକ…

ବିଜେଡିରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ସୁଧାଂଶୁ ଶେଖର ପରିଡ଼ା ବହିଷ୍କୃତ

ଭୁବନେଶ୍ୱର,୨୧ା୯(ଅନିଲ ଦାସ): ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଗୁରୁବାର ବିଜେଡିରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳ…

‘ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହେବା ଏକ ସୁବର୍ଣ୍ଣ ମୁହୁର୍ତ୍ତ’, ସମସ୍ତ ଏମପିଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ଭାରତର ସଂସଦୀୟ ଯାତ୍ରାରେ ଏକ ସୁବର୍ଣ୍ଣ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର…

ଦେଶରେ ପ୍ରଥମ ଥର ପାଇଁ ମୋଟୋ ଜିପି ରେସିଂ ଚାମ୍ପିଅନଶିପ ସେପ୍ଟେମ୍ବର ୨୨ରୁ: ଟିକଟ ଦାମ ୮ ଶହରୁ ଲକ୍ଷେ ୮୦ ହଜାର…

ନୋଏଡା,୨୧।୯ : ଭାରତରେ ପ୍ରଥମ ଥର ପାଇଁ ମୋଟୋ ଜିପି ରେସ ଆୟୋଜିତ ହେବାକୁ ଯାଉଛି। ଏହି ରେସିଂ ଚାମ୍ପିଅନଶିପ ୨୨ ରୁ ୨୪ ସେପ୍ଟେମ୍ବର ମଧ୍ୟରେ…

ଆଜେରବାଇଜାନ ଓ ଆର୍ମେନିଆ ଯୁଦ୍ଧ: ୨୦୦ମୃତ, ୪୦୦ରୁ ଅଧିକ ଆହତ

ବାକୁ,୨୧।୯: ନାଗର୍ନୋ-କରାବାଖର ବିଚ୍ଛିନ୍ନ ଅଞ୍ଚଳ ଉପରେ ଆଜେରବାଇଜାନ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିଛି। ଏହାପୂର୍ବରୁ ଆର୍ମେନିଆ ସୈନିକମାନେ ଆତ୍ମସମର୍ପଣ କରିଥିଲେ। ଏଥିସହ ଆଜେରବାଇଜାନ ଅସ୍ତ୍ରବିରତି କରିବାକୁ…