ଆହାର କେନ୍ଦ୍ରକୁ ସ୍ବାଗତ, ଜମି ହସ୍ତାନ୍ତରକୁ ବିରୋଧ

ଖଇରା, ୨।୧୧(ଉତ୍କଳବନ୍ଧୁ ପଣ୍ଡା) ବାଲେଶ୍ୱର ଜିଲା ଖଇରା ବ୍ଲକର ସର୍ବପୁରାତନ ଖଇରା ହାଇସ୍କୁଲ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ା ବିଦ୍ୟାଳୟର କିଛି ଜମିକୁ କିଛି ଦିନ…

ନିଶାନ ମ୍ୟାଗ୍‌ନାଇଟ୍‌ କ୍ୟୁରୋର ଓଡ଼ିଶା ବଜାର ପ୍ରବେଶ

ଭୁବନେଶ୍ୱର,୨।୧୧: ନୂଆ ନିଶାନ ମ୍ୟାଗ୍‌ନାଇଟ୍‌ କ୍ୟୁରୋର ବୁଧବାର ଓଡ଼ିଶା ବଜାର ପ୍ରବେଶ ହୋଇଛି। ପାହାଳସ୍ଥିତ ଜାହ୍ନବୀ ନିଶାନଠାରେ ଏହି ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଏହାର ପ୍ରବେଶ କରାଯାଇଛି।…

ଅକ୍ଟୋବରରେ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ, ଓଡ଼ିଶାର ଚତୁର୍ଥ ସର୍ବାଧିକ ସର୍ବକାଳୀନ ସଂଗ୍ରହ

ନୂଆଦିଲ୍ଲୀ,୨।୧୧: ୨୦୨୩ ଅକ୍ଟୋବରରେ ଦେଶରେ ମୋଟ ଜିଏସ୍‌ଟି ଆଦାୟ ୧,୭୨,୦୦୩ କୋଟି ଟଙ୍କା ରହିଛି। ସେଥିମଧ୍ୟରୁ ୩୨,୦୬୨ କୋଟି ଟଙ୍କା ସିଜିଏସ୍‌ଟି, ୩୮,୧୭୧ କୋଟି ଟଙ୍କା ଏସ୍‌ଜିଏସ୍‌ଟି,…

ପର୍ଯ୍ୟଟନ କ୍ଷେତ୍ରରେ ନବରଙ୍ଗପୁରକୁ ଉପେକ୍ଷା: ଜିଲାର ପର୍ଯ୍ୟଟନସ୍ଥଳୀକୁ ମିଳୁନି ଇକୋ ଟୁରିଜମ୍‌ ମାନ୍ୟତା

ନବରଙ୍ଗପୁର, ୨।୧୧ (ସଦାଶିବ ପ୍ରହରାଜ): ପ୍ରାକୃତିକ ପ୍ରାଚୁର୍ଯ୍ୟ ଭରା ନବରଙ୍ଗପୁର ଜିଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭିତ୍ତିଭୂମିର ଅଭାବ ନାହିଁ। କିନ୍ତୁ ଯେଉଁ ହାରରେ ପର୍ଯ୍ୟଟନ…

୨୭.୫୦ଟଙ୍କାରେ ମିଳିବ ‘ଭାରତ ଅଟା’

ଭୁବନେଶ୍ୱର,୨।୧୧ (ଅନୁରାଧା ମହାରଣା): ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାରେ କମ୍‌ ଦରରେ ଅଟା ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କେଜି ପ୍ରତି ୨୭.୫୦ଟଙ୍କା ଦରରେ ଖାଉଟିଙ୍କୁ ‘ଭାରତ…

ଡାଲମିଆ, ହିମାଦ୍ରି କମ୍ପାନୀକୁ ବିର୍ଲା ଟାୟାର୍ସ ହସ୍ତାନ୍ତର

ବାଲେଶ୍ୱର, ୨।୧୧(ମାନସ ବିଶ୍ୱାଳ)ଦୀର୍ଘ ୩୩ବର୍ଷ ଧରି ବାଲେଶ୍ୱର ଜିଲା ରେମୁଣା ଗୋଲେଇ ବାମପଦାସ୍ଥିତ ବିର୍ଲା ଟାୟାର୍ସ କମ୍ପାନୀକୁ ଶେଷରେ ଡାଲମିଆ ରିଫ୍ରେକ୍ଟୋରିଜ୍‌ ଏବଂ ହିମାଦ୍ରି କେମିକାଲ୍‌ସକୁ ହସ୍ତାନ୍ତର…

ସୁବର୍ଣ୍ଣରେଖାର ୪ ବାଲି ସଇରାତ ବନ୍ଦ

ଜଳେଶ୍ୱର, ୨ା୧୧(ରବିନାରାୟଣ ପାତ୍ର) ଏନ୍‌ଜିଟିର ରୋକ ଓ ଅନ୍ୟ ବିଭିନ୍ନ କାରଣରୁ ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅଧୀନରେ ଥିବା ମୋଟ ୨୩ଟି ବାଲି ସଇରାତରୁ ଚଳିତବର୍ଷଠାରୁ…

ଶୀତବସ୍ତ୍ର ପସରା ମେଲିଲେଣି ତିବ୍ବତୀୟାନ

ବ୍ରହ୍ମପୁର,୨ା୧୧(ସ୍ମୃତି ରଞ୍ଜନ ମହାଲିକ) କୁମାର ପୂର୍ଣ୍ଣିମାଠାରୁ ବ୍ରହ୍ମପୁର ମହାନଗରରେ ଶୀତ ଅନୁଭୂତ ହେବା ଆରମ୍ଭ କରିଛି। ରାତିର ତାପମାତ୍ରାରେ ପରିବର୍ତ୍ତନ ଘଟୁଛି। ଆଗକୁ ଅଧିକ ଶୀତକୁ ଦୃଷ୍ଟିରେ…

ଧାନକ୍ଷେତରେ ଗୋରୁ ଚରାଇଲେ ଚାଷୀ

ପାରଳାଖେମୁଣ୍ଡି/ମୋହନା,୨ା୧୧ (ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ମରୁଡ଼ିର ପରିସ୍ଥିତି ଦେଖିବାକୁ ମିଳିଛି। ଜମି ଫାଟି ଆଁ କଲାଣି। ଚାଷୀ ଏବେ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛି।…

ଶେଷ ସମୟର ବନ୍ଧୁ ନରହରି ସ୍ବାଇଁ: ଦାହ କଲେଣି ୪୪୨୫ ମୃତଦେହ

ଛତ୍ରପୁର,୨ା୧୧(ଦିଲ୍ଲୀପ ସାମଲ): ମଣିଷ ଜୀବନରେ ଜନ୍ମ ଆଉ ମୃତ୍ୟୁ ଧୃବ ସତ୍ୟ। ମୃତ୍ୟୁ ପରେ ଯେ ଶ୍ମଶାନରେ ଉପସ୍ଥିତ ରହେ, ସେ ହିଁ ପ୍ରକୃତ ବନ୍ଧୁ। ଏଭଳି…