ମୁମ୍ବାଇ, ୧୫।୧୨: ଶୁକ୍ରବାର ଶେୟାର ବଜାର କାରବାର ଆରମ୍ଭରୁ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ସେନସେକ୍ସ ଏବଂ ନିଫ୍ଟି ନୂଆ ଶିଖରରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ପଲିସି…
ନୂଆଦିଲ୍ଲୀ,୧୫।୧୨: ଗତ ଏକ ବର୍ଷ ମଧ୍ୟରେ ଶବମାନ ଗିଲ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ବହୁତ ରନ୍ କରିଛନ୍ତି। ନିକଟରେ…
ଆଜିକାଲି ଶାଶ୍ୱତ ପ୍ରେମ ଖୁବ୍ କମ ଦେଖିବାକୁ ମିଳୁଛି। ଯଦିଓ କିଛି ଯୁବତୀ/ଯୁବକ ଅଛନ୍ତି, ଯେଉଁମାନେ ନିଜ ପ୍ରେମକୁ ବିବାହ ରୂପ ଦେଉଛନ୍ତି। କିନ୍ତୁ ଅନ୍ୟ କେତେକ…
ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି। ୧୦ ଡିଗ୍ରୀ ତଳେ ପାରଦ…
ଜୟପୁର,୧୫ା୧୨: ଶୁକ୍ରବାର ଭଜନଲାଲ ଶର୍ମାଙ୍କ ପାଇଁ ଏକ ବିଶେଷ ଦିନ। ଆଜି ତାଙ୍କର ଜନ୍ମଦିନ ଏବଂ ଆଜିର ଏହି ଖାସ୍ ଦିନରେ ସେ ରାଜସ୍ଥାନର ୧୪ତମ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ,୧୫।୧୨: ଦେଶର ପ୍ରମୁଖ ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତକୁ ସ୍ବାଧୀନତା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଜି ସର୍ଦ୍ଦାର ପଟେଲଙ୍କ ୭୩…
ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଆରମ୍ଭରୁ ଆକ୍ସନ ମୁଡ୍ରେ ଅଛନ୍ତି। କ୍ଷମତାକୁ ଆସିବାର ଗୋଟିଏ ଦିନ ମଧ୍ୟରେ ପ୍ରଥମ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…
ନୂଆଦିଲ୍ଲୀ, ୧୫।୧୨: ଉତ୍ତରପ୍ରଦେଶର ଜଣେ ମହିଳା ବିଚାରପତିଙ୍କ ଇଛା ମୃତ୍ୟୁ ସମ୍ପର୍କରେ ଭାଇରାଲ ଚିଠି ଉପରେ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ଆହ୍ଲାବାଦ ହାଇକୋର୍ଟକୁ ରିପୋର୍ଟ…
ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିରେ ବାରମ୍ବାର ଭାରୀଯାନ ଅଟକି ଯାଉଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଭଞ୍ଜନଗର, ସୋରଡ଼ା ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ…
ନୂଆଦିଲ୍ଲୀ,୧୫।୧୨: ପାର୍ଲାମେଣ୍ଟ ଉପଦ୍ରବର ମାଷ୍ଟରମାଇଣ୍ଡ୍ ଲଲିତ ମୋହନ ଝା ଗୁରୁବାର ନୂଆଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀ ପୋଲିସ…