ସୁନକଙ୍କୁ ମିଳିଲା ପ୍ରଥମ ଅବିଶ୍ୱାସ ପତ୍ର, ଟୋରି ସାଂସଦ କହିଲେ, ‘ବହୁତ ହୋଇଗଲା…ଯିବାର ସମୟ ଆସିଗଲା’

ଲଣ୍ଡନ,୧୪।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କ୍ୟାବିନେଟରେ ଅଦଳବଦଳରେ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନଙ୍କୁ ବରଖାସ୍ତ କରିବା ପରେ ଏବେ ସୁନକ ପ୍ରଥମ ଅବିଶ୍ୱାସ ପତ୍ରର ସମ୍ମୁଖୀନ…

ମାତ୍ର ୬୦ ଟଙ୍କାରେ କିଣିପାରିବେ ‘ଭାରତ ଡାଲି’, ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ସ୍କିମ

ନୂଆଦିଲ୍ଲୀ,୧୪।୧୧: ଗତ କିଛି ମାସ ଧରି ମୁଦ୍ରାସ୍ଫୀତି ଯୋଗୁଁ ସାଧାରଣ ଜନତା ଅସୁବିଧାରେ ପଡ଼ିଥିଲେ, କିନ୍ତୁ ଅକ୍ଟୋବର ପାଇଁ ମୁଦ୍ରାସ୍ଫୀତି ତଥ୍ୟ କିଛି ମାତ୍ରାରେ ଆରାମ ଦେଇଛି।…

ତାରାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏହି ଯୁବତୀଙ୍କୁ ଡେଟ୍‌ କରୁଛନ୍ତି ଆଦର ଜୈନ, ସମ୍ପର୍କ ଉପରେ ମୋହର

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ତାରା ସୁତାରିଆଙ୍କ ପୂର୍ବତନ ପ୍ରେମିକ ଆଦର ଜୈନ। ସେ ଏବେ ଆଉଜଣେ ଯୁବତୀଙ୍କୁ ଡେଟ୍‌ କରୁଥିବା ସ୍ପଷ୍ଟ ହୋଇଛି।…

ମୁକୁଳା ବୋରୱେଲ ଗାତରେ ଖସିପଡ଼ିଲେ ବୃଦ୍ଧା: ଉଦ୍ଧାର କାର୍ଯ୍ୟ ଆରମ୍ଭ

ସୋନପୁର,୧୪l୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ କଇଁଫୁଲ ଛକ ନିକଟରେ ଜଣେ ବୃଦ୍ଧା ମୁକୁଳା ପଡ଼ିଥିବା ବୋରୱେଲ ଗାତରେ ଖସି ପଡିଛନ୍ତି। ବୃଦ୍ଧାଙ୍କ ନାମ ଦୁଃଖୀ…

ଜର୍ସି ପିନ୍ଧି ଟିମ ଇଣ୍ଡିଆକୁ ସପୋର୍ଟ କଲେ ଜର୍ମାନୀ ଫୁଟବଲ ଖେଳାଳି ଥୋମାସ ମୁଲର

ନୂଆଦିଲ୍ଲୀ,୧୪।୧୧: ଜର୍ମାନୀର କିମ୍ବଦନ୍ତୀ ଫୁଟବଲର୍‌ ଥୋମାସ ମୁଲର ମଧ୍ୟ ଟିମ ଇଣ୍ଡିଆର ପ୍ରଶଂସକ ହୋଇଛନ୍ତି। କ୍ରିକେଟ ବିଶ୍ୱକପ ସେମିଫାଇନାଲ ପୂର୍ବରୁ ସେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।…

ଯନ୍ତ୍ରପାତି ବଢ଼ାଉଛି କୃଷି ଉତ୍ପାଦନ

ନୟାଗଡ,୧୪।୧୧(ଲୋକନାଥ ମିଶ୍ର): ନୟାଗଡ ଷ୍ଟାଡିୟମରେ ଜିଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସୋମବାର ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ନୟାଗଡ ବିଧାୟକ ଅରୁଣ କୁମାର…

ମୃଣାଳଙ୍କୁ ଡେଟ୍‌ କରୁଛନ୍ତି ରାପର ବାଦ୍‌ଶାହା! ଦୀପାବଳି ପାର୍ଟିରେ ହାତରେ ହାତ ଛନ୍ଦି ବୁଲୁଥିବା ବେଳେ…

ବମ୍ବେ: ଲୋକପ୍ରିୟ ରାପର ବାଦ୍‌ଶାହା ପଡ଼ିଛନ୍ତି ପ୍ରେମରେ। ତାଙ୍କ ମନର ନାୟିକା ଆଉ କେହି ନୁହନ୍ତି ବରଂ ଅଭିନେତ୍ରୀ ମୃଣାଳ ଠାକୁର। ନିକଟରେ ଶିଳ୍ପା ସେଟ୍ଟୀଙ୍କ ଦୀପାବଳି…

କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ

ନୂଆଗାଁ,୧୪।୧୧ (ଧନେଶ୍ୱର ସାହୁ): କୃଷକ ଦେଶର ମେରୁଦଣ୍ଡ। କୃଷକର ଉନ୍ନତିରେ ଦେଶର ପ୍ରଗତି। ତେଣୁ କୃଷକମାନଙ୍କ ଉନ୍ନତି ତଥା ଉନ୍ନତଧରଣର ଚାଷ ପ୍ରଣାଳୀ ପାଇଁ ସରକାର ଅନେକ…

ଧାନ କାଟି ଅଯଥାରେ ବଦନାମ ନ କରିବାକୁ ତାଗିଦ

ନୟାଗଡ଼,୧୪।୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାପାଳଙ୍କ ସଦ୍‌ଭାବନା ସଭା କକ୍ଷରେ ସୋମବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ…

ଭଦ୍ରକ କାଳୀପୂଜା: ଆରମ୍ଭରୁ ଜମିଲାଣି

ଭଦ୍ରକ, ୧୪।୧୧(ସନାତନ ରାଉତ): ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକର ପରିଚୟ ନିଆରା। ଚରମ୍ପାଠାରେ ଜଣେ ଦକ୍ଷିଣ ଭାରତୀୟ ରେଳ କର୍ମଚାରୀଙ୍କ ଘରୋଇ ପୂଜା ଏବେ ଗଣପର୍ବର ରୂପ…