ବାବରଙ୍କୁ ସ୍ବତନ୍ତ୍ର ଉପହାର ଦେଲେ କୋହଲି

ଅହମ୍ମଦାବାଦ,୧୫।୧୦: ବିଶ୍ୱକପ୍‌ ୨୦୨୩ର ମହାମୁକାବିଲାରେ ପାକିସ୍ତାନକୁ ୭ ଉଇକେଟରେ ପରାଜିତ କରିଛି ଭାରତ। ପ୍ରଥମେ ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳର ପ୍ରଭାବୀ ବୋଲିଂ…

ଅନଧିକୃତ ଛୁଟି ଡାକ୍ତରଙ୍କୁ ମହଙ୍ଗା ପଡ଼ିଲା

ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ)ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ଲାଇଫଲାଇନ କୁହାଯାଉଛି। ଏଠାରେ କାର୍ଯ୍ୟରତ କେତେକ ଡାକ୍ତରଙ୍କ…

ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି ଅଲିନ

ପାରଳାଖେମୁଣ୍ଡି,୧୫ା୧୦ (ଗିରିଧାରୀ ପରିଛା):ରାଜ୍ୟ ସରକାର ଗରିବ ଅସହାୟମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନର ଆନ୍ତରିକତା ଅଭାବ ହେତୁ କେତେକ ଗରିବ ଲୋକେ ଯୋଜନାରୁ…

ପାଠପଢ଼ା ବୟସରେ ମୂଲ ଲାଗୁଛନ୍ତି ସବିନା

ମୋହନା,୧୫ା୧୦(ମନ୍ମଥ ମିଶ୍ର)ଦେଶ ତଥା ରାଜ୍ୟ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳନ କରୁଥିବା ବେଳେ ଏବେ ବି ଦୁର୍ଗମ ଅଞ୍ଚଳରେ ଅନେକ କିଶୋରୀ ନାବାଳିକାମାନେ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ…

ସ୍ବାଧୀନ ପାଲେଷ୍ଟାଇନ୍‌ ପାଇଁ ନ୍ୟୁୟର୍କରେ ବିକ୍ଷୋଭ

ନ୍ୟୁୟର୍କ,୧୫।୧୦: ପାଲେଷ୍ଟାଇନ୍‌କୁ ମୁକ୍ତ କର ଦାବିରେ ଆମେରିକାର ନ୍ୟୁୟର୍କରେ ଶୁକ୍ରବାର ଜୋର୍‌ଦାର ବିକ୍ଷୋଭ ହୋଇଛି। ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲୀ ବୋମାମାଡ଼କୁ ବିରୋଧକରି ହଜାର ହଜାର ବିକ୍ଷୋଭକାରୀ ରାସ୍ତାକୁ…

ଚାଷୀ ଚଢ଼ା ଦରରେ କିଣୁଛି ସାର

ଛତ୍ରପୁର,୧୫ା୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ସାରର କଳାବଜାର ହେଉଥିବା ଋଷିକୁଲ୍ୟା ରୟତ ମହାସଭା ଅଭିଯୋଗ କରିଛି। ବର୍ତ୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ପଟାସ…

ଆଜିଠୁ ବାଘ ଗଣନା: ଘୁମୁସର ବନଖଣ୍ଡରେ ୧୫୫ ଟିମ୍‌ ସାମିଲ

ଭଞ୍ଜନଗର,୧୫।୧୦(ବାବୁଲା ପ୍ରଧାନ)କେନ୍ଦ୍ର ସରକାରଙ୍କ ଘୋଷଣା ପ୍ରକାରେ ରାଜ୍ୟରେ ୨୦ ମହାବଳ ବାଘ ଥିବାବେଳେ ୭୬୦ କଲରାପତରିଆ ବାଘ ବିଭିନ୍ନ ଜଙ୍ଗଲରେ ଅଛନ୍ତି। ୨୦୦୬ରେ ୪୫ଟି ମହାବଳ ବାଘ…

ଡାଇରିଆ, ଆଇସୋଲେଶନ ଓ୍ବାର୍ଡରେ ରୋଗୀ ହନ୍ତସନ୍ତ

ଢେଙ୍କାନାଳ, ୧୫ା୧୦(ରତନ ନାୟାର)ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ଓ ଆଇସୋଲେଶନ ଓ୍ବାର୍ଡରେ ଶନିବାର ବ୍ୟାପକ ବିଦ୍ୟୁତ୍‌ ଅବ୍ୟବସ୍ଥା ଦେଖାଦେଇଛି। ସକାଳ ୯ଟାରୁ ବିଦ୍ୟୁତ୍‌ ନ ଥିବାରୁ…

ଜଳୁନି ଷ୍ଟ୍ରିଟ୍‌ ଲାଇଟ, ସହରର ମୁଖ୍ୟ ରାସ୍ତା ଅନ୍ଧାର

ଯାଜପୁରରୋଡ୍‌,୧୫ା୧୦(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦରେ ବିଭିନ୍ନ ମୌଳିକ ସମସ୍ୟା ଲାଗିରହିଛି। ଏହାମଧ୍ୟରେ ସହରର ଷ୍ଟ୍ରିଟ୍‌ ଲାଇଟ୍‌ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭାହୋଉଛି। ୱାର୍ଡଠାରୁ ଆରମ୍ଭ…

ରାପର ଡିନୋ ଜେମ୍ସ ଜିତିଲେ ‘ଖତରୋ କେ ଖିଲାଡି’ ଶୋ’

ବମ୍ବେ: କଲର୍ସ ଚ୍ୟାନେଲରେ ପ୍ରସାରିତ ଆଡଭେଞ୍ଚର ରିଆଲିଟି ଶୋ’ ‘ଖତରୋ କେ ଖିଲାଡି ସିଜନ ୧୩’କୁ ମିଳିଛି ବିଜେତା। ରାପର ଡିନୋ ଜେମ୍ସ ଶୋ’କୁ ଜିତି ଟ୍ରଫି…