ଆତଙ୍କ ଚଲାଉଥିଲେ ଭାଇ ଗ୍ୟାଙ୍ଗ: ଧରାପଡ଼ିଲେ ତିନି

ପୁରୁଷୋତ୍ତମପୁର,୧୬।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦୀର୍ଘଦିନ ହେଲା ଆତଙ୍କ ଚଲାଉଥିବା ଭାଇ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏହାକୁ ନେଇ ଲୋକେ…

ଚାଇନାର ବେଲ୍ଟ ଏଣ୍ଡ ରୋଡ ଫୋରମ୍‌ରେ ତୃତୀୟ ଥର ପାଇଁ ସାମିଲ ହେବନି ଭାରତ

ବେଜିଂ,୧୬।୧୦: ଚାଇନା ମଙ୍ଗଳବାର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭର ଏକ ଶିଖର ସମ୍ମିଳନୀ କରୁଛି। ଏହି ସମ୍ମିଳନୀରେ ପାକିସ୍ତାନ, ତାଲିବାନ ଏବଂ ରୁଷିଆ ଅଂଶଗ୍ରହଣ କରିବେ। ଏଥି…

ପାଲେଷ୍ଟାଇନ୍‌ ଦୂତାବାସ ପରିଦର୍ଶନ କଲେ ୫ ବିପକ୍ଷ ନେତା

ନୂଆଦିଲ୍ଲୀ,୧୬।୧୦: ଗତ ଦଶ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ-ଲେନିନବାଦୀ) ସାଧାରଣ ସମ୍ପାଦକ…

କେସିଆର ପରିବାରଙ୍କ ଦୁର୍ନୀତି ଚର୍ଚ୍ଚା ଦିଲ୍ଲୀ ପର୍ଯ୍ୟନ୍ତ ହେଉଛି: ରାଜନାଥ…

ହାଇଦ୍ରାବାଦ,୧୬।୧୦ : ତେଲଙ୍ଗାନାରେ ଭାଜପା ବିଧାୟକ ଏତାଲା ରାଜେନ୍ଦ୍ରଙ୍କ ହୁଜୁରାବାଦ ନିର୍ବାଚନମଣ୍ଡଳୀରେ ଜାମିକୁନ୍ତା ଠାରେ ଏକ ରାଲି ଅନୁଷ୍ଠିତ ହୋଇଥିଲା। ରାଲିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ରିଜୱାନଙ୍କ ନାଁରେ ଆଇସିସିରେ ଅଭିଯୋଗ

ଇସଲାମାବାଦ,୧୬।୧୦: ପାକିସ୍ତାନୀ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କ ସମସ୍ୟା ବଢିପାରେ। ପାକିସ୍ତାନ-ନେଦରଲ୍ୟାଣ୍ଡ ମ୍ୟାଚ ସମୟରେ ମହମ୍ମଦ ରିଜୱାନ ପଡ଼ିଆରେ ନମାଜ ପଢିଥିଲେ। ବର୍ତ୍ତମାନ ଆଇସିସିରେ ଏହା…

ହମାସଠାରୁ ଯୁଦ୍ଧ ଜିତି ବି ହାରିଯିବେ ନେତାନ୍ୟାହୁ!

ଜେରୁଜେଲମ,୧୬।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଭାରତ ସମେତ ବିଶ୍ୱର ସମସ୍ତ ଦେଶ ଇସ୍ରାଏଲ ଏବଂ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ…

ରୁଷିଆ-ୟୁକ୍ରେନ ପରେ ଜାତିସଂଘ ହମାସ-ଇସ୍ରାଏଲ ଯୁଦ୍ଧକୁ ରୋକିବାରେ ବିଫଳ: ଅନ୍ତର୍ଜାତୀୟସ୍ତରରେ ଊଠିଲା ପ୍ରଶ୍ନ…

ଜେନେଭା,୧୬।୧୦ : ଅକ୍ଟୋବର ୭ ରୁ ହମାସ ଏବଂ ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦରେ ଏପର୍ଯ୍ୟନ୍ତ ୩୭୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଉଭୟ ପାର୍ଶ୍ୱରେ…

ଟାଇଗର-୩ ଟ୍ରେଲର ରିଲିଜ୍‌

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ ସଲମାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଟ୍ରେଲରରେ ଜଣେ…

ମିଛ କହି କୋର୍ଟ ଭିତରେ ପଶିଲେ, ବ୍ୟାଗରୁ ପଥର ବାହାର କରି…

ଛତ୍ରପୁର,୧୬।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଏସଡିଜେଏମ୍‌ଙ୍କ କୋର୍ଟ ହଲରେ ସୋମବାର ପଥର ମାଡ଼ ହୋଇଛି। ଏଥିରେ କମ୍ପ୍ୟୁଟର, ଅନ୍ୟାନ୍ୟ ଆସବାବପତ୍ର ନଷ୍ଟ ହୋଇଛି। ଘଟଣାରେ…

ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୬।୧୦: ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୋମବାର ସେ କହିଛନ୍ତି ମୋଦି ଇସ୍ରାଏଲ ପାଇଁ ଅଧିକ…