୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ୍‌ ହେଲା କ୍ରିକେଟ୍‌

ନୂଆଦିଲ୍ଲୀ,୧୬।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ ହୋଇଛି କ୍ରିକେଟ୍‌। କ୍ରିକେଟ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତୁତି ଚାଲିଛି। ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବ।…

ଆସନ୍ତା ବର୍ଷ ରିଲିଜ ହେବ ଏମରଜେନ୍ସି

ମୁମ୍ବାଇ: ବଲିଉଡର ସବୁଠାରୁ ଧାକଡ ଅଭିନେତ୍ରୀ ଭାବରେ ବିବେଚିତ କଙ୍ଗନା ରାନାୱତ ‘ଏମରଜେନ୍ସି’ ମୁଭି ନିର୍ମାଣ ବିଷୟରେ ଆଲୋଚନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଜରୁରୀକାଳୀନ କାହାଣୀକୁ…

୧୯୭୪ ରୁ ୧୯୯୮ ପର୍ଯ୍ୟନ୍ତ ଭାରତ କାହିଁକି କରିପାରି ନ ଥିଲା ଆଣବିକ ପରୀକ୍ଷଣ? କମଲ ନାଥଙ୍କ ଦ୍ୱାରା ସୂଚନା ଲିକ୍‌: ଉଇକିଲିକ୍ସ ରିପୋର୍ଟ…

ଭୋପାଳ,୧୬।୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି, ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପରସ୍ପରକୁ ଦୋଷାରୋପ କରିବା…

ଆତଙ୍କ ଚଲାଉଥିଲେ ଭାଇ ଗ୍ୟାଙ୍ଗ: ଧରାପଡ଼ିଲେ ତିନି

ପୁରୁଷୋତ୍ତମପୁର,୧୬।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦୀର୍ଘଦିନ ହେଲା ଆତଙ୍କ ଚଲାଉଥିବା ଭାଇ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏହାକୁ ନେଇ ଲୋକେ…

ଚାଇନାର ବେଲ୍ଟ ଏଣ୍ଡ ରୋଡ ଫୋରମ୍‌ରେ ତୃତୀୟ ଥର ପାଇଁ ସାମିଲ ହେବନି ଭାରତ

ବେଜିଂ,୧୬।୧୦: ଚାଇନା ମଙ୍ଗଳବାର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭର ଏକ ଶିଖର ସମ୍ମିଳନୀ କରୁଛି। ଏହି ସମ୍ମିଳନୀରେ ପାକିସ୍ତାନ, ତାଲିବାନ ଏବଂ ରୁଷିଆ ଅଂଶଗ୍ରହଣ କରିବେ। ଏଥି…

ପାଲେଷ୍ଟାଇନ୍‌ ଦୂତାବାସ ପରିଦର୍ଶନ କଲେ ୫ ବିପକ୍ଷ ନେତା

ନୂଆଦିଲ୍ଲୀ,୧୬।୧୦: ଗତ ଦଶ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ-ଲେନିନବାଦୀ) ସାଧାରଣ ସମ୍ପାଦକ…

କେସିଆର ପରିବାରଙ୍କ ଦୁର୍ନୀତି ଚର୍ଚ୍ଚା ଦିଲ୍ଲୀ ପର୍ଯ୍ୟନ୍ତ ହେଉଛି: ରାଜନାଥ…

ହାଇଦ୍ରାବାଦ,୧୬।୧୦ : ତେଲଙ୍ଗାନାରେ ଭାଜପା ବିଧାୟକ ଏତାଲା ରାଜେନ୍ଦ୍ରଙ୍କ ହୁଜୁରାବାଦ ନିର୍ବାଚନମଣ୍ଡଳୀରେ ଜାମିକୁନ୍ତା ଠାରେ ଏକ ରାଲି ଅନୁଷ୍ଠିତ ହୋଇଥିଲା। ରାଲିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ରିଜୱାନଙ୍କ ନାଁରେ ଆଇସିସିରେ ଅଭିଯୋଗ

ଇସଲାମାବାଦ,୧୬।୧୦: ପାକିସ୍ତାନୀ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କ ସମସ୍ୟା ବଢିପାରେ। ପାକିସ୍ତାନ-ନେଦରଲ୍ୟାଣ୍ଡ ମ୍ୟାଚ ସମୟରେ ମହମ୍ମଦ ରିଜୱାନ ପଡ଼ିଆରେ ନମାଜ ପଢିଥିଲେ। ବର୍ତ୍ତମାନ ଆଇସିସିରେ ଏହା…

ହମାସଠାରୁ ଯୁଦ୍ଧ ଜିତି ବି ହାରିଯିବେ ନେତାନ୍ୟାହୁ!

ଜେରୁଜେଲମ,୧୬।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଭାରତ ସମେତ ବିଶ୍ୱର ସମସ୍ତ ଦେଶ ଇସ୍ରାଏଲ ଏବଂ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ…

ରୁଷିଆ-ୟୁକ୍ରେନ ପରେ ଜାତିସଂଘ ହମାସ-ଇସ୍ରାଏଲ ଯୁଦ୍ଧକୁ ରୋକିବାରେ ବିଫଳ: ଅନ୍ତର୍ଜାତୀୟସ୍ତରରେ ଊଠିଲା ପ୍ରଶ୍ନ…

ଜେନେଭା,୧୬।୧୦ : ଅକ୍ଟୋବର ୭ ରୁ ହମାସ ଏବଂ ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦରେ ଏପର୍ଯ୍ୟନ୍ତ ୩୭୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଉଭୟ ପାର୍ଶ୍ୱରେ…