ଯୁବକଙ୍କୁ ଆକ୍ରମଣ: ଅଭିଯୁକ୍ତ କୋର୍ଟଚାଲାଣ

ବେଲଗୁଣ୍ଠା,୧୭ା୧୧(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଜଣେ ଯୁବକଙ୍କୁ ଛୁରିରେ ଆକ୍ରମଣ ଅଭିଯୋଗରେ ଶୁକ୍ରବାର ଗାଙ୍ଗପୁର ପୋଲିସ୍‌ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଝରପାରି ଗ୍ରାମର ତୋଫାନ ଗୌଡ଼ ନାମକ ଜଣେ ଯୁବକ…

ନିର୍ବାଚନର ୩ଦିନ ପୂର୍ବରୁ ମଧ୍ୟପ୍ରଦେଶରେ ବିକ୍ରି ହୋଇଛି ୨୬ଲକ୍ଷରୁ ଅଧିକ ମଦ ବୋତଲ

ଭୋପାଳ,୧୭।୧୧: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ତେବେ ମତଦାନ ସମୟରେ ରାଜ୍ୟର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିବାବେଳେ ହିଂସାର ଶିକାର ହୋଇ ଜଣଙ୍କର…

ଅପରାଧୀଙ୍କ ପାଇଁ କାଳ ସାଜିଲାଣି ‘ତ୍ରିନେତ୍ର’, ୧୬ହଜାରରୁ ଅଧିକ ଦୋଷୀଙ୍କୁ ଦେଉଛି କଠୋର ଦଣ୍ଡ

ଲକ୍ଷ୍ନୌ,୧୭।୧୧: ଅପରାଧିଙ୍କ ଛାତିରେ ଛନକା ପଶାଇଲାଣି ତ୍ରିନେତ୍ର। ତ୍ରିନେତ୍ର ଆଖିରେ ଧରାପଡୁଛନ୍ତି ଗୋଟିକ ପରେ ଗୋଟିଏ ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ। ଅପରେଶନ ତ୍ରିନେତ୍ର ଦ୍ୱାରା ରାଜ୍ୟ ସାରା…

 କାଉନ୍‌ସିଲର ଉପ ନିର୍ବାଚନ: ୪ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଯୋଡ଼ା,୧୭ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପଳିକାର ୮ ନଂ. ୱାର୍ଡରେ ନଭେମ୍ବର ୨୯ରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ  ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା…

ବାଣ ଚୋରି ଘଟଣାରେ ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୭।୧୧(ନବୀନ ରାଜ ଆଚାରୀ) ବାଣ ଚୋରି କରିବା ଅଭିଯୋଗରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ…

ୱିଗ୍‌ ଲାଗି ବିଶ୍ୱ ରେକର୍ଡ

ଅବୁଜା: ନାଇଜେରିଆର ଜଣେ ୱିଗ୍‌ ମେକର ୧ହଜାର ୧୫୨ ଫୁଟ ୫ ଇଞ୍ଚ ଲମ୍ବର ଦୀର୍ଘତମ ହାତତିଆରି ୱିଗ୍‌ ପ୍ରସ୍ତୁତ କରି ଏକ ନୂତନ ବିଶ୍ୱ ରେକର୍ଡ…

ଭାଙ୍ଗିଗଲା ମେସିନର ବିୟରିଂ, ସଙ୍କଟରେ ୪୦ ଶ୍ରମିକଙ୍କ ଜୀବନ

ଉତ୍ତରକାଶ,୧୭।୧୧: ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ସିଲକ୍ୱାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ସରକ୍ଷିତ ବାହାର କରିବାକୁ ଚାଲିଥିବା ଅପରେଶନକୁ ଝଟକା ଲାଗିଛି। ଟନେଲ ଭିତରେ ୧୩୦ ଘଣ୍ଟା…

ଗୀତ ଶୁଟ୍‌ ପାଇଁ ୨ ଦିନ ପାଣି ପିଇ ନ ଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ୩ ଦଶନ୍ଧିର ଫିଲ୍ମ କ୍ୟାରିୟରରେ ଚଳଚ୍ଚିତ୍ର ‘ପଠାନ୍‌’ ଏବଂ ‘ଜୱାନ୍‌’ ତାଙ୍କୁ ଅନେକ ସଫଳତା ଦେଇଛି। ନିକଟରେ ନିର୍ଦ୍ଦେଶକ- କୋରିଓଗ୍ରାଫର…

ରୁଷିଆର ପୂର୍ବତନ ଜେନେରାଲ ଓ ତାଙ୍କ ସ୍ତ୍ରୀଙ୍କ ରହସ୍ୟମୟ ମୃତ୍ୟୁ, ପୁଟିନଙ୍କୁ କରିଥିଲେ ସମାଲୋଚନା

ମସ୍କୋ,୧୭।୧୧: ରୁଷିଆ-ୟୁକ୍ରେନ ସଂଘର୍ଷ ଦିନକୁ ଦିନ ତେଜୁଥିବାବେଳ ରୁଷିଆରେ ଲୋକଙ୍କ ରହସ୍ୟ ଜନକ ମୃତ୍ୟୁ ଏବେ ସାରା ବିଶ୍ୱକୁ ତାଜୁବ କରିଛି। ନିକଟରେ ଓ୍ବାଗନର ମୁଖ୍ୟ ୟେଭେଗିନ…

୮୬ ବର୍ଷ ବୟସରେ ୪ ସ୍ବର୍ଣ୍ଣ ପଦକ ଜିତିଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୧୭ା୧୧: ଭାରତର ୮୬ ବର୍ଷୀୟ କେ. ସୁବ୍ରମଣ୍ୟମ ଫିଲିପାଇନ୍ସରେ ଅନୁଷ୍ଠିତ ଏସିଆନ ମାଷ୍ଟର୍ସ ଆଥ୍‌ଲେଟିକ୍ସ ମିଟ୍‌ରେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସୁବୁ ନାମରେ ପରିଚିତ…