ଟାଇଟଲ ଟକ୍କର

ଦିନିକିଆ କ୍ରିକେଟ ବିଶ୍ୱକପର ନିର୍ଣ୍ଣାୟକ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ। ୧ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ଅପେକ୍ଷାରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ। ଘରୋଇ…

ଏକାସାଙ୍ଗରେ ହଜାର ହଜାର କୁମ୍ଭୀରଙ୍କୁ ଖାଇବାକୁ ଦିଅନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

କୁମ୍ଭୀର ଏମିତି ଏକ ପ୍ରାଣୀ ଯାହାକୁ ସମସ୍ତେ ଭୟ କରନ୍ତି। କେହି ତା’ ସାମ୍ନାକୁ ଯିବାକୁ ସାହସ କରନ୍ତି ନାହିଁ। ଭୁଲ୍‌ବଶତଃ ଯଦି କେହି ଚାଲିଯାଏ ତେବେ…

ହୋଟେଲ ପାର୍କିଂରେ ଥିବା କାର୍‌ରୁ ମିଳିଲା ଲୋକପ୍ରିୟ ଅଭିନେତାଙ୍କ ମୃତଦେହ, ପ୍ରଶଂସକ ସ୍ତବ୍ଧ

ମାଲାୟାଲମ ସିନେମାଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତା ବିନୋଦ ଥୋମସଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଏକ ହୋଟେଲ ପାର୍କିଂରେ ଥିବା କାର୍‌ରୁ…

ବିଦେଶରେ ବନ୍ଦର ନେଟ୍‌ଓ୍ବର୍କ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୧୯।୧୧: ଚାଇନା ଏହାର ଆର୍ଥତ୍କ କ୍ଷମତା ବୃଦ୍ଧି ସହ ନୌସାମର୍ଥ୍ୟର ଉପସ୍ଥିତି ବଢ଼ାଇବା ପାଇଁ ବିଭିନ୍ନ ଦେଶରେ ବାଣିଜି୍ୟକ ବନ୍ଦରର ଏକ ବିଶାଳ ନେଟ୍‌ଓ୍ବର୍କ ଦ୍ରୁତ ଗତିରେ…

ଭାରତ ନେବ ବିଶ୍ୱକପ ନା ବ୍ୟାଟିଂରେ ବାଜି ମାରିବେ ଓ୍ବାର୍ନର, ଜାଣନ୍ତୁ କ‘ଣ କହିଲେ ଜ୍ୟୋତିଷ…

ଅହମଦାବାଦ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ବିଶ୍ୱକପ ୨୦୨୩ ର ଅନ୍ତିମ ମ୍ୟାଚ ୧୯ ନଭେମ୍ବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ।…

ଅଲ୍‌ ଶିଫା ହସ୍ପିଟାଲ ଖାଲିହେଲା

ଖାନ୍‌ ୟୁନିସ୍‌,୧୯।୧୧: ଇସ୍ରାଏଲ୍‌ ସୈନ୍ୟଙ୍କ ଦଖଲରେ ଥିବା ଗାଜାର ସର୍ବବୃହତ୍‌ ହସ୍ପିଟାଲ ଅଲ୍‌-ଶିଫାରୁ ରୋଗୀ, ମେଡିକାଲ କର୍ମଚାରୀ ଓ ସେଠାରେ ଆଶ୍ରୟ ନେଇଥିବା ଲୋକମାନେ ପଳାୟନ କରିଛନ୍ତି।…

ଆଜି ଶତକ କରିବେ ଶୁଭମନ ଗିଲ, ଫାଇନାଲ ଦେଖିବା ପାଇଁ ପହଞ୍ଚିଲେ ସାରା ତେନ୍ଦୁଲକର

ଅହମ୍ମଦାବାଦ,୧୯।୧୧: ମହା ମୁକାବିଲା ବାସ୍‌ ଆଉ କିଛି ସମୟ ବାକି ରହିଲା। ଭାରତ-ଅଷ୍ଟ୍ରେଲିଆ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ଛାତି ଧକ୍‌ ଧକ୍‌ ହେଉଥିବାବେଳେ ସବୁଠି ମ୍ୟାଚ ନେଇ…

ଯୁଦ୍ଧ ବିରାମ ହେଲେ ବି ଫେରିବନି ଶାନ୍ତି: ବାଇଡେନ…

ଜେରୁଜେଲମ,୧୯।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି, ଯେଉଁଥିରେ ୧୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି…

ସ୍ବାମୀଙ୍କଠାରୁ କ୍ୟାଟ୍ରିନା ଅଧିକ ସମ୍ପତ୍ତିର ମାଲିକାଣୀ

ମୁମ୍ବାଇ: ସାଧାରଣତଃ ସ୍ତ୍ରୀଠାରୁ ସ୍ବାମୀଙ୍କ ଧନସମ୍ପତ୍ତି ଟିକେ ଅଧିକ ହୋଇଥାଏ। ହେଲେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ କ୍ଷେତ୍ରରେ ସେପରି ନୁହେଁ। ଏକ ରିପୋର୍ଟ ମୁତାବକ, ସ୍ବାମୀ…

ମିସ୍‌ ୟୁନିଭର୍ସ ୨୦୨୩ ଟାଇଟଲ ଜିତିଲେ ଶେନିସ ପାଲାଓସିସ୍‌

ମିସ୍‌ ୟୁନିଭର୍ସ(ବ୍ରହ୍ମାଣ୍ଡ ସୁନ୍ଦରୀ)୨୦୨୩ ଟାଇଟଲ ଜିତିଛନ୍ତି ନିକାରାଗୁଆର ଶେନିସ ପାଲାସିଓସ୍‌। ୭୨ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଫାଇନାଲ ରବିବାର ଅଲ ସାଲ୍ବାଡୋରର ରାଜଧାନୀ ସାନ ସାଲ୍ବାଡୋରରେ ଅନୁଷ୍ଠିତ…