ପାପୁଆ ନ୍ୟୁ ଗିନି ହିଂସାରେ ୧୫ ମୃତ

ପୋର୍ଟ ମୋରେସ୍‌ବି,୧୧ା୧: ପାପୁଆ ନ୍ୟୁ ଗିନି ହିଂସାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲୀୟ ରାଜ୍ୟ ପ୍ରସାରଣକାରୀ ଏବିସି ଗୁରୁବାର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି।…

ଦୁଇ ବାଇକ୍‌ ମୁହାଁମୁହିଁ: ଚାଲିଗଲା ୨ ଜୀବନ, ୨ ଗୁରୁତର

କାମାକ୍ଷାନଗର,୧୧ା୧(ଅମଜାଦ ଖାନ): ଢେଙ୍କାନାଳ ଜିଲା କାମାକ୍ଷାନଗର-ତୁମୁସିଙ୍ଗା ଥାନା ମହୁଲି ଓଟିପିସିଏଲ କଲୋନୀ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଜିମ୍‌ରେ ୮୦ବର୍ଷିୟା ବୃଦ୍ଧା କରୁଛନ୍ତି ଦମଦାର୍‌ ଓ୍ବାର୍କଆଉଟ୍‌, ଭିଡିଓ ଦେଖିଲେ ଉଡିଯିବ ହୋସ୍‌

ବୟସ ଏକ ସଂଖ୍ୟା ମାତ୍ର। ଏହାକୁ ପ୍ରମାଣିତ କରିଛନ୍ତି ଜଣେ ୮୦ବର୍ଷିୟ ବୃଦ୍ଧା। ୨୦-୩୦ବର୍ଷର ଯୁବପିଢି ଟିକିଏ କାମ କରି ଥକି ଯାଉଥିବାବେଳେ ବୃଦ୍ଧାଜଣକ ପ୍ରତିଦିନ ବ୍ୟାୟାମ…

ଏମିତି ଦେଶ, ଯେଉଁଠି ଲିଭ୍‌-ଇନ୍‌ରେ ରହିପାରିବେନି ପ୍ରେମୀଯୁଗଳ

ଦୁନିଆରେ ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ଆଇନ କାନୁନ୍‌ ରହିଛି। କେଉଁଠି କେଶ କାଟିବାକୁ ଅନୁମତି ନିଆଯାଏ ତ ଆଉ କେଉଁଠି ଟିଭି ଚଳାଇବାକୁ ନିଆଯାଏ…

ସେନାରୁ ବାହାର ହେବେ ୧ ଲକ୍ଷ କର୍ମଚାରୀ: ସେନାଧ୍ୟକ୍ଷ ଦେଲେ ସୂଚନା…

ନୂଆଦିଲ୍ଲୀ,୧୧।୧ : ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗୁରୁବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ୨୦୨୭ ସୁଦ୍ଧା ସେନାରେ ଅପ୍ଟିମାଇଜେଶନ ପ୍ରକ୍ରିୟା…

ମା’ ପୁଅଙ୍କ ଅଶ୍ଳୀଳ ଭିଡିଓ ଦେଖାଇ ହରଡ଼ଘଣାରେ ୟୁଟୁବ୍, ନୋଟିସ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୧।୧: ଜାତୀୟ ଶିଶୁ ସୁରକ୍ଷା କମିଶନ(ଏନସିପିସିଆର) ୟୁଟ୍ୟୁବ ଇଣ୍ଡିଆର ସରକାରୀ ବ୍ୟାପାର ତଥା ଲୋକସମ୍ପର୍କ ମୁଖ୍ୟଙ୍କୁ ଜାନୁଆରୀ ୧୫ ରେ ହଜାର ହେବାକୁ କହିଛି। ୟୁଟୁବ…

ହ୍ବାଟସଆପ୍‌ ଚାଟ୍‌ରେ ଝିଅ ଲେଖିଦେଲେ ଭୁଲ ଇଂରାଜୀ, ବାପା କଲେ ଟ୍ୟୁଶନ, ଭାଇରାଲ ହେଉଛି ସ୍କ୍ରିନ୍‌ଶଟ୍‌

ନିକଟରେ ଜଣେ ବାପ-ଝିଅଙ୍କ ହ୍ବାଟସଆପ୍‌ ଚାଟ୍‌ ସୋସିଆଲ ମିଡିଆ ଏକ୍ସରେ ଭାଇରାଲ ହୋଇଛି। ଯାହାକୁ ଦେଖି ୟୁଜର୍ସ ନ ହସି ରହିପାରୁ ନାହାନ୍ତି। ଚାଟ୍‌ରେ ବାପା ଝିଅର…

୩୧ ଜାନୁଆରୀରୁ ବଜେଟ ଅଧିବେଶନ, ଫେବୃଆରୀ ୧ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ…

ନୂଆଦିଲ୍ଲୀ,୧୧।୧ : ୨୦୨୪ ବର୍ଷ ପାଇଁ ସଂସଦର ବଜେଟ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହେବ। ବଜେଟ ଅଧିବେଶନ ୧୦ ଦିନର ହେବ । ଏହା…

ସ୍ବଚ୍ଛତାରେ ପୁଣି ନମ୍ବର-୧ ହେଲା ଇନ୍ଦୋର

ଇନ୍ଦୋର,୧୧।୧: ସ୍ବଚ୍ଛତା ସର୍ବେକ୍ଷଣ ୨୦୨୪ରେ ମଧ୍ୟପ୍ରଦେଶର ଇନ୍ଦୋର ସହର କ୍ରମାଗତ ସପ୍ତମ ଥର ପାଇଁ ସ୍ବଚ୍ଛ ସହର ପୁରସ୍କାର ଜିତିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ସ୍ବଚ୍ଛ…

ତାରାତାରିଣୀଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କଲେ ରାଜ୍ୟପାଳ,ରାସ୍ତାରେ ଲୋକଙ୍କ ଅଭିଯୋଗ ଶୁଣିଲେ , ରୋଗାକ୍ରାନ୍ତ ନାବାଳକଙ୍କ ଚିକିସାଲାଗି ଦେଲେ ପ୍ରତିଶ୍ରୁତି

ପୁରୁଷୋତ୍ତମପୁର,୧୧/୧( ସିମାଞ୍ଚଳ ମିଶ୍ର) ରାଜ୍ୟପାଳ ରଘୁବର ଦାଶ ଗୁରୁବାର ସକାଳେ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରୀଣୀଙ୍କ ଦର୍ଶନ କରି ଆଶିଷ ନେବା ସହ ଓଡିଶାବାସୀଙ୍କ…