ବେଆଇନ ଖଣିରେ ଚଢ଼ାଉ: ୨ ଟ୍ରକ୍‌ ଜବତ, ୨ ଗିରଫ

ନିରାକାରପୁର,୧୬ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ପୋଲିସ ଚୋରା ମାଙ୍କଡ଼ା ପଥର ଖଣିରେ ଚଢ଼ାଉ କରି ଓଡି-0୨-ଏମ୍‌-୩୪୯୮, ଓଆର୍‌-0୯-ଏଚ୍‌-୪୬ ୧୬ନମ୍ବର ବିଶିଷ୍ଟ ୨ଟି ମାଙ୍କଡ଼ା…

ରାମ ମନ୍ଦିର ଉଦଘାଟନ ପୂର୍ବରୁ ମୁସଲମାନଙ୍କ ଦାବି, ମୋଦି କରନ୍ତୁ ମସଜିଦର ଶିଳାନ୍ୟାସ…

ଅଯୋଧ୍ୟା,୧୬।୧୨ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଜାନୁଆରୀରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ।…

ଗାଜାରେ ଇସ୍ରାଏଲ ସେନାର ବୋମା ବିସ୍ଫୋରଣ: ଶତାଧିକ ମୃତ୍ୟୁ ଆଶଙ୍କା

ଜେରୁଜେଲମ୍‌,୧୬ା୧୨: ଆମେରିକାର ପରାମର୍ଶ ସତ୍ତ୍ୱେ ଇସ୍ରାଏଲ ସେନା ଶନିବାର ଉତ୍ତର ଏବଂ ଦକ୍ଷିଣ ଗାଜା ଉପରେ ଏକ ବଡ଼ଧରଣର ବୋମାମାଡ଼ କରିଛି। ବୋମା ବିସ୍ଫୋରଣ ହୋଇଥିବା ସ୍ଥାନ…

ଓଡ଼ିଶା: ଆଜିର ଫଟୋ (୧୬ ଡିସେମ୍ବର , ୨୦୨୩ )

ବିଯେବି କଲେଜର ଛାତ୍ରୀଛାତ୍ର ମାନଙ୍କଦ୍ୱାରା ସଡକ ସୁରକ୍ଷା ସଚେତନତା

କମଲନାଥଙ୍କ ଉପରେ ପଡିଲା ପରାଜୟର ଖଣ୍ଡା, ଜିତୁ ପଟୱାରୀ ମଧ୍ୟପ୍ରଦେଶର ନୂଆ କଂଗ୍ରେସ ମୁଖ୍ୟ

ନୂଆଦିଲ୍ଲୀ, ୧୬।୧୨: ମଧ୍ୟପ୍ରଦେଶ କଂଗ୍ରେସରେ ଏକ ବଡ ପରିବର୍ତ୍ତନ ହୋଇଛି। ନିର୍ବାଚନରେ ​​ପରାଜୟ ପରେ କମଲ ନାଥ ଇସ୍ତଫା ଦେଇଛନ୍ତି। ପାର୍ଟି ହାଇ କମାଣ୍ଡ ଜିତୁ ପଟୱାରୀଙ୍କୁ…

ଆପଲ-ସାମସଙ୍ଗ ୟୁଜରଙ୍କ ପାଇଁ ବିପଦ ଘଣ୍ଟି ! ସରକାର ଜାରି କଲେ ସୁରକ୍ଷା ଆଲର୍ଟ…

ନୂଆଦିଲ୍ଲୀ,୧୬।୧୨ : ଆପଲ ଏବଂ ସାମସଙ୍ଗ ୟୁଜରଙ୍କ ପାଇଁ ବିପଦ ଘଣ୍ଟି ସୃଷ୍ଟି ହୋଇଛି। ସରକାରଙ୍କ ଦ୍ୱାରା ଏକ ଉଚ୍ଚ ସୁରକ୍ଷା ଆଲର୍ଟ ଜାରି କରାଯାଇଛି। ଏହା…

ଚୋରାଚାଲାଣ ବେଳେ ଧାନବୋଝେଇ ଗାଡ଼ି ଜବତ କଲା ଯୋଗାଣ ବିଭାଗ

କୋକସରା,୧୬ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଯୋଗାଣ ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଧର୍ମଗଡ଼ ଉପଖଣ୍ଡ ଜୟପାଟଣା, କୋକସରା ବ୍ଲକ ଦେଇ ବାହାର ରାଜ୍ୟ ଓ ଜିଲାକୁ ସଂଯୋଗ…

ନ୍ୟୁଜ୍ ସଂସ୍ଥା ଆଇଏଏନଏସର ସର୍ବାଧିକ ଶେୟାର କିଣିଲେ ଗୌତମ ଆଦାନି

ନୂଆଦିଲ୍ଲୀ,୧୬।୧୨: ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନିଙ୍କ ମିଡ଼ିଆ ଗ୍ରୁପ ଏଏମଜି ମିଡ଼ିଆ ନେଟୱାର୍କ ଲିମିଟେଡ଼(ଏଏମଏନଏଲ) ଶନିବାର ଖବର ସରବରାହ ସଂସ୍ଥା ଆଇଏଏନଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର(ଆଇଏଏନଏସ)ର ୫୦.୫୦…

ଗୁଗଲରୁ କାହିଁକି ଛଟେଇ ହେଲେ ୧୨ ହଜାର କର୍ମଚାରୀ, ପ୍ରକାଶ କଲେ ସିଇଓ ସୁନ୍ଦର ପିଚାଇ…

ମୁମ୍ବାଇ,୧୬।୧୨ : ଡିସେମ୍ବର ୨୦୨୨ ଶେଷ ଏବଂ ୨୦୨୩ ଆରମ୍ଭ ମଧ୍ୟରେ ଗୁଗଲରୁ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଗୁଗଲ କମ୍ପାନୀର ଇତିହାସରେ ଏହା…

ଛାତ୍ରୀଛାତ୍ରଙ୍କୁ ଗୁରୁମନ୍ତ୍ର ଦେଲେ ୫-ଟି ଅଧ୍ୟକ୍ଷ, କହିଲେ ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସି ମିଳିବ

ହିଞ୍ଜିଳିକାଟୁ,୧୬ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): କେବଳ ପାଠପଢ଼ା ନୁହେଁ, ଖେଳକୁଦ, ନାଚ ଗୀତ, ବକ୍ତୃତା ସହ ବିବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ନିଜକୁ ସ୍ବତନ୍ତ୍ର ଭାବେ ଗଢ଼ିବା ପାଇଁ…